Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] CMC ନିର୍ବାଚନ: ଗିରିବାଳା ବେହେରାଙ୍କୁ କଂଗ୍ରେସର ମେୟର ପ୍ରାର୍ଥୀ ଘୋଷଣା

କଟକ: କଟକ ମହାନଗର ନିଗମ ପାଇଁ କଂଗ୍ରେସ ଏହାର ମେୟର ପ୍ରାର୍ଥୀ ଘୋଷଣା କରିଛି | ପୌର ନିର୍ବାଚନ ନେଇ ଆଜି କଂଗ୍ରେସ ପକ୍ଷରୁ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି | କଟକ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାମ କଂଗ୍ରେସ ଚୂଡାନ୍ତ କରିଥିବାବେଳେ ୨ ଦିନ ଭିତରେ ଭୁବନେଶ୍ୱର ପାଇଁ ତାଲିକା…

ରୁଷର ପରବର୍ତୀ ଟାର୍ଗେଟ ମୋଲୋଡୋଭା !

ନୂଆଦିଲ୍ଲୀ:ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ପରବର୍ତୀ ଟାର୍ଗେଟ ନେଇ ବିଭିନ୍ନ ସାଇଟରେ ଖବର ପ୍ରକାଶ ପାଇଛି । ୟୁକ୍ରେନ କବଜା ପରେ ସେ ଏହାର ପଡୋଶୀ ଦେଶ ମୋଲୋଡୋଭା ଉପରେ ଆକ୍ରମଣ କରିବେ । ପୁତିନଙ୍କ ନିକଟତମ ବନ୍ଧୁ ତଥା ବେଲାରୁଷର ଏକଚ୍ଛତ୍ରବାଦ ରାଷ୍ଟ୍ରପତି ଆଲେକଜାଣ୍ଡର…

ଭିଜିଲାନ୍ସ ପଞ୍ଝାରେ ବିଇଓ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଗୁଣପୁର: ଚାକିରି ଆଉ ୨ ମାସ ବଞ୍ଚିଥିଲା। କିନ୍ତୁ ସରକାରୀ ବାବୁଙ୍କ ଲୋଭ ଶେଷ ହୋଇ ନଥିଲା। ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା। ଆଜି ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାଇନ୍ସ ହାତରେ…

ଚିନ୍ତାରେ ଚେନ୍ନାଇ, ଓହରି ପାରନ୍ତି ଦଳର ଷ୍ଟାର ଖେଳାଳି

ମୁମ୍ବାଇ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସକୁ ଶକ୍ତ ଝଟକା ଲାଗିପାରେ । ଦଳର ଦାମୀ ତଥା ଷ୍ଟାର ଖେଳାଳୀ ଦୀପକ ଚହର ଆଘାତ ସମସ୍ୟା ଯୋଗୁ ଆରମ୍ଭରୁ କେତୋଟି ମ୍ୟାଚ ଖେଳି ନ ପାରନ୍ତି । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ଦୀପକଙ୍କୁ ୧୪ କୋଟି ଟଙ୍କାରେ କ୍ରୟ…

ଓଡିଶା ପ୍ରଦେଶ କଂଗ୍ରେସର ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ଭାବେ ଜିତେନ୍ଦ୍ର ବିଶ୍ୱାଳ ନିଯୁକ୍ତ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସର ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ନିଯୁକ୍ତି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ଭାବେ ଜିତେନ୍ଦ୍ର ବିଶ୍ୱାଳଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ…

[ଭିଡିଓ] ଆଗାମୀ ପୌର ନିର୍ବାଚନ ସମୟରେ ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରହିବା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ୱରୂପ ଦଳର ସାଂସଦ , ବିଧାୟକ , ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚ୍ୟୁଆଲ ମାଧ୍ୟମରେ କଥା ହୋଇଛନ୍ତି । ଆଗାମୀ ପୌର ନିର୍ବାଚନ…

ପକେଟରେ ଥିବା ପାସପୋର୍ଟ ଯୋଗୁ ବଂଚିଗଲେ ୟୁକ୍ରେନର ୧୬ ବର୍ଷୀୟ ଯୁବକ

କୀଭ: ଭଗବାନ ଯାହାକୁ ବଂଚାଇବେ ତାକୁ କିଏ ବା ମାରିପାରିବ । ରୁଷ-ୟୁକ୍ରେନ ଯୁଦ୍ଧରେ ଏ ଭଳି ଏକ ଘଟଣା ଘଟିଛି । ରୁଷ ସେନା ପକ୍ଷରୁ ଜନଗହଳି ପୂର୍ଣ୍ଣ ମାରିୟପୋଲ ଅଂଚଳରେ ଗୁଳିମାଡ କରାଯାଇଥିଲା । ଏଥିରେ ଜଣେ ୧୬ ବର୍ଷୀୟ ଯୁବକଙ୍କ ଛାତିରେ ଗୁଳି ବାଜିଥିଲା । ଭଗବାନଙ୍କ କୃପାରୁ ତାଙ୍କ ପକେଟରେ…

୭ ବର୍ଷ ପରେ ନକ୍ସଲ ହାଟ ବଦଳରେ ବସିଲା ସାପ୍ତାହିକ ପରିବା ହାଟ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲଙ୍କ ଉପଦ୍ରବ ସବୁବେଳେ ରହିଛି । ମାଲକାନଗିରି ସୁକମା ଜିଲ୍ଲାକୁ ଲାଗି ରହିଥିବାରୁ ନକ୍ସଲ ସୁକମା ଅଞ୍ଚଳରେ ଅଘଟଣ ଘଟାଇ ମାଲକାନଗିରି ଚାଲିଆସୁଥିଲେ । ପୁଣି ମାଲକାନଗିରିରେ ହିଂସା ଘଟାଇ ସୁକମାର ଦୁର୍ଗମ ଅଂଚଳକୁ ଚାଲିଯାଉଥିଲେ ।…

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା, ତଦନ୍ତ କରିବ ଋଷ

ଭୁବନେଶ୍ୱର: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ଋଷ । ଗତ ମଙ୍ଗଳବାର ୟୁକ୍ରେନର ଦ୍ୱିତୀୟ ସର୍ବବୃହତ ସହର ଖାରଖିଭ ଉପରେ ହୋଇଥିଲା ମିସାଇଲ୍ ମାଡ଼ । ସ୍ଥାନୀୟ ନାଗରିକଙ୍କ ସମେତ ଜଣେ ଭାରତୀୟ ଛାତ୍ର ମଧ୍ୟ ଏଥିରେ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ନେଇ ଶେଷରେ ମୁହଁ ଖୋଲିଛି…

ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ଗଜପତି : ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ । ଗଜପତି ଜିଲ୍ଲା ଆର ଉଦୟଗିରି ଥାନା କୁଆଁପଡା ଗାଁ ନିକଟରୁ କଲରାପତରିଆ ବାଘ ଛାଲ୍ ଡିଲ୍ ହେଉଥିବା ବେଳେ ବନ ବିଭାଗ ଚଢାଉ କରି ବାଘ ଛାଲ ଜବତ କରିଛି । ଏହାସହ ଘଟଣାରେ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ବାଘ ଛାଲ ବେପାରୀକୁ ପଚରା ଉଚରା ଜାରି…