Latest Odisha News

BREAKING NEWS

Yearly Archives

2022

ୟୁକ୍ରେନର ଖେରସୋନ୍ ସହରକୁ ଦଖଲରେ ନେଲା ରୁଷ୍ ସେନା

କିଭ୍(ୟୁକ୍ରେନ): ଆହୁରି ଉଗ୍ର ହେଉଛି ରୁଷ୍ । ୟୁକ୍ରେନ୍ ବିରୋଧରେ ଯୁଦ୍ଧକୁ ଜୋରଦାର କରିଛି । ତିନି ପଟରୁ ଘେରି ହମଲା କରୁଛି । ଖେରସୋନ୍ ସହରକୁ ନିଜ ଦଖଲକୁ ନେଇ ରୁଷ୍ ସେନା । ଯୁଦ୍ଧ ପରେ ପ୍ରଥମ ଥର ୟୁକ୍ରେନର କୌଣସି ସହରକୁ ନିଜ କବଜରେ ନେଇଛି ରୁଷ୍ ସୈନ୍ୟ । ଖେରସୋନକୁ ୟୁକ୍ରେନର ପୋର୍ଟ…

ଟିଆରଏଲ କ୍ରୋସାକି କାରଖାନା ଡୋଲୋମାଇଟ୍ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡସ୍ଥିତ ଟିଆରଏଲ ( ଟାଟା ରିଫ୍ରାକ୍ଟୋରିଜ୍ ଲିମିଟେଡ୍) କ୍ରୋସାକି କାରଖାନାର ଡୋଲୋମାଇଟ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଏହି କମ୍ପାନି ଭିତରେ ଭୟାଵହ ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହାକୁ ଆୟତ୍ତ କରାଯାଇଛି  । ଏହି ଅଗ୍ନିକାଣ୍ଡ ସକାଳ…

ଖାରକିଭରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍ ସେନା ପଣବନ୍ଦୀ କରିଥିବା ଖବର ନାହିଁ, ସ୍ପଷ୍ଟ କଲା ଭାରତ

ନୂଆଦିଲ୍ଲୀ: ଖାରକିଭରେ ୟୁକ୍ରେନୀୟ ସେନା ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଗୋଟାଏ ବଡ଼ ଦଳକୁ ପଣବନ୍ଦୀ କରି ରଖିଛି । ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ଏଭଳି ଅଭିଯୋଗ କରିଛି । ପ୍ରେସମିଟରେ ରୁଷ୍ ସେନାର ପ୍ରତିନିଧି ମେଜର୍‌ ଜେନେରାଲ୍‌ ଇଗୋର୍‌ କୋନାସେଙ୍କୋଭ୍‌ କହିଥିଲେ, ୟୁକ୍ରେନ୍‌ ଛାଡ଼ି…

ଭାରତ ଫେରୁଛନ୍ତି ୟୁକ୍ରେନରେ ଫସିଥିବା ନାଗରିକ

ଦିଲ୍ଲୀ: ୟୁକ୍ରେନରେ ଫଶି ରହିଥିବା ଭାରତୀୟଙ୍କୁ ଅପରେସନ ଗଙ୍ଗା ଜରିଆରେ ଉଦ୍ଧାର କରି ଦେଶକୁ ଅଣାଯାଉଛି । ଏହି ଅଭିଯାନରେ ୟୁକ୍ରେନରେ ଡାକ୍ତରୀ ପାଠପଢ଼ିବାକୁ ଯାଇଥିବା ଛାତ୍ରଛାତ୍ରୀ ମଧ୍ୟ ଦେଶକୁ ଫେରିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ଦେଶରେ ପହଁଚିବା ପରେ ଗତକାଲି ସନ୍ଧ୍ୟାରେ ୪ଜଣ ଓଡିଆ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୦  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ପଞ୍ଚୁପାଣ୍ଡଵଙ୍କ ସହ ଅନେକ ଲୀଳା କରିଥାନ୍ତି।  ଶିବଚତୃଦଶୀ ଓ ଚନ୍ଦନ ଯାତ୍ରା ବିଷୟରେ ଆମେ ଜାଣିଲେ । ଶ୍ରୀମନ୍ଦିରର ଭଣ୍ଡାର ରକ୍ଷକ ଶ୍ରୀ ଲୋକନାଥଙ୍କ ପରେ…

ଭାଷା ଭାଗବତ : ଭାଷାର ଲକ୍ଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୩  ଶୈଶବେ ହେଲେ କୌତୂହଳୀ ଜ୍ଞାନ ପ୍ରବେଶି ନାନା ଭଳି କରି ଶିଶୁକୁ ଜ୍ଞାନବଂତ ସର୍ବଦା ଥାଏ ତା ସହିତ ଯୌବନ ମୁଖ୍ୟତଃ ଚଂଚଳ ବଦଳୁଥାଏ ପ୍ରତି ପଳ ଏକାଗ୍ର ହୁଏନାହିଁ ଧ୍ୟାନ ସ୍ଥିର ହୁଏନି ଯୁବାମନ ସାଧକ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୬  ତାଙ୍କୁ କ'ଣ ଟିକିଏ ବି ସଙ୍କୋଚ ଲାଗୁନଥିଲା? ନିଶାରେ କ’ଣ ଜଣା ପଡୁନଥିଲା । ଏତେ ଚୁପ୍ ବସିଛନ୍ତି ! କିଛି କୁହନ୍ତୁ ମ୍ୟାଡ଼ମ । ମିୟୁଜିକ୍‌ ଅନ୍ କରିବି? ଆପଣଙ୍କ ପସନ୍ଦର ଗୀତ..’ ନା ଥାଉ, ମୁଡ଼ ନାହିଁ ।…

ଅନୁବାଦ କବିତା : ବରଫ ତରଳିବ ନିଶ୍ଚୟ

ମୂଳ ରଚନା : ମାରିନା ଶ୍ୱେତାଏଭା  ଆଜି ନୁହେଁ ତ କାଲି ଏ ବରଫ ତରଳିବ ନିଶ୍ଚୟ ତୁମେ ଏକ ବିଶାଳ ଲୋମଶ ପୋଷାକ ଭିତରେ ରହିଛ ଏବଂ ତୁମର ଅଧର ଦ୍ୱୟ ଶୁଖି ଯାଇଛି ସବୁଦିନ ପାଇଁ ମୁଁ ଜାଣି ପାରୁନି ତୁମକୁ ଦୟା ଦେଖାଇବି କି ନାହିଁ। ତୁମର ପିଇବା ଅଭ୍ୟାସ ଖୁବ କଷ୍ଟକର ପଦଚାଳନା ଓଜନଦାର…

ୟୁକ୍ରେନରେ ଯବାନ ସମେତ ଦୁଇ ହଜାରରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଗଲାଣି

ଭୁବନେଶ୍ୱର: ସପ୍ତାହେ ବ୍ୟାପୀ ୟୁକ୍ରେନ ଉପରେ ଋଷ ଆକ୍ରମଣ କରି ଚାଲିଛି । ଏହାରି ଭିତରେ ୟୁକ୍ରେନରେ ଅନେକ ଲୋକ ପ୍ରାଣ ହରାଇଲେଣି । ଏହା ସହିତ ୟୁକ୍ରେନର ବଡ଼ବଡ଼ ସହର ଓ ପ୍ରତିଷ୍ଠାନ ମିସାଇଳ ଓ ବୋମା ମାଡ଼ରେ ଧ୍ୱସଂ ହୋଇଗଲାଣି । ଋଷ ଜାରି ରଖିଥିବା ହମଲାେରେ ଏଯାବତ ୨ ହଜାରରୁ ଅଧିକ ସାଧାରଣ…

ବିସିସିଆଇ କଂଟ୍ରାକ୍ଟ ଲିଷ୍ଟ: ରାହାଣେ, ପୂଜାରା ଗ୍ରେଡ ବି’କୁ ଖସିଲେ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ କଂଟ୍ରାକ୍ଟ ଲିଷ୍ଟ ଜାରୀ କରିଛି । ଟେଷ୍ଟ ଟିମରୁ ବାଦ ପଡିଥିବା ମିଡିଲ ଅର୍ଡରର ଦୁଇ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ଗ୍ରେଡ ବି’ରେ ରଖାଯାଇଛି । ଏହି ୨ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନିକଟରେ ନୈରାଶ୍ୟଜନକ ରହିଥିଲା…