Latest Odisha News

BREAKING NEWS

Yearly Archives

2022

ଫେରି ଆସିଲା ଏୟାର୍‌ ଇଣ୍ଡିଆ ବିମାନ: ୟୁକ୍ରେନ୍‌ରେ ଫସି ରହିଗଲେ ଅନେକ ଭାରତୀୟ

ଦିଲ୍ଲୀ: ଫେରି ଆସିଲା ଏୟାର୍‌ ଇଣ୍ଡିଆ ବିମାନ । ୟୁକ୍ରେନ୍‌ରେ ଫସି ରହିଗଲେ ଅନେକ ଭାରତୀୟ । ରୁଷ୍‌ ଆକ୍ରମଣ ହେତୁ ବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନ୍‌ ଆକାଶ ମାର୍ଗ ବନ୍ଦ କରିଦେବାରୁ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କୁ ଆଣିବାକୁ ଯାଇଥିବା  ଏକ ବିମାନ ଫେରି ଆସିଛି । ରୁଷ୍‌ ଓ…

କଡା ଜବାବ ଦେବୁ, ଆଉ ଜିତିବୁ : ୟୁକ୍ରେନର ଖୋଲା ଧମକ

ଋଷର ସେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ଏବଂ ୟୁକ୍ରେନର ୧୩ଟି ସ୍ଥାନରେ ଆକ୍ରମଣ କରିବା ପରେ କଡା ପ୍ରତିକ୍ରିୟା ରଖିଛି ୟୁକ୍ରେନ୍ । ଋଷ ୟୁକ୍ରେନ୍ ଉପରେ ସମ୍ପୁର୍ଣ୍ଣ ଆକ୍ରମଣ ଆରମ୍ଭ କରିସାରିଛି । ୧୩ଟି ସ୍ଥାନ ଉପରେ ମିଜାଇଲ୍ ମାଡ ସହ ମାନବ ବିହିନ ଡ୍ରୋନ୍ ମାଦୟମରେ ଆକ୍ରମଣ ଆରମ୍ଭ…

ୟୁକ୍ରେନ୍‌ ଉପରେ ବିଭିନ୍ନ ପଟୁ ଆକ୍ରମଣ ଜାରି ରଖିଛି ଋଷ୍

ନୂଆଦିଲ୍ଲୀ : ଋଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ପ୍ରଚଣ୍ଡ ଆକ୍ରମଣ ସହ ଗୋଟିଏ ପରେ ଗୋଟିଏ ସ୍ଥାନ ଋଷ କବଜା କରିବା ଆରମ୍ଭ କରିଛି ।ଋଷର ଶସସ୍ତ୍ର ବାହିନୀ ଭିନ୍ନ ଭିନ୍ନ ପ୍ରାନ୍ତରୁ ୟୁକ୍ରେନ ସହର ଗୁଡିକ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏଥିସହ ୟୁକ୍ରେନ ଦେଶର ସାମରିକ ଆଇନ…

ଭାରତ ଫେରିବ ଚୋରି ହୋଇଥିବା ୫୦୦ ବର୍ଷ ତଳର ବିରଳ ହନୁମାନଙ୍କ ପ୍ରତିମୂର୍ତି

ନୂଆଦିଲ୍ଲୀ: ତାମିଲନାଡୁରୁ ୫୦୦ ବର୍ଷ ତଳୁ ଚୋରି ହୋଇଥିବା ବିରଳ ହନୁମାନଙ୍କ ପ୍ରତିମୂର୍ତି ଭାରତ ଫେରିବ । ୨୦୧୨ ଏପ୍ରିଲ ୯ରେ ଅରିୟାଲୁର ଭେଲ୍ଲୁର ଗ୍ରାମରେ ଥିବା ପେରୁମାଲା ମନ୍ଦିରରୁ ଏହି ପ୍ରତିମୂର୍ତି ଚୋରି ହୋଇଯାଇଥିଲା । ଏହାକୁ ଅଷ୍ଟ୍ରେଲିଆରେ ନିଲାମ କରାଯାଇଥିଲା । କେନ୍ଦ୍ର…

ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ : ମୁଣ୍ଡ ନଖେଳାଇବାକୁ ଉଭୟ ରାଷ୍ଟ୍ରର ଚେତାବନୀ

ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ପ୍ରଥମେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଆଉ ଏହାସହ ୟୁକ୍ରେନର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବାଲାଷ୍ଟିକ ମିସାଇଲ ଆକ୍ରମଣ । କେବଳ ଆକ୍ରମଣ ନୁହେଁ ଋଷ ରାଷ୍ଟ୍ରପତି ବିଶ୍ୱର ଅନ୍ୟ…

ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍, ଆରମ୍ଭରୁ ହିଂସା

ଆଜି ରାଜ୍ୟରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ବିଭିନ୍ନ ବୁଥ୍‌ରେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଲୋକେ ଅପେକ୍ଷା କରି ରହିଛନ୍ତି । ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ମତଦାନ । ଏହାପରେ ଭୋଟବାକ୍ସକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମକୁ ନିଆଯିବ । ଶେଷ…

ୟୁକ୍ରେନର କିଭରେ ମିସାଇଲ ଆକ୍ରମଣ କଲା ରୁଷିଆ

ମସ୍କୋ: ଅମାନିଆ ରୁଷର ଜିଦଖୋର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୁଦ୍ଧ ଘୋଷଣା ପରେ ୟୁକ୍ରେନର କିଭ ଓ ଖାରକିଭ ଅଂଚଳରେ ରୁଷ ସେନା ପକ୍ଷରୁ ବୋମା ମାଡ କରାଯାଇଛି । ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଖାରକିଭରେ…

ଅନୁବାଦ କବିତା : ଏକ ଦୀର୍ଘ ମନସ୍ତାପ

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ଏବେ ବି ମୁଁ ପାରିନାହିଁ ଭୁଲି ସେଇ ଦୀର୍ଘ ଅପୂର୍ଣ୍ଣ ବେଦନା ବାହାରେ ରାତିର ମୃଦୁ ଅନୁଚ୍ଚ ଜ୍ଵଳନ ଆଉ ସିଏ ଜୋର କରି ହାତ ତା'ର ଟାଣିନେବା ବେଳେ ଅନିଶ୍ଚିତ ଉଷା ଆଲୋକରେ ତୀବ୍ର ଏକ ଝଲକର ଚିହ୍ନ । କାଟିବା ଏ ପୁରାଏକ ଜୀବନର କ୍ଳାନ୍ତି ଆଉ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୯  ଆରେ ତମେ! ଫେରିଲ ମାନେ କିଛି ଭୂଲିଗଲ ବୋଧେହୁଏ । କୁହ । ‘ମ୍ୟାଡ଼ମ୍‌.. ଦହିବରା ।’ ହାତକୁ ପ୍ୟାକେଟ୍‌ଟା ବଢେଇଦେଲା କୁମାର । ଦହିବରା! ମୁଁ ତ ଅଡ଼ର କରିନାହିଁ । ଏଟା ବି ତୁମ ସାର୍ କହିଥିଲେ କି?…

ଭାଷା ଭାଗବତ : ଭାଷା ଗୁଣାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୬ ବହୁ ଭାଷାର ଶବ୍ଦ ଆସି ଏହି ଭାଷାରେ ଯାଇ ମିଶି ଏବେ ତ ହେଲେଣି ଆମର ଉତ୍ସ ନ ପଚାରୁଁ କାହାର ଶବ୍ଦ ଉପରେ ଅଧିକାର ସମାନ ଯେଣୁ ସଭିଂକର କରଂତି ଲୋକେ ବ୍ୟବହାର ସତେ କି ଏକାଂତ ନିଜର ଶବ୍ଦଟେ ହୋଇଲେ…