Latest Odisha News

BREAKING NEWS

Yearly Archives

2022

ଆମେରିକାରେ ୯ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା

ଓ୍ୱାଶିଂଟନ୍: ଆମେରିକାରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରରେ ମହାମାରୀ ସବୁଠୁ ଅଧିକ ଲୋକଙ୍କର ଜୀବନ ନେଇଛି । ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯ ଲକ୍ଷ ପାର କରିଛି । ସାରା ବିଶ୍ୱରେ ସର୍ବାଧିକ । ଆମେରିକାରେ ପରେ ବ୍ରାଜିଲରେ ୬ ଲକ୍ଷରୁ ଅଧିକ…

ରାଜ୍ୟରୁ କରୋନା ନେଲା ଆଉ ୨୨ ଜୀବନ

ଭୁବନେଶ୍ୱର: ମାରୁଛି ମହାମାରୀ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୨୨ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଅଡିଟ୍ ପ୍ରୋସେସରେ ଏମାନଙ୍କ ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମୃତକଙ୍କ ଭିତରେ ସର୍ବାଧିକ ୭ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି । ସେମାନଙ୍କ…

ଆଜି ଶ୍ରୀପଞ୍ଚମୀ: ପୁରୀରେ ଅନୁକୂଳ ହେବ ରଥକାଠ

ପୁରୀ: ଆଜି ମାଘ ଶୁକ୍ଳ ପଞ୍ଚମୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ବିଦ୍ୟାଦେବୀ ସରସ୍ୱତୀ । ଆଜି ପୁରୀରେ ରଥଯାତ୍ରା ପାଇଁ ରଥକାଠର ଆଜି ଅନୁକୂଳ ହେବ । ପରମ୍ପରା ଅନୁସାରେ, ଶ୍ରୀପଞ୍ଚମୀରେ ରଥ ନିର୍ମାଣ ପାଇଁ ତିନି ଖଣ୍ଡ ରଥକାଠକୁ ପୂଜାର୍ଚ୍ଚନା କରାଇଯାଇଥାଏ । ନୟାଗଡ଼ ବନଖଣ୍ଡରୁ…

ବିଦ୍ୟାଦାତ୍ରୀ ମା’ ସରସ୍ବତୀ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ।ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ମାତା ସରସ୍ୱତୀଙ୍କର ଅନ୍ୟ ନାମ ହେଲା ବୀଣା ପୁସ୍ତକ ଧାରିଣୀ,…

ଭୋଗମଣ୍ଡପର କାରୁକାର୍ଯ୍ୟ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀଜଗନ୍ନାଥ ମନ୍ଦିରରେ ନାଟ୍ୟ ମନ୍ଦିରର ସଂଲଗ୍ନ ହୋଇ ପୂର୍ବ ଦିଗକୁ ରହିଛି ପଞ୍ଚରଥ ଶୈଳୀରେ ଗଠିତ ପିଢ଼ ବା ପିରାମିଡ଼ ଶିଖର ଶୋଭିତ ଭୋଗମଣ୍ଡପ । ଏହାର ପଶ୍ଚିମ ପାଶ୍ୱର୍ ନାଟ୍ୟମଣ୍ଡପ ସହିତ ସଂଯୁକ୍ତ ରହିବା ସହିତ…

ଭାଷା ଭାଗବତ : ସର୍ବଜ୍ଞାନାଧାର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୭ ସ୍ବଭାଷା ସର୍ବଜ୍ଞାନାଧାର ହେଲେ ହେଁ, ତହିଁର ବିଚାର କେବଳ ଭାଷାଜ୍ଞାନ ଯୁକ୍ତ ହେବାଟା ନୁହେ ଅବିହିତ ଭୂଗୋଳ, ନୃତତ୍ତ୍ୱ, ସଂସ୍କୃତି ସହିତ ଭାଷାର ସଂପୃକ୍ତି ଥିଲେ ବି, ସବୁ ସହ ଖଂଜି ଭାଷାତତ୍ତ୍ୱ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ତ ଓ ଅଚିନ୍ତ୍ୟ ସ୍ୱରୂପକୁ ବର୍ଣ୍ଣନା କରିବା ସତରେ ଖୁବ କଷ୍ଟକର । ତତ୍ତ୍ୱତଃ ଆମେ ତାଙ୍କୁ ଅନାଦି, ଅସୀମ ଓ ଅବ୍ୟକ୍ତ ବୋଲି ବିବେଚନା କରୁ । ପରମ…

କବିତା : ଶ୍ରୀପଞ୍ଚମୀ

ବାସନ୍ତୀ ଲତା ଜେନା ମାତା ସରସ୍ବତୀ ଶୁକ୍ଲାମ୍ବର ଦେବୀ ଜ୍ଞାନ ବୁଦ୍ଧି ବିବେକର ସୃଷ୍ଟି କର୍ତ୍ତା ବ୍ରହ୍ମା ମାନସ କନ୍ୟା ଗୋ ଅଜ୍ଞାନତା ଦୂର କର । ବିଦ୍ୟାଦାତ୍ରୀ ମାତା ରତ୍ନ ବିଭୁଷିତା ପଦ୍ମାସନା ଗୋ ଜନନୀ ମୁକୁତାର ହାର ବୀଣାର ଝଙ୍କାର ବାଣୀ ପୁସ୍ତକ ଧାରିଣୀ । ବାକଦେବୀ…

ସାତ ବର୍ଷ ପରେ ଫୁସ୍‌ଫୁସ୍‌ରୁ ବାହାରିଲା ଲବଙ୍ଗ

ଭୁବନେଶ୍ୱର: ପ୍ରାୟ ସାତ ବର୍ଷ ପୂର୍ବରୁ ଜଣେ ମହିଳା କଥାବାର୍ତ୍ତା ହେଉଥିବା ସମୟରେ ପାଟିରେ ପକାଇଥିଲେ ସାମାନ୍‌ୟ ଗୋଟିଏ ଲବଙ୍ଗ । ହଠାତ୍ କୌଣସି କଥାକୁ ନେଇ ସେ ଜୋରରେ ହସି ପକାଇଥିଲେ । ସେହି ସମୟରେ ତାଙ୍କୁ ହାଲକା କାଶ ହେବା ସହ ଲବଙ୍ଗ ତାଙ୍କ ବାୟୁ ନଳୀରେ ପ୍ରବେଶ କରିଥିଲା । ପ୍ରାୟ…

ରାସ୍ତା ଉପରେ ନବଜାତକ ମୃତଦେହ, ଝୁଣି ଖାଇଲା ବୁଲା କୁକୁର

ବାଲେଶ୍ୱର: ରାସ୍ତା ଉପରେ ପଡ଼ି ରହିଛି ନବଜାତ ଶିଶୁଙ୍କ ମୃତଦେହ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖର। ଯେଉଁଠି ଆଜି ସକାଳେ ଏଭଳି କିଛି ବିଚଳିତ କଲା ଭଳି ଘଟଣା ଘଟିଛି। ବର୍ଷା ହେବା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି ନବଜାତଙ୍କ ମୃତଦେହ । ଆଉ ବୁଲା…