Latest Odisha News

BREAKING NEWS

Yearly Archives

2022

ଅମିତାଭଙ୍କ ସହ ଅଭିନୟ କରିବାକୁ ମନା କରିଥିଲେ ଶ୍ରୀଦେବୀ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ଶ୍ରୀଦେବୀଙ୍କ ସହ ଅଭିନୟ କରିବାକୁ ଅନେକ ଅଭିନେତା ସ୍ୱପ୍ନ ଦେଖୁଥିଲେ । ଶ୍ରୀଦେବୀଙ୍କ ଅଧିକାଂଶ ଫିଲ୍ମ ସୁପରହିଟ୍ ହୋଇଥିଲାବେଳେ ତାଙ୍କୁ ମିଳିଥିଲା ଲେଡି ଅମିତାଭର ଖିତାବ୍ । ଅନେକ ହୁଏ ତ ଜାଣିନଥିବେ ଯେ, ଦିନେ ଶ୍ରୀଦେବୀ ଏକ ଫିଲ୍ମରେ ଅମିତାଭଙ୍କ…

ବାହାଘର ପରେ ସୋସିଆଲ ମିଡିଆରେ ଆକ୍ଟିଭ୍ ମୌନୀ ରାୟ , ସ୍ୱାମୀଙ୍କ ସହ ସେୟାର କଲେ ଫଟୋ

ମୁମ୍ବାଇ : ଟିଭି ପରଦାରେ ଇଚ୍ଛା ଧାରି ନାଗିନରେ ବେଶ୍ ଲୋକପ୍ରିୟତା ପାଇଥିବା ମୌନୀ ରାୟଙ୍କ ଫଟୋ ଭାଇରାଲ ।ବାହାଘର ପରେ ମୌନୀ ପୁଣି ନିଜ ଇଷ୍ଟାଗ୍ରାମରେ ଆକ୍ଟିଭ୍ ହୋଇଯାଇଛନ୍ତି ।ଗୁରୁବାର ମୌନୀ ନିଜ ଇଷ୍ଟା ଗ୍ରାମ ପେଜରେ ନିଜର ଓ ପତିଙ୍କ ସହ କିଛି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଲାଲ୍…

ଆମେରିକା ଷ୍ଟ୍ରାଇକରେ ଆତଙ୍କୀଙ୍କ ବଦଳରେ ପୁନର୍ବାର ନିହତ ହେଲେ ନିରୀହ ନାଗରିକ !

ୱାଶିଂଟନ: ଆମେରିକା ସେନା ପୁନର୍ବାର ତ୍ରୁଟି କରିଛନ୍ତି । ସିରିୟାରେ ଅଲକାଏଦା ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ସମୟରେ ଭୁଲ ଯୋଗୁ ୧୩ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଏ ପର୍ଯ୍ୟନ୍ତ ୬ ଶିଶୁ ଓ ୪ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି । ତୁର୍କୀ ସୀମା…

ଦରକାର ଥିଲା କିଡନୀ, ଯୋଗାଇଥିଲା ସୋସିଆଲ୍ ମିଡିଆ

ଭୁବନେଶ୍ୱର: ସଦ୍ୟ ସ୍ଥିତିରେ ସୋସିଆଲ୍ ମିଡିଆ ଉଭୟ ଅଭିଶାପ ଓ ଆଶୀର୍ବାଦର ରୂପ ନେଇଛି । ଏ କଥା ସତ ଯେ, ସୋସିଆଲ୍ ମିଡିଆ ଆମକୁ ବିଶ୍ୱର କୋଣଅନୁକୋଣ ସହ ଯୋଡୁଛି । ମନୋରଂଜନର ଖୋରାକ ଯୋଗାଉଛି । ହେଲେ ଏହି ସୋସିଆଲ୍ ମିଡିଆ ଜଣେ ବ୍ୟକ୍ତିଙ୍କ ଜୀବନ ବଂଚାଇଥିବା ଖବର ବୋଧ ହୁଏ ଆପଣ ଜାଣିଥିବେ ।…

ଶାସକ ଦଳ ନିର୍ବାଚନୀ ହିଂସା କରୁଥିବା ଅଭିଯୋଗ ନେଇ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି

ଭୁବନେଶ୍ଵର : ରାଜ୍ୟରେ ନିର୍ବାଚନୀ ହିଂସାକୁ ନେଇ ପୋଲିସ ଡିଜିଙ୍କୁ ଭେଟିଛି ବିଜେପି ଟିମ୍ । ବିଜେପି ଅଭିଯୋଗ ଆଣିଛି ବିଭିନ୍ନ ସ୍ଥାନରେ ବିଜେଡି ଆଇନ ଶୃଙ୍ଖଳା ଭଙ୍ଗ କରୁଛି । ନିର୍ବାଚନ ଆସିଲେ ବିଜେଡି ରକ୍ତମୁଖା ହୋଇଯାଏ ବୋଲି ଅଭିଯୋଗ ଆଣିଛି ବିଜେପି । ଏନେଇ ବିଜେପି ସାଧାରଣ ସମ୍ପାଦିକା…

ଗିରଫ ହେଲେ କୋଟିପତି ସହକାରୀ ଅଧିକାରୀ ରତ୍ନାକର

କଟକ: ଗିରଫ ହେଲେ ନୂଆପଡା ଜିଲ୍ଲା କୋଟିପତି ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠି । ଆୟ ଠାରୁ ୫୭୦ ଗୁଣା ସମ୍ପତି ଠୁଳ କରିଥିଲେ । ମୋଟ ୬ କୋଟି ୪୩ ଲକ୍ଷ ଟଙ୍କା ର ସମ୍ପତି ଠାବ କରିଛି ଭିଜିଲାନ୍ସ। ରତ୍ନାକରଙ୍କ ସ୍ତ୍ରୀ’ଙ୍କ ନାଁ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଆବଶ୍ୟକ…

ଦିଲ୍ଲୀ ପୈତୃକ ଘର ‘ସୋପାନ’କୁ ୨୩ କୋଟି ଟଙ୍କାରେ ବିକ୍ରି କଲେ ବିଗ୍ ବି ଅମିତାଭ ବଚ୍ଚନ

ଦିଲ୍ଲୀ : ଘର ବିକ୍ରି କଲେ ବିଗ୍ ବି ଅମିତାଭ ବଚ୍ଚନ । ଦିଲ୍ଲୀ ଗୁଲମୋହର ପାର୍କ ସ୍ଥିତ ପୈତୃକ ବାସ ଭାବନ 'ସୋପାନ' କୁ ବିଗ୍ ବି ଅମିତାଭ୍ ବଚ୍ଚନ ବିକ୍ରି କରିଦେଇଛନ୍ତି ବୋଲି ଖବର ସାମ୍ନାକୁ ଆସିଛି । ପ୍ରାୟ ୨୩ କୋଟି ଟଙ୍କାରେ ଅମିତାଭ ବଚ୍ଚନ ଘରକୁ ବିକ୍ରି କରିଛନ୍ତି ବୋଲି ଜଣାପଡିଛି ।…

[ଦେଖନ୍ତୁ ଭିଡିଓ] ପୋଲିସର ବର୍ବରତା, ବୃଦ୍ଧଙ୍କୁ ଲାତ

ଭୁବନେଶ୍ୱର: କିଛି ହାତଗଣତି କର୍ମଚାରୀଙ୍କ ଅମାନବୀୟ ବ୍ୟବହାର ପାଇଁ ବଦନାମ୍ ହେଉଛି ପୋଲିସ ବିଭାଗ । ସାଧାରଣ ଲୋକଙ୍କୁ କଥା ବଦଳରେ ମାଡ ଦେଇ କିଛି ପୋଲିସ କର୍ମଚାରୀ ନିଜ ଦବଦବା ଜାହିର କରିବାକୁ ଚେଷ୍ଟା କରିଥାନ୍ତି । ଏହି ପ୍ରୟାସରେ ଜଣେ ବୃଦ୍ଧଙ୍କୁ ପୋଲିସ ଲାତ ମାରିବାର ଭିଡିଓ ସୋସିଆଲ୍…

ନବଜାତ ଶିଶୁକୁ ହସ୍ପିଟାଲ ଶୌଚାଳୟରେ ଛାଡି କୁଆଡେ ଚାଲିଗଲା ମା’

ପୁରୀ : ଶିଶୁ କନ୍ୟାକୁ ଜନ୍ମ ଦେଇ ମା' କୁଆଡେ ଚାଲିଗଲା । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଏପରି ଅଭିବନୀୟ ଘଟଣା ଘଟିଛି ।ପ୍ରସୂତି ପାଇଁ ହସ୍ପିଟାଲରେ ଭର୍ତି ହୋଇଥିବା ଜଣେ ମହିଳା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଆଉଟ ଡୋର ଶୌଚାଳୟ ଭିତରେ ଶିଶୁ କନ୍ୟାକୁ ଜନ୍ମ ଦେଇ କୁଆଡେ ଛୁ ମାରିଛନ୍ତି ।…

ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ମାଓ ପୋଷ୍ଟର

ମାଲକାନଗିରି : ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ସ୍ୱଭିମାନ ଅଞ୍ଚଳରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱଭିମାନ ଅଞ୍ଚଳରେ ନିର୍ବାଚନକୁ ବିରୋଧ କରି ମାଓ ପୋଷ୍ଟର ଲାଗିଛି । ସି.ପି.ଆଇ ଓ ବିଶାଖା ମାଓ ଡିଭିଜନ ପକ୍ଷରୁ ଏହି ପୋଷ୍ଟର…