ଆସିଲା ରିପୋର୍ଟ , ଗଲ୍ୱାନ୍ ସଂଘର୍ଷରେ ୩୮ ଚୀନ ସୈନିକଙ୍କ ନଦୀରେ ବୁଡି ମୃତ୍ୟୁ ହୋଇଛି
ନୂଆଦିଲ୍ଲୀ :ଗଲୱାନରେ ସଂଘର୍ଷ ବେଳେ ନଦୀରେ ଭାସିଯାଇ ୩୮ଜଣ ଚୀନ ସୈନିକଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି ।୨୦୨୦ ଜୁନ ୧୫ରେ ଲଦାଖର ଗଲୱାନ ଉପତ୍ୟାକାରେ ସଂଘର୍ଷ ବେଳେ ପ୍ରାୟ ୩୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଯାଇଛି । ଅଷ୍ଟ୍ରେଲିଆ ସମ୍ବାଦପତ୍ର ଦ କ୍ଲାକ୍ସନରେ ପ୍ରକାଶ…