Latest Odisha News

BREAKING NEWS

Yearly Archives

2022

ଫେବ୍ରୁଆରୀ ମାସ ପାଇଁ ଆସିଲା ନୂଆ ଗାଇଡଲାଇନ,ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ

ଭୁବନେଶ୍ୱର :ଫେବ୍ରୁଆରୀ ମାସ ପାଇଁ ଆସିଲା ଗାଇଡଲାଇନ । ନାଇଟ କର୍ଫ୍ୟୁ ଅବଧି ପୁର୍ବପରି ଜାରି ରହିବ । ରାତି ୧୦ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ସକାଳ ୫ଟା ପରେ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିବ । ପୂର୍ବରୁ ୯ ଟାରୁ ର୍ଫ୍ୟୁ ଅବଧି ଗାଇଡଲାଇନ ଥିଲା ହେଲେ…

ୟୁପି ନିର୍ବାଚନ: ଅଖିଳେଶଙ୍କୁ ଟକ୍କର ଦେବେ ବାଘେଲ

କରହଲ: ୟୁପି ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି । ବିଜେପି କେନ୍ଦ୍ର ମନ୍ତ୍ରୀ ତଥା ଆଗ୍ରା ଏମପି ଏସପି ସିଂ ବାଘେଲଙ୍କୁ ଏଠାରେ ଟିକେଟ ପ୍ରଦାନ କରିଛି । ପୂର୍ବ ରକ୍ଷା ମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସୁରକ୍ଷାରେ…

ବେଆଇନ ମାଛ ଧରିବା ପଡିଲା ମହଙ୍ଗ। :୪ଟି ଟ୍ରଲର ଜବତ, ୩୨ ଅଟକ

କୋଣାର୍କ :ବେଆଇନ ମାଛ ଧରିବା ପଡିଲା ମହଙ୍ଗ। ।ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁହାଣ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ୪ ଟି ଟ୍ରଲର ଜବତ ହୋଇଛି । ୩୨ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି ।ସୂଚନା ଅନୁସାରେ ବନ ବିଭାଗ ଓ କୋଷ୍ଟଗାର୍ଡ ଯବାନ ପାଟ୍ରୋଲିଂ କରୁଥିବା ସମୟରେ ୨୦ ଟି…

ପୌର ସଂସ୍ଥା ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଲା ପୌରାଧ୍ୟକ୍ଷ ଚୂଡ଼ାନ୍ତ ତାଲିକା । ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ଏସି ମହିଳାଙ୍କ ପାଇଁ ୯ଟି ଅଧ୍ୟକ୍ଷ ପଦ ଥିବା ବେଳେ ଏସଟି ପାଇଁ ୮ଟି ଅଧ୍ୟକ୍ଷ ପଦ ସଂରକ୍ଷିତ…

୪୦ କୋଟି ସୁନା ଗାଉନରେ ଉର୍ବଶୀ

ମୁମ୍ବାଇ: ସୁନାର ପୋଷାକ ପିନ୍ଧି ଚମକିଲେ ବଲିଉଡ ସୁନ୍ଦରୀ ଉର୍ବଶୀ ରୌତେଲା । ସେ ପିନ୍ଧିଥିବା ସୁନାର ଗାଉନର ମୂଲ୍ୟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି । ଆରବ ଫ୍ୟାସନ ଶୋ’ରେ ଉର୍ବଶୀ ଏହି ଗାୁନ ପିନ୍ଧି ନିଜର ଚମକ୍ରାରିତ ଦେଖାଇଛନ୍ତି । ଉର୍ବଶୀଙ୍କ ଏହି ଲୁକ୍ ଏବଂ ଷ୍ଟାଇଲ ଦର୍ଶକଙ୍କୁ…

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦୁଝର : ହସ୍ପିଟାଲରେ ଲାଗିଲା ନିଆଁ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାଇଲେସିସ ଓ ସିଟି ସ୍କାନ କେନ୍ଦ୍ରରେ ନିଆଁ ଲାଗି ଯାଇଛି । ପ୍ରାୟ ୬ ଜଣ ଡାକ୍ତର ୨୦ର ଅଧିକ ମେଡିକାଲ କର୍ମଚାରୀ ପହଁଞ୍ଚି ରୋଗୀଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ପ୍ରତେକ୍ଷ ଦର୍ଶୀଙ୍କ କହିବା…

ହୃଦ୍‌ଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ

ଚଣ୍ଡିଖୋଲ : ହୃଦ୍‌ଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ।ଯାଜପୁର ଜିଲ୍ଲା ଧାନମଣ୍ଡଳ ବ୍ଲକ ପଞ୍ଚାୟତର ପ୍ରାର୍ଥୀ ସରୋଜ କୁମାର ସ୍ୱାଇଁଙ୍କ ପରଲୋକ ଘଟିଛି । ତାଙ୍କ ଦେହ ଅସୁସ୍ଥ ହେବାପରେ ତାଙ୍କୁ ରବିବାର ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା…

ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ଇତିହାସ ରଚିଲେ ନାଡାଲ

ମେଲବୋର୍ଣ୍ଣ: ସ୍ପେନର ୩୫ ବର୍ଷୀୟ ଟେନିସ ଖେଳାଳି ରାଫେଲ ନାଡାଲ ଅଷ୍ଟ୍ରେଲିଆନ ଓପନର ଚଳିତ ସଂସ୍କରଣ ଜିତିବା ସହ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି । ନାଡାଲ ୨୧ ଟାଇଟଲ ହାସଲ କରି ସୁଇଜରଲାଣ୍ଡର ରୋଜର ଫେଡେରର ଓ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ…

ଓଡ଼ିଶା ହାଇକୋର୍ଟ ବିଚାରପତି ପାଇଁ ୪ ବରିଷ୍ଠ ଆଇନଜୀବୀଙ୍କ ନାଁ ସୁପାରିଶ

କଟକ: ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତିଙ୍କ ନାଁ ସୁପାରିଶ । ସେମାନଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଗତ ୨୯ ତାରିଖରେ କଲେଜିୟମ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ୪ ଆଡଭୋକେଟ୍ ମାନଙ୍କ ନାମକୁ…

୪ ବଲରେ ୪ ୱିକେଟ ନେଲେ ହୋଲ୍ଡର: ୱେଷ୍ଟଇଣ୍ଡିଜ ସିରିଜ ବିଜୟୀ

ବାର୍ବାଡୋସ: ୱେଷ୍ଟଇଣ୍ଡିଜର ଷ୍ଟାର ବୋଲର ଜାସନ ହୋଲ୍ଡର ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ୫ମ ଟି୨୦ କ୍ରିକେଟ ମ୍ୟାଚରେ ୪ ବଲରେ ୪ ୱିକେଟ ଅକ୍ତିଆର କରି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ୱେଷ୍ଟଇଣ୍ଡିଜ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟ ହାସଲ କରି…