Latest Odisha News

BREAKING NEWS

Yearly Archives

2022

ପୁଣି ନନ୍ଦନକାନନରେ ଗଡିବ ଟୟ ଟ୍ରେନ୍, ଗୁଜରାଟରୁ ଆସିଛନ୍ତି ଟେକ୍ନିକାଲ ଟିମ୍

ଭୁବନେଶ୍ବର : ପୁଣି ନନ୍ଦନକାନନରେ ଗଡ଼ିବ ଟୟ ଟ୍ରେନ୍ । ବାରମ୍ବାର ଅଚଳ ହେବା ପରେ ଏବେ ଏହାର ପୁଣି ମରାମତି କରାଯାଉଛି । ଗଜ ଅକ୍ଟୋବର ୩୧ ତାରିଖରୁ ସମ୍ପୂର୍ଣ୍ଣ ଅଚଳ ହୋଇ ପଡି ରହିଛି ଟୟ ଟ୍ରେନ୍ । ଏହାର ମରାମତି ପାଇଁ ଗୁଜରାଟରୁ ଆସିଛନ୍ତି ୩ ଜଣିଆ ଟେକ୍ନିକାଲ ଟିମ୍ । ଏହି ଟିମ୍ ଟୟ…

ମେଟା ତିଆରି କରିବ ବିଶ୍ବର ସବୁଠାରୁ ଅତ୍ୟାଧୁନିକ ଓ ଫାଷ୍ଟେଷ୍ଟ ସୁପର କମ୍ପ୍ୟୁଟର

କାଲିଫର୍ଣ୍ଣିଆ : ମେଟା ତିଆରି କରିବ ବିଶ୍ବର ସବୁଠାରୁ ଅତ୍ୟାଧୁନିକ ଓ ଫାଷ୍ଟେଷ୍ଟ ସୁପର କମ୍ପ୍ୟୁଟର । ହେଟସ୍ପିଚକୁ ଠଉରାଇବ କମ୍ପ୍ୟୁଟର । ମେଟାର ଏଆଇ ରିସର୍ଚ୍ଚ ସୁପର କ୍ଲଷ୍ଟର ଏହାର ଡିଜାଇନ ତିଆରି କରୁଛି । ପୂର୍ବରୁ ଫେସବୁକ ନାମରେ ପରିଚିତ ମେଟାର ଏହି କମ୍ପ୍ୟୁଟର ଜରିଆରେ ମେସିନ…

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ପକ୍ଷରୁ ଦିଆଯାଉଥିବା ପ୍ରତିଶ୍ରୁତିକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଉଥିବା ଶସ୍ତା ପ୍ରତିଶ୍ରୁତିକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । ଏନେଇ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନରେ ବିଜୟୀ ହେବା ଲାଗି ବିଭିନ୍ନ ରାଜନୈତିକ ଦଳ…

ସାଂସଦ ଜୁଏଲ ଓରାମଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା

ସୁନ୍ଦରଗଡ଼ : ବଢ଼ିଲା ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ଅଡୁଆ । ମହିଳାଙ୍କ ଅଭିଯୋଗ ଆଧାରରେ ଝିରପାଣି ଥାନାରେ ଜୁଏଲ୍‌ ଓରାମଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଜୁଏଲ୍‌ଙ୍କ ବିରୋଧରେ ଦଫା ୨୯୪, ୫୦୯ରେ ମାମଲା ରୁଜୁ ହୋଇଛି । ଅପଶବ୍ଦ ବ୍ୟବହାର ପାଇଁ ଦଫା ୨୯୪ ଓ ମହିଳାଙ୍କ…

ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ଏଥିପାଇଁ କଡ଼ା ସୁରକ୍ଷା ବଳୟରେ ରହିଛି ରାଜଧାନୀ ଦିଲ୍ଲୀ । ସବୁସ୍ତରରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡରେ ଭାଗ ନେବାକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ରାଜପଥ ଓ ଅନ୍ୟ ସମସ୍ତ ମାର୍ଗରେ ବ୍ୟାପକ ଫୋର୍ସ ମୁତୟନ…

ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର

ପୁରୀ : ଗଣତନ୍ତ୍ର ଦିବସ ଉପଲକ୍ଷେ ନିଆରା କଳାକୃତି । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୩ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ଇଣ୍ଡିଆ ଗେଟର ଚିତ୍ର କରିବା ସହ ଆମର ପ୍ରିୟ ତ୍ରିରଙ୍ଗାର ଚିତ୍ର କରିଛନ୍ତି…

ଅତରଙ୍ଗୀ ରେ ପରେ ଧନୁଷଙ୍କ ହାତରେ ଆଉ ୨ ବଲିଉଡ ଫିଲ୍ମ

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ଧନୁଷଙ୍କ ଲୋକପ୍ରିୟତା ବଲିଉଡରେ ବଢ଼ିବାରେ ଲାଗିଛି । ଆନନ୍ଦ ଏଲ ରାୟଙ୍କ ଅତରଙ୍ଗୀ ରେ ପରେ ଧନୁଷ ଏବେ ବଲିଉଡର ୨ଟି ମେଗା ବଜେଟ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ତାଙ୍କ ପ୍ରିୟ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଆଉ ଏକ ଫିଲ୍ମ ରହିଛି । ପୂର୍ବରୁ ଉଭୟ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରଙ୍କ କ୍ଳବ ହାଉସ : କଂଗ୍ରେସ ମୁଖପାତ୍ର

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରଙ୍କ କ୍ଳବ ହାଉସ ଏଭଳି ଅଭିଯୋଗ ଆଣିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ନଂ-୧ କିନ୍ତୁ ଓଡ଼ିଶା ଗରିବୀରେ ନଂ-୧ । ମୁଖ୍ୟମନ୍ତ୍ରୀ ଆଗରେ କିନ୍ତୁ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି ବହୁ ପଛରେ । ମୁଖ୍ୟମନ୍ତ୍ରୀ ଲୋକପ୍ରିୟ କିନ୍ତୁ…

[ଭିଡ଼ିଓ] BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ ‘ଓଡିଶା ଓପନ’-୨୦୨୨ ଆରମ୍ଭ

କଟକ: ଆରମ୍ଭ ହୋଇଛି ବିଡବ୍ଲୁଏଫ ୱାର୍ଲଡ ଟୁର ସୁପର ହଣ୍ଡରେଡ୍ ୱାର୍ଲଡ ରାଙ୍କିଙ୍ଗ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ଓପନ ୨୦୨୨। କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଟୁର୍ଣ୍ଣାମେଣ୍ଟ । ପ୍ରଥମଥର ଲାଗି ଓଡିଶାରେ ଏଭଳି ଏକ ବିଶ୍ଵସ୍ତରୀୟ ବ୍ୟାଡମିଣ୍ଟନ…

ହଲିଉଡ ଅଭିନେତା ରିଚାର୍ଡଙ୍କ ବିବାଦୀୟ ଚୁମ୍ବନ: ଶିଳ୍ପାଙ୍କୁ ପୀଡିତା ଆଖ୍ୟା ଦେଲେ ମୁମ୍ବାଇ କୋର୍ଟ

ମୁମ୍ବାଇ: ୨୦୦୭ରେ ହଲିଉଡ ଅଭିନେତା ରିଚାର୍ଡ ଗେରେ ଏକ ଏଡସ ସଚେତନତା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବଳପୂର୍ବକ ଚୁମ୍ବନ ଦେଇଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇଥିଲା । ଦେଶବ୍ୟାପି ଏହାକୁ ବିରୋଧ କରାଯାଇଥିଲା । ଶିଳ୍ପା କାହିଁକି ବିରୋଧ କଲେ…