Latest Odisha News

BREAKING NEWS

Yearly Archives

2022

ଦୈନିକ କରୋନା ମାମଲାରେ ବିଶ୍ବ ରେକର୍ଡ ଭାଙ୍ଗିଲା ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ବରେ କାୟା ମେଲାଇ ଚାଲିଛି ଓମିକ୍ରନ୍‌। ଏହାରି ଭିତରେ ଦୈନିକ ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଆମେରିକା। ସୋମବାର ଦିନ ୧.୧୩ ନିୟୁତ ନୂଆ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ମାମଲା ବିଶ୍ବର ସବୁ ଦେଶ ତୁଳନାର ସର୍ବାଧିକ।…

ଆଜି ବାଜିବ ପଞ୍ଚାୟତ ନିର୍ବାଚନୀ ବିଗୁଲ, ଘୋଷଣା ହୋଇପାରେ ତାରିଖ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିବ ବିଗୁଲ୍ । ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ରାଜ୍ୟ ନିର୍ବାଚନ କମିଶନର ଆଜି ପ୍ରେସମିଟ୍ ଡାକିଛନ୍ତି । ଦିନ ସାଢ଼େ ୧୧ଟାରେ ପ୍ରେସମିଟ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଏଥିରେ ନିର୍ବାଚନ…

ଆଜିଠୁ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ

ସମ୍ୱଲପୁର: କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି କଟକଣା । ଆଜିଙ୍କୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । କରୋନା ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୧ ତାରିଖ ଯାଏ ସମଲେଶ୍ୱରୀଙ୍କ…

ପରଲୋକରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱର ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ କୃଷ୍ଣଚନ୍ଦ୍ର ମାଝୀ । ଗତକାରି ରାତିରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ…

ଆଦିବାସୀଙ୍କ ଶୁଲିଆ ଯାତ୍ରା: ରକ୍ତରଂଜିତ ହେଲା ସାନଖଳା ଓ ବଡ଼ଖଳା

ବଲାଙ୍ଗୀର: ପୁଣି ରକ୍ତରଂଜିତ ହୋଇଛି ସାନଖଳା ଓ ବଡ଼ଖଳା । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି । ଏଠାରେ ଭୋରରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମାପନ ହୋଇଛି। ଆଦିବାସୀଙ୍କ ଶୁଲିଆ ଯାତ୍ରାରେ ଭୋର ସମୟରେ…

ଧାରାବାହିକ ଉପନ୍ୟାସ : ଦେବୀ (୪୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୦  ବାହାରେ ଲାଗିଲାଣି ଆଲୁଅର ମହୋତ୍ସବ। ଘାସ ମଥାରେ ସଞ୍ଚିତ ବିଶ୍ୱାସ ମୁଣ୍ଡରେ ବୋହିଲେଣି ଏକ ସୂର୍ଯ୍ୟ। ଖୁସିହେବାର ଘୋଷଣାରତ ପକ୍ଷୀମାନେ ଏକ ଅନିଶ୍ଚିତ ମାତ୍ର ବିଶ୍ୱାସଯୋଗ୍ୟ ପଥ ଲଙ୍ଘିବା ଦିଗରେ।ଏ କ ମଶାଣୀଆ ନିରବତା ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୫୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଗୁଣ ଆମେ ଆଲୋଚନା କରିସାରିଲେଣି। ଆଜି ତାଙ୍କର ବିଶେଷ ଗୁଣ ଯେଉଁଥିପାଇଁ ସେ ସମସ୍ତଙ୍କ ପ୍ରିୟ ତାହା ବର୍ଣ୍ଣନା କରିବା । ଭାବଗ୍ରାହୀ- ଓଡ଼ିଆର…

ସ୍ୱଳ୍ପ ଗଳ୍ପ : ଏକ ମୃତ୍ୟୁଦଣ୍ଡ ଏହିପରି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ 'ସ୍ୱଳ୍ପ ଗଳ୍ପ' ଭାଗ : ୩ ପ୍ରାଚୀନ ସଭ୍ୟତା ବିଶେଷ ଭାବରେ ଗ୍ରୀସ୍ ଆଉ ରୋମ୍ ସଭ୍ୟତାରେ ମୃତ୍ୟୁଦଣ୍ଡ ଆଦେଶର ପାଳନବିଧିକୁ ଅନୁଧ୍ୟାନ କଲେ ଦେଖାଯିବ ଯେ ତାହା ସେହି ସମୟ ର ସମାଜର ବର୍ଗ ବିଶେଷ ଅନୁସାରେ ଭିନ୍ନ ଭିନ୍ନ ପ୍ରକାରର ଥିଲା । ସମାଜର ଉଚ୍ଚବର୍ଗ…

ସନେଟ : ଆମ ବନ୍ଧୁତା

ରଞ୍ଜିତା ରାଣୀ ହୋତା ମନେ ଅଛି ସେଇ ଚିଠିଟି କେବଳ , ମନେ ନାହିଁ ସେଇ ତିଥି ମଞ୍ଜୁଳ ଆମ ବନ୍ଧୁତା ଯେବେ ତୋଳିଲା ପ୍ରଥମ ଗୀତି। ଚିର ପାବନ ସେ ସମ୍ପର୍କ ଆଜି କାଳ ଘୁର୍ଣ୍ଣନେ ଗଡ଼ି, ଜୀବନ ସାଗରେ ବତୀ ଘରଟିଏ ସତେକି ଦେଇଛି ଗଢ଼ି। ଠିଆ ହୋଇନି ମୁଁ ପାରୁଶେ ତୁମରି ହସ ଲୁହ ଝରା କାଳେ…

ପଶ୍ଚିମବଙ୍ଗରୁ ୬୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଏସଟିଏଫର ଚଢ଼ାଉ ବେଳେ ବଡ଼ ସଫଳତା । ଚଢ଼ାଉ ବେଳେ ଜବତ ହୋଇଛି ୬୫ କୋଟି ଟଙ୍କାର ବ୍ରାଉନସୁଗାର । ଏହାସହ ନଗଦ ୨୦ ଲକ୍ଷ ଟଙ୍କା ସହ ୬ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଥିବା ଜଣାପଡିଛି । ସେହିପରି…