‘ଅର୍ଚ୍ଚନା ନାଗ ଭଳି ଅଯଥା ପ୍ରସଙ୍ଗ ଉଠାଇ ବିଧାନସଭାର ସମୟ ନଷ୍ଟ କରୁଛନ୍ତି ବିରୋଧୀ’
ଭୁବନେଶ୍ୱର: ମାଳ ମାଳ ନେତା ସରକାରୀ ଅଫିସର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବୁଡି ରହିଛନ୍ତି। ଆଉ ଇଡିର ତଦନ୍ତ ଦେଖି ଏବେ ଅନେକ ବଡ ବଡିଆ ଛାନିଆ ହୋଇଛନ୍ତି। ଏହାରି ଭିତରେ ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଛି।
ଆର୍ଥିକ…