Latest Odisha News

BREAKING NEWS

Yearly Archives

2022

ଲଣ୍ଡନରେ ‘ବର୍ଷା’ କହି କାହିଁକି ହାତ ଯୋଡ଼ିଲେ ଅନୁଭବ

ଭୁବନେଶ୍ୱର: ‘ବର୍ଷା’ଙ୍କ ପାଇଁ ଅନୁଭବଙ୍କ ପାରିବାରିକ ଜୀବନରେ ବହୁ ଝଡ଼ ଆସିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ଷା, ଶାଶୂ ଘର ଛାଡ଼ି ବାହାରେ ରହିବା ପରେ ଏବେ ଆଶ୍ୱସ୍ତ ଅନୁଭବଙ୍କ ପରିବାର । ପାରିବାରିକ ବିବାଦରୁ ଟିକେ ଆଶ୍ୱସ୍ତି ମିଳିବା ପରେ ବହୁଦିନ ଧରି ସୁଟିଂ ସେଟରୁ ଦୂରେଇ ରହିଥିବା…

ପଲିଗ୍ରାଫ୍ ଟେଷ୍ଟରେ ଅଫତାବ ମାନିବ କି ନିଜ ଦୋଷ ?

ନୂଆଦିଲ୍ଲୀ: ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ପ୍ରେମିକ ଆଫତାବର ପିଲିଗ୍ରାଫ ଟେଷ୍ଟ ଚାଲିଛି । ରୋହିଣୀ ସେକ୍ଟର-14 ସ୍ଥିତ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀରେ ଆଫତାବର ପଲିଗ୍ରାଫିକ୍ ଟେଷ୍ଟ କରାଯାଉଛି । କୋର୍ଟଙ୍କ ନିର୍ଦେଶ ଏବଂ ଅଫତାବ ସହମତି ପ୍ରକାଶ କରିବା ପରେ ଏହି ପରୀକ୍ଷା ଆରମ୍ଭ…

ଷ୍ଟିଲ୍ ସିଟିରେ ସେକ୍ସ ରାକେଟ୍ ଠାବ, ବନ୍ଧା ହେଲା ରାଣୀ ମହୁମାଛି

ରାଉରକେଲା: ଷ୍ଟିଲ୍ ସିଟିର ଛାତି ଉପରେ ବେଧଡ଼କ ଦେହ ବ୍ୟବସାୟ । ଦିନ ଦ୍ୱିପହରରେ ଚାଲିଥିଲା ସେକ୍ସ ରାକେଟ । ମଙ୍ଗଳବାର ପୋଲିସ ସହ ସ୍ପେଶାଲ୍ ସ୍କ୍ୱାଡ୍ ଛେଣ୍ଡ ଥାନା ଅଞ୍ଚଳର ଏକ ଘରେ ରେଡ୍ କରି ଏକ ସେକ୍ସ ରାକେଟକୁ ଧରିବାରେ ସଫଳ ହୋଇଛି । ରାଉରକେଲା ସହରର ଛେଣ୍ଡ କଲୋନୀର ଏହି ବିଲ୍ଡିଂର…

ଡ୍ରଗ୍ସ ପାଇଁ ୧୦ ଦିନରେ ୧୨ ଜଣଙ୍କ ମୁଣ୍ଡ କାଟିଲା ସାଉଦି ସରକାର

ରିୟାଦ: କଠୋର ଦଣ୍ଡାଦେଶ ନେଇ ସାଇଦି ଆରବର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏଥର ମଧ୍ୟ ସାଉଦି ଆରବ ସରକାର ଅପରାଧୀ କୁ କଠୋର ଦଣ୍ଡ ଦେଇଛନ୍ତି । ସେ ପୁଣି ଏମିତି ସେମିତି ଦଣ୍ଡ ନୁହେଁ, ଦିଆଯାଇଛି ମୃତ୍ୟୁ ଦଣ୍ଡ । ୧୦ ଦିନ ମଧ୍ୟରେ ୧୨ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି । ୧୨ ଜଣଙ୍କର…

ରାଜସ୍ଥାନରେ ବୁରାଡି ଘଟଣାର ପୁନରାବୃତ୍ତି, ଗୋଟିଏ ଘରୁ ମିଳିଲା ୬ ମୃତେଦହ

ନୂଆଦିଲ୍ଲୀ:  ଦିଲ୍ଲୀର ବୁରାଡି କାଣ୍ଡ ଘଟଣା  ଶୁଣିଲା ଏବେ ବି ଦେହ ଶୀତେଇ ଉଠେ । ଆଖି ଆଗକୁ ଚାଲି ଆସେ ସେହି ୧୦ ଜଣଙ୍କ ମୁହଁ । ଗୋଟିଏ ଘରେ ଏକାଥରକେ ଫାସିରେ ଝୁଲୁଥିଲେ ୧୦ଜଣ । ଏହି ଘଟଣା ଦିନେ ପୁରା ଦେଶକୁ ଦୋହଲାଇ ଦେଇଥିଲା । ଆଜି ପୁଣି ଥରେ ସେହି ହୃଦୟଥରା ଘଟଣାର ପୁନରାବୃତ୍ତି…

ବିଶ୍ୱକପ ଫୁଟବଲରେ ବିପର୍ଯ୍ୟୟ: ଆର୍ଜେଂଟିନାକୁ ହରାଇଲା ସାଉଦି ଆରବ

ଦୋହା: ବିଶ୍ୱକପ ଫୁଟବଲରେ ଆଜି ବଡ ବିପର୍ଯ୍ୟୟ ଘଟିଛି । ଟାଇଟଲ ଦୌଡରେ ଫେଭରାଇଟ ବିବେଚନା କରାଯାଉଥିବା ଆର୍ଜେଂଟିନା ୧-୨ ଗୋଲରେ ସାଉଦି ଆରବଠାରୁ ହାରିଯାଇଛି । ଲିଓନେଲ ମେସ ପ୍ରଥମାର୍ଦ୍ଧରେ ଚମତ୍କାର ଗୋଲ କରିବା ପରେ ଏହି ମ୍ୟାଚକୁ ସହଜରେ ଜିତିନେବ ବୋଲି ଆଶା କରାଯାଉଥିଲା । ମାତ୍ର ଏହା…

ପାରାଦୀପ ବନ୍ଦରରେ ଆଇଏନଏସ ଘଡିଆଳ

ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଲା ଇଣ୍ଡିଆନ୍ ନାଭିର ଜାହାଜ । ବନ୍ଦରରେ ଲାଗିଛି ନାଭିର  ଆଇ ଏନ୍ ଏସ ଘଡ଼ିଆଳ । ଜାହାଜ ଭିତରେ ଚାଲିଛି ସ୍ୱାସ୍ଥ୍ୟ ମେଳା । ମହତ ଉଦ୍ଦେଶ୍ୟ ନେଇ ପାରାଦୀପକୁ ଆସିଛି ଆଇଏନଏସ ଘଡିଆଳ । ବନ୍ଦର ନଗରୀ ପାରାଦ୍ଵୀପରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ କନିଷ୍ଠ କିରାଣୀ ଅଜୟ ପାଣ୍ଡେ

ଝାରସୁଗୁଡ଼ା : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ  । ଝାରସୁଗୁଡା କୃଷି ବିଭାଗର କନିଷ୍ଠ କିରାଣୀ ଅଜୟ ପାଣ୍ଡେ  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l ସୂଚନା ଅନୁଯାୟୀ ଝାରସୁଗୁଡା କୃଷି ବିଭାଗ…

ତୃତୀୟ ଟି୨୦ ବର୍ଷା ଯୋଗୁ ଟାଏ, ୧-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆ

ନାପିୟର: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି୨୦ ବର୍ଷା ଯୋଗୁ ଅଧାରୁ ବାତିଲ ହୋଇଯାଇଛି । ଫଳରେ ଭାରତୀୟ କ୍ରିକେଟ ଟିମ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି । ଆଜି ଅନୁଷ୍ଠିତ ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଡେଭନ…

ସାନିଟାରୀ ପ୍ୟାଡ ବ୍ୟବହାର କଲେ ହୋଇପାରେ କ୍ୟାନ୍ସର ; ନୂଆ ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ଆପଣ ମାନେ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ସାନିଟାରୀ ପ୍ୟାଡ ବ୍ୟବହାର କରିବା ଦ୍ବାରା ହୋଇପାରେ କର୍କଟ ରୋଗ । ଏମିତିକି ବନ୍ଧ୍ୟାକରଣ ସମସ୍ୟା ମଧ୍ୟ ଦେଖା ଦେଇପାରେ ବୋଲି ନୂଆ ଅଧ୍ୟୟନରୁ ଜଣାପଡ଼ିଛି  । ପ୍ରତ୍ୟେକ…