ଅଷ୍ଟ୍ରେଲିଆଠାରୁ ପୁଣି ହାରିଲା ଇଂଲଣ୍ଡ
ସିଡନୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୨ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଆଗୁଆ ରହି ଆଗୁଆ ସିରିଜ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫୦ ଓଭରରେ ୮ ୱିକେଟ ହରାଇ ୨୮୦ ରନ କରିଥିଲା ।…