Latest Odisha News

BREAKING NEWS

Yearly Archives

2022

ମହାପ୍ରଭୁଙ୍କ ପୋଢ଼ୁଆ ଭାରରେ ନାନା ବ୍ୟଞ୍ଜନ

ପୁରୀ : ଆଜି ହେଉଛି ପ୍ରଥମାଷ୍ଟମୀ । ଚଳଚଞ୍ଚଳ ହେଉଛି ଶ୍ରୀମନ୍ଦିର  । ନୂଆ ପିନ୍ଧି ପୋଢୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ପାଇଁ ମାମୁଁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁଭାର । ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ…

ଜି-୨୦ ସମ୍ମିଳନୀ : ବାଲି ହେନ୍ତାଳ ବଣରେ ଚାରାରୋପଣ କଲେ ମୋଦୀ

ବାଲି: ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଗୋଟିଏ ପଟେ ପୋଲାଣ୍ଡରେ ରୁଷିଆ ମିଜାଇଲ ମାଡ଼କୁ ନେଇ ସମସ୍ତ ରାଷ୍ଟ୍ରମୁଖ୍ୟ ବ୍ୟସ୍ତବିବ୍ରତ ଅଛନ୍ତି । ଅନ୍ୟପଟେ ସମ୍ମିଳନୀର କାର୍ଯ୍ୟକ୍ରମ ଅନୁସାରେ ଓ୍ୱାର୍ଲ୍ଡ ଲିଡର ମାନେ ବାଲି ହେନ୍ତାଳ ବଣରେ ଚାରା ରୋପଣ କରିଛନ୍ତି । ଜି-୨୦…

ମୋଦି-ସୁନକ ସାକ୍ଷାତର ପ୍ରଭାବ: ଭାରତୀୟ ପ୍ରଫେସନାଲଙ୍କୁ ମିଳିବ ୩ହଜାର ଭିସା

ବାଲି: ଇଣ୍ଡୋନେସିଆରେ ବାଲିଠାରେ ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଶି ସୁନକ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲା । ଏହା ପରେ ଭାରତର ପ୍ରାୟ ୩ହଜାର ଚାକିରିଆ ଯୁବକ ଯୁବତୀଙ୍କ ପାଇଁ ନୂଆ ସୁଯୋଗ…

ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ, ପ୍ରାର୍ଥୀ ପାଇଁ ଦାଖଲ କଲେ ଦଲିଲ

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି । ଏନେଇ ସେ ନିଜର ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି। ଆମେରିକାର ରିପବ୍ଲିକାନ ନେତା ଟ୍ରମ୍ପଙ୍କ ଏହି ଘୋଷଣା ଦ୍ବାରା ପୁଣି ଡେମୋକ୍ରାଟ ଦଳର ନେତା ଜୋ…

ପୋଲାଣ୍ଡରେ ରୁଷିଆ ମିଜାଇଲ ମାଡ଼, ଜରୁରୀ ବୈଠକ ଡାକିଲେ ବାଇଡେନ୍

ଓ୍ୱାରସୋ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି । ୟୁକ୍ରେନ ସୀମା ପାର କରି ରୁଷିଆ ମିଜାଇଲ ପୋଲାଣ୍ଡରେ ମାଡ଼ ହୋଇଛି । ପୋଲାଣ୍ଡର ପ୍ରିଜିଓଡୋ ନାମକ ଏକ ଗାଁରେ ମିଜାଇଲ ପଡିବା ଫଳରେ ୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ତେଣୁ ପୋଲାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ: କିଏ ହାସଲ କରିବ ଚାଷୀଙ୍କ ସମର୍ଥନ ?

ବରଗଡ଼: ପଦ୍ମପୁର ଉପନିର୍ବାଚନ ନାମାଙ୍କନ ଦାଖଲ କରିବାକୁ ଆଜି ମଝିରେ ଗୋଟିଏ ଦିନ ରହିଲା । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷଦିନ ହୋଇଥିବା ବେଳେ ଏବେ ଯାଏଁ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି କୈାଣସି ପ୍ରାର୍ଥୀ। ନାମାଙ୍କନକୁ ନେଇ ବିଳମ୍ଭ କରିବାର କାରଣ ହେଉଛି ଚାଷୀଙ୍କ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏହା ଭିତରେ ଆଠ ଦଶ ବର୍ଷ ବିତିଯାଇଛି । ବର୍ତ୍ତମାନ ସୁରେଖାର ବର୍ତ୍ତମାନ ଆଉ ଭବିଷ୍ୟତ ଉଭୟ ସୁରକ୍ଷିତ । ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଦୁନିଆକୁ ଦେଖେଇ ଦେଇ ପାରିଚି ଯେ , ଆଜି ସମାଜରେ ତୃତୀୟ ଲିଙ୍ଗୀ ମଣିଷମାନେ ଆଉ କାହାର…

ଭାଷା ଭାଗବତ : ଲିପି ସଂଯୋଜନ ସୂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ° = ଙ୍‌ଞ୍‌ଣ୍‌ନ୍‌ମ୍‌ ° କଚଟତପ = ଙ୍କଞ୍ଚଣ୍ଟନ୍ତମ୍ପ ° ଖଛଠଥଫ = ଙ୍ଖଞ୍ଛଣ୍ଠନ୍ଥମ୍ଫ ° ଗଜଡଦବ = ଙ୍ଗଞ୍ଜଣ୍ଡନ୍ଦମ୍ବ ° ଘଝଢଧଭ = ଙ୍ଘଞ୍ଝଣ୍ଢନ୍ଧମ୍ଭ ଏ ଲିପି ସଂଯୋଜନ ସୂତ୍ର ଦେଖୁ ସ୍ବଭାଷୀଂକର ନେତ୍ର କରଂତୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢା ର କଳ୍ପବଟ ମୂଳରେ ପ୍ରଥମେ ଦର୍ଶନ କଲେ ଶ୍ରୀ ଗଣେଶଙ୍କୁ ବା ବଟ ଗଣେଶଙ୍କୁ।ସେହି କ୍ରମରେ ଆସନ୍ତୁ ଭେଟିବା ଶ୍ରୀ ବଟ ମଙ୍ଗଳାଙ୍କୁ ଭକ୍ତ କିନ୍ତୁ ଏହାଙ୍କୁ…

ଆଜି ପ୍ରଥମାଷ୍ଟମୀ: ଘରେ ଘରେ ଏଣ୍ଡୁରି ପିଠାର ମହକ

ଭୁବନେଶ୍ୱର : ଆଜି ପବିତ୍ର ପ୍ରଥମାଷ୍ଟମୀ । ପରିବାରର ପ୍ରଥମ ସନ୍ତାନଙ୍କ ପାଇଁ ଦିନଟିଏ । ଯାହାକୁ ପଢୁଆଁଷ୍ଟମୀ ବୋଲି ମଧ୍ୟ କୁହାଯାଏ । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ ହୁଏ । ଜ୍ୟେଷ୍ଠ ପୁତ୍ରଙ୍କୁ ଏହି ଦିନ ପୂଜା କରାଯାଏ । ଘରେ ଘରେ ପ୍ରଥମାଷ୍ଟମୀରେ ବଡ…