Latest Odisha News

BREAKING NEWS

Yearly Archives

2022

ଯାଜପୁରରେ ବିଜୟ ଉତ୍ସବ ପାଳିଲେ ବିଜେପି କର୍ମୀ  

ଧାମନଗର : ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ପରେ ଯାଜପୁରରେ ବିଜୟ ଉତ୍ସବ ପାଳିଲେ ବିଜେପି କର୍ମୀ । ବିଜେପିର ଯୁବ କର୍ମୀ ମାନେ ଏକତ୍ରିତ ହୋଇ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ। ସେହିପରି ଏହି ବିଜୟ ଉତ୍ସବରେ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ସଂଗ୍ରାମ ପାତ୍ର…

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ

ଭୁବନେଶ୍ୱର : ଇତିହାସର ପୁନରାବୃତ୍ତି କରି ନୂତନ ଓଡ଼ିଶା ଗଠନର ମୂଳଦୂଆ ପକାଇଛନ୍ତି ସ୍ୱାଭିମାନୀ ଧାମନଗରବାସୀ। ଏହା କହିଛନ୍ତି ସମୀର ମହାନ୍ତି। ଏନେଇ ବିଜେପି ଅଫିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟ ଲାଭ କରିବା ପରେ…

2024 ପୂର୍ବରୁ ପ୍ରି ଟେଷ୍ଟ ଫଳାଫଳ: ସାତରୁ ବିଜେପି ଜିତିଲା ଚାରି

ନୂଆଦିଲ୍ଲୀ:  6 ଟି ରାଜ୍ୟରେ 7 ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏହି ନିର୍ବାଚନ ଏକପ୍ରକାର ସମ୍ମାନ ପାଇଁ ଯୁଦ୍ଧ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶା, ବିହାର, ୟୁପି,ମହାରାଷ୍ଟ୍ର, ହରିୟାନା ଏବଂ ତେଲେଙ୍ଗାନାରେ ହୋଇଥିବା ନିର୍ବାଚନରେ କିଏ ଜିତିବ…

ଧାମନଗର: କିଏ ପାଇଲା କେତେ ଭୋଟ୍ ?

ଭଦ୍ରକ: ଧାମନଗର ଉପନିର୍ବାଚନ ଜିତିବା ସହ ଆସନ ବଜାୟ ରଖିଛି ବିଜେପି । ନଭେମ୍ବର ୩ ତାରିଖରେ ହୋଇଥିବା ଭୋଟିଂରେ ୬୮.୯୮ ପ୍ରତିଶତ ମତଦାନ ହୋଇଥିଲା । ଆଜି ଫଳାଫଳ ଆସିବା ସହ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୪୯.୦୯ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ…

ପାରା ବ୍ୟାଡମିଂଟନ: ସିଙ୍ଗଲ୍ସରେ ସ୍ୱର୍ଣ୍ଣ, ଡବଲ୍ସରେ ରୌପ୍ୟ ଜିତିଲେ ପ୍ରମୋଦ

ଭୁବନେଶ୍ୱର: ଜାପାନର ଟୋକିଓଠାରେ ଅନୁଷ୍ଠିତ ପାରା ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଏବଂ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ସିଙ୍ଗଲ୍ସ ଫାଇନାଲରେ ସେ ନିଜ…

ତିରୁପତି ମନ୍ଦିରର ସମ୍ପତି ଘୋଷଣା କଲା ଟ୍ରଷ୍ଟ

ଅମରାବତୀ: ତିରୁମାଲା ତିରୁପତି ଦେବସ୍ଥାନମସ ଟ୍ରଷ୍ଟ ପକ୍ଷରୁ ଆଜି ତିରୁପତି ମନ୍ଦିରର ସମ୍ପତି ଘୋଷଣା କରାଯାଇଛି । ଟିଟିଡି ପକ୍ଷରୁ ଘୋଷଣା କରାଯାଇଥିବା ସମ୍ପତି ତାଲିକାରେ ୧୦.୩ ଟନ ସୁନା ଏବଂ ୧୫,୯୩୮ କୋଟି ଟଙ୍କା କ୍ୟାଶ ରହିଛି । ସମସ୍ତ ସମ୍ପତି ହିସାବକୁ ନେଲେ ବର୍ତମାନ ମୂଲ୍ୟ ଅନୁସାରେ…

ଧାମନଗରରେ ବାଜିମାତ୍ କଲେ ସୂର୍ଯ୍ୟବଂଶୀ ସୂରଜ

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ସରିବା ଉପରେ  । ତେଣେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଭୋଟରେ ଆଗୁଆ ରହିଛନ୍ତି । ସୂର୍ଯ୍ୟଙ୍କୁ ୮୦,୩୫୧ ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ…

ତାମିଲନାଡୁର ୧୫ ଜଣ ମତ୍ସ୍ୟଜୀବୀ ଗିରଫ ସହ ୨ ବୋଟ ଜବତ କଲା ଶ୍ରୀଲଙ୍କା ନୌସେନା

ନୂଆଦିଲ୍ଲୀ : ମାଛ ଧରିବା ଅଭିଯୋଗରେ ୧୫ ଜଣ ମତ୍ସ୍ୟଜୀବୀ ଗିରଫ । ଗତକାଲି ସନ୍ଧ୍ୟାରେ ପ୍ରାୟ ୨୫୦୦ମତ୍ସ୍ୟଜୀବୀ ୪୦୦ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ। ଧନୁଷ୍କୋଡି ଏବଂ ଥାଲାମନାନାର ନିକଟରେ ମାଛ ଧରିବାବେଳେ ଶ୍ରୀଲଙ୍କା ନୌସେନା ପେଟ୍ରୋଲିଂ କରି ସେମାନଙ୍କୁ  ଧରିଥିଲେ । ସାମୁଦ୍ରିକ…

ଜିମ୍ବାୱେକୁ ୭୧ ରନରେ ହରାଇଲା ଭାରତ: ସେମିରେ ଇଂଲଣ୍ଡ ସହ ମୁକାବିଲା

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ସୁପର ୧୨ର ଶେଷ ମୁକାବିଲାରେ ଭାରତ ୭୧ ରନରେ ଜିମ୍ବାୱେକୁ ପରାସ୍ତ କରି ଟେବୁଲ ଟପର ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ୧୦ ନଭେମ୍ବରରେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ । ଏହାର ପୂର୍ବ ଦିନ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଉ ଏକ…

ଧାମନଗର : ବିଜୟ ଟିକା ପିନ୍ଧିବେ ସୂର୍ଯ୍ୟବଂଶୀ !

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ସରିବା ଉପରେ  । ତେଣେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ୧୭ ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୮୮୨୫ ଭୋଟରେ ଆଗୁଆ ରହିଛନ୍ତି । ସୂର୍ଯ୍ୟଙ୍କୁ ୭୫,୨୩୯ ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ…