ଇମ୍ରାନ୍ ଖାନଙ୍କୁ ଗୁଳି ମାରିଥିବା ଦୁର୍ବୃତ୍ତକୁ ହତ୍ୟା: ଏଏଫପି
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳି ଚଳାଇଥିବା ଆକ୍ରମଣକାରୀକୁ ହତ୍ୟା କରାଯାଇଛି। ଗୁଳି ମାରି ହତ୍ୟା କରାଯାଇଥିବା ସୂଚନା ରହିଛି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏଫପି ଏହି ରିପୋର୍ଟ ପ୍ରକାଶ କରିଛି। ତେବେ ଆଉ କିଛି ଖବର ପ୍ରକାଶ ପାଇଛି…