Latest Odisha News

BREAKING NEWS

Yearly Archives

2022

ରାଜଭବନରୁ ୩ଟି ଚନ୍ଦନ ଗଛ ଚୋରି  

ଭୁବନେଶ୍ବର : ରାଜଭବନ ପରିସରରୁ ୩ଟି ବୃହତ ଚନ୍ଦନ ଗଛ ଚୋରି ହୋଇଯାଇଛି। ଏହି ଗଛର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚୋରୀ କିପରି ହେଲା ତାହା ଏବେ ସନ୍ଦେହ ଘେରରେ। ଏନେଇ ରାଜଭବନର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ…

ଭୋଟ୍ ଦେଉଛି ଧାମନଗର; ସକାଳ ୯ ସୁଦ୍ଧା ୧୦.୨୫%

ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ଆଜି ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧…

ଗୁଜରାଟ, ହିମାଚଳ ନିର୍ବାଚନ ପୂର୍ବରୁ 6 ରାଜ୍ୟର 7 ବିଧାନସଭା ଆସନ ଉପରେ ନଜର

ନୂଆଦିଲ୍ଲୀ: ଦେଶର ଛଅଟି ରାଜ୍ୟରେ ସାତଟି  ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। ବିହାରର ମୋକାମା ଏବଂ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରି (ପୂର୍ବ), ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ଏବଂ ଓଡିଶାର ଧାମନଗରରେ ଏହି ଉପନିର୍ବାଚନ ଅନୁଷ୍ଠିତ…

ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମିଳିଲା X କ୍ୟାଟେଗରୀ ସିକ୍ୟୁରିଟି

ମୁମ୍ବାଇ : ବଲିଓଡ ତାରକା ସଲଖାନ୍‌ଙ୍କ ପରେ ଅମିତାଭ ବଚ୍ଚନଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ। ବିଗ୍‌ ବିଙ୍କୁ ମିଳିଲା ଏକ୍ସ ଶ୍ରେଣୀର ସୁରକ୍ଷା । ବଡ଼ ବଡ଼ ସେଲିବ୍ରିଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇ ସରକାର ଏବଂ ରାଜ୍ୟ ସରକାର ସୁରକ୍ଷା ବଢ଼ାଉଛନ୍ତି । ସଲମାନ ଖାନଙ୍କୁ…

ଆଶାର କିରଣ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ମୋବାଇଲ୍ ସ୍କ୍ରିନରେ ପ୍ରତିଫଳିତ ହେଉଥିବା ୟୁ ପି ଏସ୍ ସି ପରୀକ୍ଷା ଫଳକୁ ତନ୍ନ ତନ୍ନ କରି ଆଉଥରେ ଆଖି ବୁଲାଇ ଆଣିଲା ଆଶା। ହଠାତ୍ ତା’ର ଆଖି ଅଟକିଗଲା ଗୋଟିଏ ନମ୍ବର ଉପରେ । ସେଇଟିକୁ ଜୁମ୍ କରି ଆଉଥରେ ପଢିଲା ପରେ ମନକୁ ମନ ଗୁଣୁଗୁଣେଇଲା ଏବଂ ଖଟ…

୬୬ ବୟସର ବ୍ୟକ୍ତି ୮୭ ଥର କରିଛନ୍ତି ବିବାହ, ଏହି ବିବାହ ପଛର କାରଣ କଣ ?

ନୂଆଦିଲ୍ଲୀ : ୮୮ତମ ବିବାହ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି । ଏଭଳି ଅଦ୍‌ଭୁତ ଘଟଣା ଇଣ୍ଡୋନେସିଆ ଅନ୍ତର୍ଗତ ପଶ୍ଚିମ ଜାଭା ଅଞ୍ଚଳରେ ଥିବା ମାଜାଲେଙ୍ଗକା ଗାଁର ବୋଲି ଜଣାପଡ଼ିଛି । ସେହି ବ୍ୟକ୍ତି ଜଣଙ୍କ ନାଁ ହେଉଛି କାନ୍‌ । ପେସାରେ ସେ ଜଣେ ଚାଷୀ । ତାଙ୍କ ଗାଁରେ ସେ ଏକାକୀ ବସବାସ…

ଅନୁବାଦ କବିତା : ବିରହ

ମୂଳ ରଚନା: ବୁଦ୍ଧଦେବ ବସୁ  ଭ୍ରମର, ଏ ଭ୍ରମର ଏତେ ଗୁଣୁ ଗୁଣୁ କାହିଁକି କରୁଛ ! ଘର ଭିତରେ ସଙ୍ଗୀତର ନିଆଁ ଲଗେଇ ଦେଉଛ ଭଗବାନ କରନ୍ତୁ ତୋ ଅଳି ନହେଉ ବ୍ୟର୍ଥ । ଭ୍ରମର, ଏ ଭ୍ରମର ତୁ ଟିକେ ତୋ ରାଗିଣୀ ବନ୍ଦ କର ମୋ ଛାତି ଭିତରେ ବାଜି ଉଠୁଛି ଆଉ ଜଣଙ୍କର ସ୍ଵର, ତୋ ପରି ସେ ବି…

ବିଜେବିରେ ଆରମ୍ଭ ହେବ ୫ବର୍ଷିୟା ବିବିଏ ଏଲ୍‌ଏଲ୍‌ବି ପାଠ୍ୟକ୍ରମ

ଭୁବନେଶ୍ୱର : ୨୦୨୨-୨୩ ଶିକ୍ଷାବର୍ଷରୁ ବିଜେବି କଲେଜରେ ପିପିପି ମୋଡରେ ନୂଆ ସେଲ୍ଫଫାଇନନ୍ସିଂ ପାଠ୍ୟକ୍ରମ ଆରମ୍ଭ ହେବ । ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ପିପିପି ମୋଡରେ ବିଜେବି କଲେଜ ଏବଂ ୟୁଥ ଅର୍ଗାନାଇଜେସନ୍…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସେଦିନଠାରୁ ଆଜି ଯାଏ ପୁରା ବ୍ୟସ୍ତ ଭିତରେ ଥିଲି । କାମର ଚାପାରେ ଭାବିଲି ମୋତେ ନେଇ କେତେ କଣ ଭାବୁଥିବେ , କାଳେ ମୁଁ ମିଛ କହୁନଥିବି ବୋଲି କିଏ ଜାଣିଲା । ଆଜି ଟିକେ ଫ୍ରି ହୋଇ ତୁମ ପାଖକୁ ଏସବୁ ପଠେଇଲି । ଜାଣେ ଏସବୁ…

ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି ହେବେ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର : ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ(ଫିକି)  ମୁମ୍ବାଇଠାରେ ଅନୁଷ୍ଠିତ ଏହାର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କୁ ପରବର୍ତ୍ତୀ ସଭାପତି ଭାବେ ଘୋଷଣା କରିଛି । ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ…