Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ : ଭାଷାର ବିକାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରାଚୀନ ଗ୍ରଂଥକୁ ଆଶ୍ରୟୀ ସ୍ବମତ ପ୍ରଚାର କରଇ ଏପରି ଦ୍ବିରୂପୀ ଲେଖକ ଗ୍ରଂଥପାଠୀଂକୁ ମଣେ ମୂର୍ଖ ପାଠକ ଯଦି ହୁଏ ହେୟ ସାହିତ୍ଯ ଲଭେନି ବିଜୟ ହୁଏ ଅଧିକ ଅବକ୍ଷୟ ମନରେ ଜାତ କରେ ଭୟ ଲେଖକ ପାଠକ ଉଭୟ…

ମୋହ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମୋହର ଅନ୍ୟ ନାମ ଅଜ୍ଞତା । ସଂସାରରେ ଅନେକ ଲୋକ ମୋହରେ ଅନ୍ଧପୁଟୁଳି ବାନ୍ଧିଦିଅନ୍ତି । ଯେପରି ବିଜୁଳିକୁ ଛୁଇଁବା ଦ୍ବାରା ଆଘାତ ଲାଗେ ବା ଦୂରକୁ ଫିଙ୍ଗି ଦିଏ । ସେହିପରି ମୋହ ହେତୁ କ୍ରୋଧ ତାକୁ ହତ୍ୟା କରେ ଏବଂ ଅନ୍ୟଟି ନିରାଶା…

ବିଗିଡ଼ିଲା ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା

ମସ୍କୋ: ପୁଣି ଥରେ ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଗଲା । ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଅସୁସ୍ଥ ହୋଇପଡ଼ିଛନ୍ତି । ପୂର୍ବରୁ ସେ କ୍ୟାନସର୍‌ରେ ପୀଡିତ ଥିବା ନେଇ ଖବର ସାମ୍ନାକୁ ଆସିଥିଲା । ବ୍ରିଟିଶ୍‌ ଗଣମାଧ୍ୟମ ‘ବ୍ରିଟେନ…

ଧାମନଗର ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ଲମ୍ବା ଧାଡିରେ ଭୋଟର ଦେଉଛନ୍ତି ଭୋଟ

ଧାମନଗର:  ଧାମନଗର ଉପନିର୍ବାଚନ ଭୋଟିଂ  ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି । ଭୋଟର ମାନେ ସକାଳୁ ସକାଳୁ ଲମ୍ବା ଲାଇନ ଲଗାଇ ଭୋଟିଂ କରୁଛନ୍ତି ।  ସଂଧ୍ୟା ୬ଟା ଯାଏଁ ହେବ ମତଦାନ ହେବାକୁ ଥିବାବେଳେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଥିବା ଦେଖିବାକୁ ମିଳୁଛି । ମୁକ୍ତ ଓ ଅବାଧ ଭୋଟ୍ ଗ୍ରହଣ ପାଇଁ…

ବ୍ରହ୍ମପୁରର ୩ଟି ହୋଟେଲ ସିଲ୍‌‌ ସହ ୧୨ଟି ପ୍ରତିଷ୍ଠାନରୁ ୯୨ହଜାର ଜରିମାନା ଆଦାୟ

ବ୍ରହ୍ମପୁର: ବ୍ରହ୍ମପୁରର ସହରର ଜଣାଶୁଣା ହୋଟେଲ୍‌‌ ଏବଂ ଅଳଙ୍କାର ଦୋକାନ ଉପରେ ବୁଧବାର ବଡ଼ ଧରଣର ଚଢ଼ଉ ହୋଇଛି। ଏଥିରୁ ୨ଟି ହୋଟେଲକୁ ସିଲ୍‌‌ କରିଦିଆଯିବା ସହିତ ମୋଟ ୧୨ଟି ବ୍ୟବସାୟିକ ପ୍ରତିଷ୍ଠାନରୁ ୯୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଖାଦ୍ୟରେ ରସାୟନିକ ରଙ୍ଗ ମିଶ୍ରଣ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାଇଶି ପାହାଚରେ ପାଦ ଦେଉ ଦେଉ ଶ୍ରଦ୍ଧାଳୁଟିଏ ଆତ୍ମ ବିଭୋର ହେଉଛି ତାର ଆରାଧ୍ୟଙ୍କ ଦର୍ଶନ ଚିନ୍ତାରେ। ସେତେବେଳେ ସେ ପାର୍ଥିବ ବାଇଶି ପାହାଚକୁ ଅଣଦେଖା କରି…

ମାଗଣାରେ ସାନିଟାରୀ ପ୍ୟାଡ ବାଣ୍ଟିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ପଢୁଥିବା ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଉ। ଏପରି ଏକ ଆବେଦନ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ଗରିବ ଶ୍ରେଣୀରୁ ଆସୁଥିବା ୧୧ ରୁ ୧୮ ବର୍ଷ ବୟସର କିଶୋର…

କବିତା : ଆଖି ମୋ ସାକ୍ଷୀ

ରାଜ କିଶୋର ନାୟକ  ମୋ ମନ ଆକାଶେ ବନ୍ଧ୍ୟା ତାରା ତୁମେ ଉଜୁଡା ନୀଡର ପକ୍ଷୀ ଫଟା ବଇଁଶୀର ବେସୁରା ରାଗିଣୀ ସାକ୍ଷୀ ମୋ ଦୁଇଟି ଆଖି ।। ଦଦରା ନାଆରେ ଦରୋଟି ନାଉରୀ ତୁମେ ମୋତେ କରିଦେଲ ଉନ୍ମାଦନା ଥିଲା ମନ ଶରୀରରେ ବିଜନତା ଭରିଦେଲ । କଳ କଳ ମନ ଝରଣା ଶୁଖାଇବାକୁ ସାଥି କଲ…

ମନ୍ତ୍ରୀ ରାଜା ସ୍ୱାଇଁଙ୍କ ପୁତୁରାଙ୍କ ଜାମିନ୍ ଖାରଜ, ୩୦ରୁ ଜେଲରେ କଟୁଛି ଦିନ

କଟକ: ବିଚ ରାସ୍ତାରେ ବସର ଦୁଇ କର୍ମଚାରୀଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତୁରା ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁଙ୍କ ଜାମିନ୍ ଆବେଦନ ଖାରଜ। କଟକର ଜେଏମଏଫସି କୋର୍ଟ ବୁଧବାର ଜାମିନ ଆବେଦନ ଖାରଜ କରିଦେଇଛନ୍ତି।…

ଫେକ୍ ଅଡିଓ ଜାରି କରି ବିଜେଡି ହିଂସାକୁ ଉସକାଉଛି: ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବାର କେଇ ଘଣ୍ଟା ପୂର୍ବରୁ ଶାସକ ଦଳ ଏକ ପେନ୍ ଡ୍ରାଇଭରେ ରାଜ୍ୟ ବିଜେପି କର୍ମୀଙ୍କ ଏକ ଭିଡିଓ ଜାରି କରି ବିଜେପିକୁ ଟାର୍ଗେଟ୍ କରିଥିଲା। ସେହିପରି ବିଜେପି ମଧ୍ୟ ଏକ ଅଡିଓ କ୍ଲିପ ଜାରି କରି ବିଜେଡି ବିରୋଧରେ ବର୍ଷିଛି। ରାଜ୍ଯ ନିର୍ବାଚନ…