Latest Odisha News

BREAKING NEWS

Yearly Archives

2022

ବିଜେପିକୁ କେଜରିଓ୍ୱାଲଙ୍କ ନିଶାନା; ଗୁଜରାଟରେ ତୁଚ୍ଛ ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଯୋଗକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ହେଲେ ଗୁଜରାଟରେ ସରକାର ଯୋଗ କ୍ଲାସ ବନ୍ଦ କରିଦେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି କେଜରିଓ୍ୱାଲ । ବିଜେପିକୁ କରିଛନ୍ତି ସିଧା ଟାର୍ଗେଟ୍ । କହିଛନ୍ତି, ଗୁଜରାଟରେ ଆପ୍ ସରକାର ଗଠନ ହେଲେ…

ଅଜଣା ରୋଗରେ ପୀଡ଼ିତ ଘରର ମୁଖ୍ୟ, ଛଅ ପ୍ରାଣୀ କୁଟୁମ୍ବକୁ ପୋଷିବେ କିପରି ?

ତାଳଚେର : ଅଜଣା ରୋଗରେ ରୋଗାକ୍ରାନ୍ତ ହୋଇ ଘରେ ପଡ଼ିରହିଛନ୍ତି ପଦିଆ ମହାପାତ୍ର । ଏପରି ଦୁଃଖଦ ଘଟଣା ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ତାଳବେଡା ଗାଁରେ ଦେଖିବାକୁ ମିଳିଛି । ପଦିଆ ମହାପାତ୍ର ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ପୋଷନ୍ତି । ହେଲେ ତାଙ୍କର ସେହି ସୁଖ…

ବରଗଡ ଗୋଟିଏ ପରିବାର ନିଶ୍ଚିହ୍ନ ଘଟଣାର ଭିତିରି କଥା!

ବରଗଡ଼: ଭେଡେନ ଥାନା ଅନ୍ତର୍ଗଚ ଜାଣ୍ଡୋଲ ଗାଁରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ ଦେହ ଉଦ୍ଧାର ହେବ ସମସ୍ତଙ୍କୁ ହତବାକ କରିଛି। ୩-୪ ଦିନ ପରେ ପରେ ମୃତ ଦେହ ଉଦ୍ଧାର ହେବା ପରେ ଏହା  ଆତ୍ମହତ୍ୟା ନା ହତ୍ୟା ସେ ନେଇ ସସପେନ୍ସ ଜାରି ରହିଛି। ହେଲେ ପୋଲିସ ତଦନ୍ତ କରି ପ୍ରାଥମିକ ଭାବେ ଯେଉଁ…

ସ୍ୱଳ୍ପ ଗଳ୍ପ : ଆଦ୍ୟ ନଭେମ୍ବର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୧ ସନ ଆଉ ତାରିଖ,ଏଇ ଦୁଇଟି ଇତିହାସର ମୌଳିକ ଅଙ୍ଗ। ସନ ଆଉ ତାରିଖ ଆମକୁ ଗୋଟିଏ ଘଟଣାର କଥା କହିଥାଏ, ଯେଉଁ ଘଟଣା ଗୋଟିଏ ବ୍ୟାପକ ଭୌଗଳିକ ଅଞ୍ଚଳକୁ ବହୁଳ ଭାବରେ ପ୍ରଭାବିତ କରିପାରିଥିବା ଭଳି ସାମର୍ଥ୍ୟ ରଖିଥାଏ ଏବଂ ତାହାର…

ଯୀଶୁ ଜଣେ ହିନ୍ଦୁ, ୩ ବର୍ଷ ସେ ପୁରୀରେ କଟାଇଥିଲେ: ଶଙ୍କରାଚାର୍ଯ୍ୟ

ରାୟପୁର: ଖ୍ରୀଷ୍ଟ ସମ୍ପ୍ରଦାୟର ଭଗବାନ ଯୀଶୁ ଜଣେ ହିନ୍ଦୁ । ସେ ପୁରୀରେ ତିନି ବର୍ଷ କଟାଇଥିଲେ। ପୁରୀ ଗୋବର୍ଦ୍ଧନ ପୀଠର ମୁଖ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏପରି କହିଛନ୍ତି। ଯାହା ବିବାଦୀୟ ହୋଇପଡ଼ିଛି। ଛତିଶଗଡ ରାଜଧାନୀ ରାୟପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଶ୍ଚଳାନନ୍ଦ…

ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ ଧରିଲେ ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଠାବ ହୋଇଛି ସେକ୍ସ ରାକେଟ୍‌। ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ନିଜେ ଚଢ଼ଉ କରି ସେକ୍ସ ରାକେଟ୍‌କୁ ଧରିଛନ୍ତି। ନିଜେ ଗ୍ରାହାକ ବେଶରେ ଯାଇ ରାକେଟ୍‌ ଧରିଥିଲେ। ପୋଲିସ ଘଟଣାସ୍ଥଳରୁ ୧୦ଜଣ ଗ୍ରାହାକ ଏବଂ ୪ଜଣ ଯୁବତୀଙ୍କୁ ଥାନାକୁ ଆଣି ପଚରାଉଚରା…

କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ । ୧୯ କେଜି ବିଶିଷ୍ଟ ସିଲିଣ୍ଡର ଶସ୍ତା ହେଲା । ସିଲିଣ୍ଡର ପିଛା ୧୧୫ଟଙ୍କା ୫୦ ପଇସା କମିଲା । ଆଜିଠାରୁ ଏହି ଦର ଲାଗୁ ହୋଇଛି ।  ଏହାକୁ ମିଶାଇ ଲଗାତାର ୫ ମାସ ଧରି ଏଲପିଜି ସିଲିଣ୍ଡର ମୂଲ୍ୟ କମିଲାଣି । ତୈଳ କମ୍ପାନୀ ଗୁଡିକ…

ହିତାଧିକାରୀଙ୍କ ନାଁରେ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ଖାଉଛି କିଏ ?

ବୌଦ୍ଧ : ଭୂତ ଖାଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା । ଆଜ୍ଞା ହଁ ଏଠାରେ ସତସତିକା ଭୂତ ଖାଉନି କିନ୍ତୁ ହିତାଧିକାରୀଙ୍କ ନାଁରେ ଆସିଥିବା ଆବାସ ଯୋଜନାର ଟଙ୍କା ଅନ୍ୟ କିଏ ଖାଉଥିବାର ନଜିର ରହିଛି । ଏହି ଦୃଶ୍ୟଟି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଗାଁ ରେ ଦେଖିବାକୁ…

ଡିଜିଟାଲ୍ ଟଙ୍କା କ’ଣ ? ଆପଣ କେମିତି କରିବେ ବ୍ୟବହାର…

ନୂଆଦିଲ୍ଲୀ: ପକେଟରେ ଟଙ୍କା ଧରି ବୁଲିବାକୁ ଅନେକ ପସନ୍ଦ କରି ନଥାନ୍ତି । ଆଉ ଅନେକ ସମୟରେ ଟଙ୍କା ଚୋରିର ଆଶଙ୍କା ଥାଏ । ତେବେ ଏସବୁ ଝାମେଲାରୁ ଆପଣ ମୁକ୍ତି ପାଇ ପାରିବେ । ପରୀକ୍ଷାମୂଳକ ଭାବେ ଆଜିଠୁ ଆରବିଆଇ ଡିଜିଟାଲ ଟଙ୍କା ଲଞ୍ଚ କରୁଛି । ତେବେ, ଆସନ୍ତୁ ଜାଣିବା ଡିଜିଟାଲ କରେନ୍ସି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଡୋର୍ ଖୋଲି ଦେଖେତ ଆସ୍ଥା , ସମ୍ଭବ ଦୁଆର ମୁହଁରେ । ଦଶ ବାର ଦିନର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । ଖୁସିରେ ତା ପାଦ ତଳେ ଲାଗୁନି । ହେଲେ ସମ୍ଭବଏମିତି ଧୂଳି ମଳି ଠାଏ ଠାଏ କାଦୁଅ ଛିଟା !! କଣ କଥା କିଛି ବୁଝି ପାରୁନି…