Latest Odisha News

BREAKING NEWS

Yearly Archives

2022

ଲୋୟର ଇନ୍ଦ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ବିସ୍ଥାପିତ

ନୂଆପଡ଼ା : ଲୋୟର ଇନ୍ଦ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ କଲେ ବିସ୍ଥାପିତ। ନୂଆପଡା ଜିଲ୍ଲାର ପ୍ରମୁଖ ଜଳସେଚନ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ।ଏହି ଡ୍ୟାମ ତିଆରିରେ ଶହଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ବିସ୍ଥାପିତ ପରିବାର ଏଯାଏ …

ଇରାନ ଆଥଲେଟ ଏଲନାଜଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ତେହେରାନ: ଇରାନ ଆଥଲେଟ ଏଲନାଜ ରେକାବିକ ବୁଧବାର ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ ରକ କ୍ଲାଇମ୍ବିଂ ଚାମ୍ପିୟନଶପରେ ବିନା ହିଜାବରେ ସେ ଅଂଶଗ୍ରହଣ କରିଥିଲେ । ଏହା ପରେ ହଠାତ ତାଙ୍କର ଖୋଜ ଖବର ମିଳି ନ ଥିଲା । ଇରାନ ସରକାର ତାଙ୍କୁ ଅଟକ ରଖିଥିବା ନେଇ…

ବାତ୍ୟା ଆଳରେ ଖାଦ୍ୟ ସାମଗ୍ରୀ ଅଭାବ ସୃଷ୍ଟି କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପାଣିପାଗ ବିଭାଗ ବାତ୍ୟା ଆକଳନ କରିଥିବା ବେଳେ ସ୍ପଷ୍ଟ ସୂଚନା ଆସି ନାହିଁ । କିନ୍ତୁ ବାତ୍ୟା ପୂର୍ବରୁ ବଜାରରେ ଗହଳି ଦେଖିବାକୁ ମିଳିଲାଣି । ଲୋକେ ଆଳୁ, ପିଆଜ ସହ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ମହଜୁଦ୍ କରିବାରେ ଲାଗି ପଡ଼ିଛନ୍ତି । ଏଭଳି ସ୍ଥିତିରେ ଖାଦ୍ୟ ସାମଗ୍ରୀ ଯେଭଳି…

କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଲ୍ଲିକାର୍ଜୁନ୍ ଖଡ଼଼ଗେ, ଥରୁରଙ୍କୁ ମିଳିଲା ମାତ୍ର ହଜାରେ ଭୋଟ୍

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ୍ ଖଡ଼ଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ୧୭ ତାରିଖରେ ହୋଇଥିବା ମତଦାନରେ ବାଜି ମାରିଛନ୍ତି ଖଡ଼ଗେ । ତାଙ୍କୁ ୭ ହଜାର ୮୯୭ ଭୋଟ୍ ମିଳିଥିବା ବେଳେ ଶଶୀ ଥରୁରଙ୍କୁ ମିଳିଛି ପ୍ରାୟ ୧ ହଜାର ୭୨ ଭୋଟ୍ । ୪୧୬ଟି ଭୋଟ୍ ନାକଚ୍ ହୋଇଥିବା ଜଣାପଡ଼ିଛି ।…

ରେଲୱେ ରନିଙ୍ଗ ରୁମ କର୍ମଚାରୀ ମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ପାରାଦୀପ : ଠିକା ସଂସ୍ଥାର ମନମାନିରେ ଅସନ୍ତୁଷ୍ଟ ହୋଇ ରେଲୱେ ରନିଙ୍ଗ ରୁମରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି l ରେଲୱେ ରନିଙ୍ଗ ରୁମରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀ ମାନେ ଦୀର୍ଘ ୧୭ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି l ପୂର୍ବରୁ…

ହୋଲ୍ଡିଂ ଟ୍ୟାକ୍ସ ରଫାଦଫା ପାଇଁ ଲାଞ୍ଚ ନେବାବେଳେ ବନ୍ଧାହେଲେ ଟ୍ୟାକ୍ସ କଲେକ୍ଟର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଜଗାଙ୍ଗପୁର ମ୍ୟୁନିସିପାଲିଟି ଟ୍ୟାକ୍ସ କଲେକ୍ଟର । ଲାଞ୍ଚ ନେବା ବେଳେ ରାଜଗାଙ୍ଗପୁର ମ୍ୟୁନିସିପାଲିଟିର ଟ୍ୟାକ୍ସ କଲେକ୍ଟର ଏମଡି ନସିର୍ ଧରା ପଡ଼ିଛନ୍ତି । ତାଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ନେଇଥିବା ୧୩ ହଜାର ଟଙ୍କା ଜବତ କରିଛି । ସୂଚନା ଅନୁସାରେ,…

ଭାରତକୁ ଐତିହାସିକ ପ୍ରତିମୂର୍ତ୍ତି ସମେତ ୩୦୭ଟି ପ୍ରାଚୀନ ବସ୍ତୁ ଫେରାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ଦିନକୁ ଦିନ ସମ୍ପର୍କ ଭଲ ହେବାରେ ଲାଗିଛି। ଏହାରି ଭିତରେ ଆମେରିକା ଭାରତକୁ ଐତିହାସିକ ପ୍ରତିମୂର୍ତ୍ତି ସମେତ ୩୦୭ ପ୍ରାଚୀନ ବସ୍ତୁ ଫେରାଇଛି । ଏଥିରେ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ଅନେକ ଜିନିଷ ରହିଥିଲା। ପ୍ରାୟ ୧୫ ବର୍ଷର ଅନୁସନ୍ଧାନ ପରେ ଭାରତ…

୨୪ ଘଣ୍ଟାରେ ଲଘୁଚାପ, ବାତ୍ୟା ହେଲେ କେଉଁଆଡ଼େ ମୁହାଁଇବ ?

ଭୁବନେଶ୍ୱର: ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଆଜି ସମାନ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁ ମଣ୍ଡଳର ମଧ୍ୟ ଭାଗ ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ…

ଘରୋଇ କଳହ ପରିବେଶକୁ କରେ ନଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୀବନରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ପିତାମାତାଙ୍କ ସହ ସନ୍ତାନର ସମ୍ପର୍କ ହେଉ କିମ୍ବା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ। ସମସ୍ତ ସମ୍ପର୍କକୁ ସମ୍ମାନ ଦେବା ଏବଂ ସେମାନଙ୍କର ଗୁରୁତ୍ୱ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କେତେକ ଘରେ…

ବେଆଇନ୍ ଅର୍ଥ କାରବାର ମାମଲା, EDରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ

ଭୁବନେଶ୍ୱର: ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କ ସହ ଅର୍ଥ କାରବାର ମାମଲାରେ ଇଡିରେ ହାଜର ହୋଇଛନ୍ତି ସୁଜାତା ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଇଡି ଅଫିସ୍‌ରେ ହାଜର ହୋଇଛନ୍ତି । ପୂର୍ବତନ IFS ଅଭୟ ପାଠକଙ୍କ ଅର୍ଥ କାରବାର ମାମଲାରେ  …