ଗୋଟା ଫୁଲ କୋବି ମସଲା
ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ ‘ଗୋଟା ଫୁଲ କୋବି ମସଲା’
ଆବଶ୍ୟକୀୟ ଉପକରଣ:- ଗୋଟା ଫୁଲ କୋବି, ବଡ଼ ପିଆଜ (୨ଟା), ରସୁଣ ୮/୧୦ କୋଲା, ଅଦା /୨ ଇଞ୍ଚ, ଜିରା ପାଉଡର(୨ ଚାମଚ), ଧନିଆ ପାଉଡର(୨ ଚାମଚ), ଲଙ୍କା ଗୁଣ୍ଡ ୧ ଚାମଚ, ହଳଦୀ ଗୁଣ୍ଡ, ବଡ଼ ଟମାଟୋ, ଗୋଟା ଜିରା ଅଳ୍ପ, ୪/୫ ଚାମଚ…