Latest Odisha News

BREAKING NEWS

Yearly Archives

2022

ଦୁର୍ବଳ ଦାନ୍ତ ଏବଂ ମାଢିକୁ ମଜଭୂତ କରିବା ପାଇଁ ଆପଣାନ୍ତୁ ଘରୋଇ ଉପଚାର

ଦାନ୍ତ ମୂଳ ମଜବୁତ ଥିଲେ ଦାନ୍ତ ସୁସ୍ଥ ରହେ। ଆଉ ମାଢି ସୁସ୍ଥ ରହିଲେ କୌଣସି ସମସ୍ୟା ହୁଏନାହିଁ। କିନ୍ତୁ ଯଦି ଆପଣଙ୍କ ମାଢି ଦୁର୍ବଳ ହୋଇଯାଏ ତେବେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ମାଢି ଦୁର୍ବଳ ଥିଲେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଖାଇଲେ ମାଢି ଫୁଲିଯାଏ। ଏପରି ଆହୁରି ଅନେକ ସମସ୍ୟା…

ରାଜଧାନୀର ୪ଟି ସ୍ଥାନରେ ରାବଣ ପୋଡ଼ି ଉତ୍ସବ

ଭୁବନେଶ୍ୱର: ୨ ବର୍ଷ ପରେ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ । ଏଥିସହ ସରିବ ଶାରଦୀୟ ଦୁର୍ଗା ପୂଜାର ଭବ୍ୟ ଉତ୍ସବ । ଆଜି ରାଜଧାନୀର ୪ଟି ସ୍ଥାନରେ ରାବଣ ଦହନ ଉତ୍ସବ ଅନୁଷ୍ଠିତ ହେବ । ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ରାବଣ ପୋଡ଼ି । ରାଜଧାନୀର ୪ଟି…

ଲଘୁଚାପ ଦୁର୍ବଳ, କାଲି ୩ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୫.୮ ତୁଳନାରେ ୩୨୯ ପ୍ରତିଶତ ଅଧିକ ରହିଛି ।…

ଓଲଟା ମା‘ ଦୁର୍ଗାଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଯୁବଶିଳ୍ପୀ ଆୟୁଷ୍‌

ପୁରୀ : ପୁଣି ଓଲଟା ଦ୍ରୁତ ଚିତ୍ର ଆଙ୍କି ଚର୍ଚ୍ଚାରେ ପୁରୀର ଯୁବଶିଳ୍ପୀ ଆୟୁଷ୍ ମହାପାତ୍ର। ପବିତ୍ର ବିଜୟାଦଶମୀ ଅବସରରେ ମା ଦୁର୍ଗାଙ୍କର ସ୍ପିଡ୍ ପେଣ୍ଟିଂ କରିଥିଲେ ଆୟୁଷ୍ । ମା ଦୁର୍ଗାଙ୍କ ଭଜନରୁ ଆୟୁଷ ରିଭର୍ସ ସ୍ପିଡ୍‌ ପେଣ୍ଟିଙ୍ଗ ଆରମ୍ଭ କରିଥିଲେ ଏବଂ ଭଜନ ଶେଷ ହେବା କ୍ଷଣି ଆୟୁଷଙ୍କ…

ଭୁଲରେ ଆକାଉଣ୍ଟକୁ ଆସିଲା ୮୧ କୋଟି ଟଙ୍କା, ତୁରନ୍ତ ଘର କିଣି ଫସିଗଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନେକ ଥର ଟେକ୍ନିକାଲ ତୃଟି ଯୋଗୁଁ ଟଙ୍କା ଟ୍ରାନ୍ସଫର କରି ହୁଏ ନାହିଁ। କିନ୍ତୁ ବେଳେ ବେଳେ ଏହି ତୃଟି ଯୋଗୁଁ ଅନ୍ୟ ଆକାଉଣ୍ଟରେ ଟଙ୍କା ଟ୍ରେନ୍ସଫର ହୋଇଯାଏ। କିନ୍ତୁ ହଠାତ୍ ଯଦି ଆପଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା କ୍ରେଡିଟ ହୁଏ, ତେବେ ଆପଣ କରିବେ ? ଏପରି ଏକ…

ଦଶହରାରେ ପୂଜା ପାଉଛନ୍ତି ରାବଣ

ନୂଆଦିଲ୍ଲୀ : ଆଜି ହେଉଛି ପବିତ୍ର ଦଶହରା । ସବୁଠି ଚାଲିଛି ଜଗତ ଜନନୀ ମା‘ ଦୁର୍ଗାଙ୍କ ଆରାଧାନା  । କିନ୍ତୁ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଦଶହରାରେ ହୁଏ ରାବଣ ପୂଜା। ଯାହାକୁ ଆପଣମାନେ ଶୁଣିଲେ ହୁଏତ ଚକିତ ହୋଇପାରନ୍ତି  । ଆପଣମାନେ ତ ସମସ୍ତ ଦେବା ଦେବୀ ପୂଜା ପାଉ ଥିବାର ନିଶ୍ଚୟ…

ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସେନାର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି । ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଏହି ହେଲିକପ୍ଟର ଦୁର୍ଘଟଣା ଦିନ ୧୦ଟାରେ ନିୟମିତ ଉଡ଼ାଣ…

ସମସ୍ତଙ୍କ ପାଇଁ ସମାନ ରୂପେ ଲାଗୁ ହେଉ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍: ମୋହନ ଭାଗବତ

ନାଗପୁର: ବିଜୟା ଦଶମୀରେ ଦେଶର ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତ ମୁହଁ ଖୋଲିଛନ୍ତି । କହିଛନ୍ତି ଦେଶକୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି । ଯଦି ଏହା ଉପରେ ତୁରନ୍ତ ପଦକ୍ଷେପ ନିଆ ନଯାଏ ତ ଦେଶରେ ଧର୍ମ ଆଧାରିତ ଅସନ୍ତୁଳନ ଏବଂ ଜୋରଜବରଦସ୍ତି…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଜାପାନୀ ଝିଅଙ୍କ ‘କାଲା ଚଷମା’ ଡ୍ୟାନ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଚଳଚ୍ଚିତ୍ର 'ବାର ବାର ଦେଖୋ' ର ଗୀତ ‘କାଲା ଚଷମା’ର ଡ୍ୟାନ୍ସ ଲୋକଙ୍କୁ ବେଶ ଆକୃଷ୍ଟ କରିଛି। ଏପିରିକି ଏହି ସଙ୍ଗୀତଟି ଅନ୍ତର୍ଜାତୀୟ ସ୍ଥରରେ ବେସ ପ୍ରସିଦ୍ଧ ଲାଭ କରିଛି। ଏହି ସୁପରହିଟ୍ ଗୀତରେ ପ୍ରତିଦିନ କିଛି ନା କିଛି ନାଚ କିମ୍ବା ଡ୍ରାମା ସୋସିଆଲ…

ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା, ଆଇନଜୀବୀ ମୃତ

ସାଲେପୁର: ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା  । ଗତକାଲି ମଧ୍ୟରାତ୍ରୀରେ କଟକ ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ପୂର୍ତ୍ତ ବିଭାଗ ରାସ୍ତାର ପୁବଂସ ସେତୁ ଗଡା ନିକଟରେ ଯାଉଥିବା ଏକ ମହିନ୍ଦ୍ରା ଥର୍ ଗାଡି ଦ୍ରୁତ ଗତିରେ ଆସି ପୋଲ ଗଡା ରାସ୍ତା ପାର୍ଶ୍ଵରେ ଥୂଆ ହୋଇଥିବା…