Latest Odisha News

BREAKING NEWS

Yearly Archives

2022

ମଦ ପିଇ ଝଗଡ଼଼ା ପରେ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ଦୁର୍ଗା ପୂଜାର ମାହୋଲ ଭିତରେ ବ୍ରହ୍ମପୁର ସହରରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଦ ପିଇବା ପରେ ଟଙ୍କା ମାଗିବାକୁ ନେଇ ପ୍ରଥମେ ଝଗଡ଼଼ା ଏବଂ ଏହାକୁ ନେଇ ପଥରରେ ଛେଚି ହତ୍ୟା। ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପ୍ରେମନଗରରେ ଥିବା ମଦ ଦୋକାନରେ…

ଉତ୍ତରାଖଣ୍ଡରେ ବସ ଦୁର୍ଘଟଣା : ୩୨ ବରଯାତ୍ରୀ ମୃତ

ଡେରାଡୁନ: ଉତ୍ତରାଖଣ୍ଡରେ ଦୁଃଖଦ ବସ୍ ଦୁର୍ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି । ହରିଦ୍ବାର ଜିଲ୍ଲାର ଲାଲଢ଼ଙ୍ଗରୁ ପୈାଡି ବିରିଖାଲ ଗାଁକୁ ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ସିମଡି ଗାଁ ନିକଟରେ  ବସ୍ ଗଭୀର ଖାଇକୁ ଖସିପଡିଥିଲା। ୫୦୦ ମିଟର ଖାଲରେ ବସଟି ଖସି ପଡ଼ିଥିବା ବେଳେ ଏଥିରେ ୫୦ ଜଣ…

ଦୀପିକାଙ୍କଠାରୁ ଅଲଗା ହେଉନାହାଁନ୍ତି ରଣଭୀର ସିଂ, କହିଲେ ‘ମାଇ କୁଇନ’

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ନିକଟରେ ଉଭୟଙ୍କ ସମ୍ପର୍କ ଅଲଗା ହେବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ମଧ୍ୟ ହୋଇଥିଲା। ଯାହାକୁ ନେଇ ଫ୍ୟାନ୍ସ ଆଚମ୍ବିତ ହୋଇଥିଲେ। କିନ୍ତୁ ଏବେ ପୁଣିଥରେ…

ଭାଷା ଭାଗବତ : ଜ୍ଞାନର ଭିତ୍ତି ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜେ ନିଜର କ୍ଷତିକାରୀ ନିଜେ ହିଁ ନିଜର ବଇରି ହେବାର ଥିଲେ ପ୍ରବଣତା କେହି ବୁଝେନି ନିଜ ବ୍ୟଥା ସର୍ବଦା ହୋଇ ବହିର୍ମୁଖ ଯେ ପାଇଥାଏ ତୁଚ୍ଛ ସୁଖ ତାହାର ଆତ୍ମପରିଚୟ କ୍ରମଶଃ ହେଉଥାଏ କ୍ଷୟ ଅନୁଭୂତିରୁ ନେଇ…

ଅଯୋଗବାହ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ଭାଷାର ବୈଶିଷ୍ଟ୍ୟ ବିବିଧ। ଆମର ସମସ୍ତ ବ୍ୟଞ୍ଜନ ସ୍ୱରାନ୍ତ । ବ୍ରାହ୍ମୀ ଲିପିର ପ୍ରଭାବରେ ଆମ ଅକ୍ଷର ତ୍ରିକୋଣାକାର ଯେମିତିକି :- ଏ , ଐ । ଦ୍ରାବିଡ଼ ଲିପି ପ୍ରଭାବରେ ଏହା ବର୍ତ୍ତୁଳାକାର। କ, ଖ, ଗ ,ଘ, ପ, ଫ , ଭ , ଦ, ଧ, ଅ, ଆ ସ୍ୱର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କଥାରେ କୁହନ୍ତି , "ବିପଦ ବେଳେ କୁଆଡ଼େ ନିଜ ଛାଇ ବି ସାଥ୍ ଛାଡିଦିଏ !" ଯେଉଁମାନେ ଉଠିବା ଶେଯରୁ ଶୋଇବା ଶେଜ ପର୍ଯ୍ୟନ୍ତ ଯିବା ଆସିବା ଉଠା ବସା ଗପ ସପ ଆଖରେ ପାଖରେ ସାଲୁବାଲୁ ହେଉଥିଲେ ସେମାନେ ଠିକ ସମୟରେ ପାଖ ବି…

ସନେଟ : ପାର୍ବଣ ପ୍ରାର୍ଥନା

ରବି ପଣ୍ଡା ପାର୍ବଣର ପରମ ଆରାଧ୍ୟା, ମା'ଦୁର୍ଗା ଦୁର୍ଗତି ନାଶିନୀ ରୁଦ୍ର ସ୍ୱରୂପିଣୀ ହୈମବତୀ କରୁଛନ୍ତି ଧରାବତରଣ ସଂହାରିକା ସେ ସିଂହ ବାହିନୀ ମହିଷ-ଅସୁର ମର୍ଦ୍ଦିନୀ ଯୁଗେ ଯୁଗେ ବିରାଜନ୍ତି, ଦେବାପାଇଁ ପାର୍ଥିବ ଦର୍ଶନ। ସବୁଆଡ଼େ ସବୁଜିମା, ଆକାଶ ବି ନିର୍ମେଘ ନିର୍ମଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ର ଉତ୍ତର-ପୂର୍ବ କୋଣରେ ପ୍ରାୟ ଏକ କି.ମି ଦୂରତ୍ୱ ରେ ଥିବା ଦାଣ୍ଡମାଳି ସାହି ମୌଜାରେ ଏହି ବୃହତମ ପୁଷ୍କରିଣୀ ଅବସ୍ଥିତ । ସମୁଦାୟ ଆଠ ଏକର…

ଆଇପିୟୁକୁ ମନୋନୀତ ହେଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନ୍ତର୍ଜାତୀୟ ସ୍ତରରେ Inter-Parliamentary Union (IPU) ରେ ଭାରତର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ସେ ମନୋନୀତ ହୋଇଛନ୍ତି। ଏ ନେଇ ସାଂସଦ…

ସାବଧାନ! ସ୍ମାର୍ଟ ସିଟିରେ ଏସକର୍ଟ ସେବା ନାଁରେ ଠକେଇ କରୁଛନ୍ତି ଦେଶୀ ଲୁଟେରା

ଭୁବନେଶ୍ୱର: ପୋଲିସ ଏବଂ ତଦନ୍ତକାରୀ ସଂସ୍ଥା ସାଇବର ଅପରାଧ ରୋକିବାକୁ ବିଭିନ୍ନ ଉଦାହରଣ ଦେଉଛନ୍ତି। ଆଉ ଲୋକେ ମଧ୍ୟ କିଛିଟା ସତର୍କ ହେଲେଣି। ଏହାରି ଭିତରେ ସାଇବର ଲୁଟେରା କିନ୍ତୁ ଟିକିଏ ଅଧିକ ସ୍ମାର୍ଟ ହୋଇ ଲୁଟର ତରିକା ବଦଳାଇଛନ୍ତି। ଏଥିପାଇଁ ଆଉ ଫୋନ୍ କରି ଓଟିପି ମାଗିବା କିମ୍ବା…