ଶିମିଳିପାଳ-ସାତକୋଶିଆ କରିଡର ଶୀର୍ଷକ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଶିମିଳିପାଳ-ସାତକୋଶିଆ କରିଡର ଶୀର୍ଷକ ଏକ ଅନୁଧ୍ୟାନମୂଳକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ସହୀଦନଗର ସ୍ଥିତ ପ୍ରକୃତି ଭବନରେ ଆୟୋଜିତ ଏକ ସଭାରେ ପୁସ୍ତକର ଲେଖକ ତଥା ଲୋକାୟୁକ୍ତ ସଦସ୍ୟ ଡାକ୍ତର ଦେବବ୍ରତ ସ୍ୱାଇଁ…