Latest Odisha News

BREAKING NEWS

Yearly Archives

2022

ପୁଣି ଅନଲାଇନ ଠକାମିର ଶିକାର ହେଲେ ଜଣେ ବଲିଉଡ଼ ଅଭିନେତା

ମୁମ୍ବାଇ: ଅନଲାଇନ ଦୁନିଆକୁ ଯେତିକି ସୁବିଧା ଯୋଗାଉଛି ସେତିକି କ୍ଷତି ମଧ୍ୟ ପହଞ୍ଚାଉଛି। ଆଜିକାଲି ଅନଲାଇନ ଠକେଇ କଥା ସମସ୍ତେ ଜାଣିଥିବା ସତ୍ତ୍ୱେ ଭଲ ଭଲ ବ୍ୟକ୍ତି ଏହି ଠକାମି ଜାଲରେ ପଡିଯାଆନ୍ତି। ଏବେ କିନ୍ତୁ ଏହି ଠକେଇର ଶିକାର ହୋଇଛନ୍ତି ଅଭିନେତା ଅନ୍ନୁ କପୁର। ବଲିଉଡ଼ ଅଭିନେତାଙ୍କୁ…

ଏକ ସର୍ବକାଳୀନ ଆଦର୍ଶର ନାଁ ମହାତ୍ମା

ସେ ନାଁ ଏକ ଆଦର୍ଶ । ସେ ନାଁ ଏକ ଅନୁଷ୍ଠାନ । ସେ ନାଁ ଏକ ସର୍ବକାଳୀନ ସନ୍ତକ । ସେ ନାଁ ଏକ ସଶ୍ରଦ୍ଧ ଉଚ୍ଚାରଣ । ସେହି ନାଁରେ ଥିଲା ଏକ ପ୍ରବାହ, ମୁକ୍ତିର ମନ୍ତ୍ର । ମହାତ୍ମା, ଏକ ସର୍ବକାଳୀନ ଆଦର୍ଶ ଓ ସତ୍ୟାର୍ଥ ପ୍ରକାଶର ପ୍ରବାହ । ସମସ୍ତଙ୍କ ପ୍ରିୟର ବାପୁଜୀ, ଗାନ୍ଧିଜୀ ।…

ଜଗନ୍ନାଥଙ୍କୁ ନବୀନଙ୍କ ସହ ତୁଳନା କରି ବିବାଦୀୟ ହେବା ପରେ ସଫେଇ ଦେଲେ ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱର: 'ସାଢ଼େ ଚାରିକୋଟି ଓଡ଼ିଆଙ୍କ ପରିଚୟ ଥିଲେ ଜଗନ୍ନାଥ। ଏବେ ଭାରତର ଯେକୌଣସି ସ୍ଥାନକୁ ଗଲେ ସେଠିକାର ଲୋକେ ପ୍ରଥମେ ନବୀନ ପଟ୍ଟନାୟକଙ୍କ କଥା କହୁଛନ୍ତି'। ବିଜେଡି ପ୍ରଶିକ୍ଷଣ ଶିବିରରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଏହି ବୟାନ ବିବାଦୀୟ ହୋଇପଡିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ…

ଶିଶୁ କବିତା : ବାପୁ

ସଫଳା ଦାସ କିଶୋର କିଶୋରୀ କଳିକା ଗଣ ଆମ ବାପୁଙ୍କର ଜନମ ଦିନ।। ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ପାଳୁଥିଲେ ସତ୍ୟ ଅହିଂସା ନୀତି ।। ପିଲାଦିନେ ଦୋଷ ଅନେକ କରି ସ୍ୱୀକାର କରିଣ ଗଲେ ସୁଧୁରି।। ପାନ ବିଡି ନୁହେଁ ଛୋଟିଆ ନିଶା ଜଣା ପଡେ ନାହିଁ ଟାଣେ ପଇସା ।। ଖରାପ…

ସ୍ବଚ୍ଛ ସର୍ବକ୍ଷେଣ ୨୦୨୨: ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷରେ ଇନ୍ଦୋର, ଭୁବନେଶ୍ବରର ସ୍ଥାନ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୨ରେ ପୁଣିଥରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଛି। ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷ ସ୍ଥାନରେ ରହିବାରେ ରେକର୍ଡ କରିଛି । ଏଥି ସହିତ ଗୁଜୁରାଟର ସୁରଟକୁ ଦ୍ୱିତୀୟ ପରିଷ୍କାର ସହର ଭାବରେ ଚୟନ କରାଯାଇଛି। ସ୍ୱଚ୍ଛତା ସର୍ଭେରେ…

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ବିଜେପି ଘେରିଲା, ପୋଲିସ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ଜେରା ପାଇଁ ଡାକିଲା

ଭୁବନେଶ୍ୱର: ପୁରୀ ଜିଲ୍ଲା ୧୧ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ସକ୍ରିୟ ହୋଇଛି ପୋଲିସ। ବିଜେପି ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇବା ସହିତ ଭୁବନେଶ୍ବର ଡିସିପି ଅଫିସ ଘେରାଉ କରି ଭାଇରାଲ ହୋଇଥିବା ଅଡିଓ କ୍ଲିପ ହସ୍ତାନ୍ତର…

ବିଶ୍ବକୁ  ଆତଙ୍କବାଦୀ ଏକ୍ସପର୍ଟ କରୁଛି ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନର ଦୋମୁହାଁ ନୀତିକୁ ନେଇ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି ଭାରତ ବିଶ୍ବକୁ ଇନଫରମେସନ ଟେକ୍ନୋଲୋଜୀ ଏକ୍ସପର୍ଟ କରୁଥିବା ବେଳେ ପାକିସ୍ତାନ ବିଶ୍ବକୁ ଆତଙ୍କବାଦୀ ରପ୍ତାନୀ କରୁଛି । ବର୍ଷ ବର୍ଷ ଧରି ପାକିସ୍ତାନ ଏପରି କରିଆସୁଥିଲା ।…

ଲାଇମେନ ସହରରୁ ପଛକୁ ହଟିଲା ଋଷ ସେନା

କ୍ବିବ: ୟୁକ୍ରେନ ସେନାବାହିନୀର ଜୋରଦାର ଆକ୍ରମଣ ପରେ ଋଷ ସେନା ଲାଇମେନ ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଛି । ଲାଇମେନ ସହରରୁ ପଛକୁ ହଟିଯାଇଛନ୍ତି ଋଷ ସେନା । ଲାଇମେନ ସହରକୁ ଋଷ ସେନା ଅକ୍ତିଆର କରି ରଖିଥିବା ବେଳେ ୟୁକ୍ରେନ ସେନା ଜୋରଦାର ଆକ୍ରମଣ କରିଥିଲା । ଏହା ଫଳରେ ଋଷ ସେନା ଏହି ଅଂଚଳରୁ…

କାନପୁରରେ ପୋଖରି ଭିତରକୁ ଟ୍ରାକ୍ଟର ଓଲଟି ପଡ଼ିବାରୁ 25 ଜଣ ମୃତ

କାନପୁର:ଉତ୍ତରପ୍ରଦେଶ କାନପୁରରେ ବଡ଼ ଅଘଟଣ ଘଟିଛି । ବନ୍ଧୁ ପରିଜନଙ୍କ ସହ  ଏକ ବର୍ଷ ପୁଅର ମୁଣ୍ଡନ ସଂସ୍କାର ସାରି ଫେରୁଥିବା ବେଳେ ପୋଖରି ଭିତରକୁ ଓଲଟି ପଡିଛି ଟ୍ରାକ୍ଟରର ଟ୍ରଲି । 40 ଜଣ ଟ୍ରଲିରେ ବସିଥିବା ବେଳେ ସେଥିରୁ 25ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପାଣି ଭିତରେ…

ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁରେ ଶେଷ ହୁଏନି: ହାଇକୋର୍ଟ

କୋଲକାତା: କୋଲକାତା ହାଇକୋର୍ଟ ଗୋପନୀୟତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ସହିତ ଶେଷ ହୁଏନି । ଆରଟିଆଇ ଅଧିନିୟମ ଅନୁଯାୟୀ ମୃତ୍ୟୁ ପରେ ଏହା ସାର୍ବଜନୀନ କରାଯାଇ ପାରିବ ନାହିଁ । ଋଶିକା ଜୈନଙ୍କ ରହସ୍ୟମୟ ମୃତ୍ୟୁ ମାମଲାକୁ ନେଇ…