Latest Odisha News

BREAKING NEWS

Yearly Archives

2022

୫ ଲକ୍ଷ ଟଙ୍କା ସହ ଧରା ପଡ଼ିଲେ ସାଳନ୍ଦୀ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ

ଭଦ୍ରକ: ଭିଜିଲାନ୍ସ ଜାଲରେ ସାଳନ୍ଦୀ କେନାଲ ଅଧିକ୍ଷଣ ଯନ୍ତ୍ରୀ । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ କୁମାର ସେଠୀ ତାଙ୍କ ଭିଣୋଇଙ୍କ ହାତରେ ୫ ଲକ୍ଷ ଟଙ୍କା ଦେବା ବେଳେ ଧରା ପଡ଼ିଛନ୍ତି । ତେବେ ଜବତ ଟଙ୍କା ନେଇ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାଁନ୍ତି ଶ୍ରୀମନ୍ତ ।…

ରାଜ୍ୟ ସରକାର ଦୁର୍ଯ୍ୟୋଧନ ମାନସିକତାରେ ଥିବାସହ , ଧୃତରାଷ୍ଟ୍ରଙ୍କ ରୋଗରେ ପୀଡ଼ିତ ଅଛନ୍ତି

ଭୁବନେଶ୍ୱର : ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେଇ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ସେ ଉଦବୋଧନ ଦେଇଛନ୍ତି  । ଜେପି ନଡ୍ଡାଙ୍କ ଉଦବୋଧନ ପୂର୍ବରୁ  କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ…

ଭିନ୍ନ ଏକ ପରମ୍ପରା, ମାଣିକେଶ୍ୱରୀ ପୀଠରେ ଦେବୀଙ୍କ ମୁଣ୍ଡବସା ପର୍ବ

ରାୟଗଡ଼ା: ଏକଦା କଳାହାଣ୍ଡି ଗଡ଼ଜାତର ଏକ ଜମିଦାରୀ ଅଞ୍ଚଳ ଥିବା କାଶୀପୁରକୁ ପ୍ରଶାସନିକ ସୁବିଧା ନିମନ୍ତେ ୧୯୬୨ ମସିହାରେ କଳାହାଣ୍ଡି ଜିଲ୍ଳାରୁ ଅଲଗା କରି ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମିଶାଇ ଦିଆଗଲା । ପରବର୍ତ୍ତୀ ସମୟରେ ୧୯୯୨ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ୪ ଭାଗ…

‘ବିଗ୍ ବସ୍-୧୬’ ହୋଷ୍ଟ କରିବା ପାଇଁ ୧୦୦୦ କୋଟି ନେଉଛନ୍ତି କି ସଲମାନ ଖାନ?

ମୁମ୍ବାଇ: ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ 'ବିଗ୍ ବସ୍'ର ୧୬ ତମ ସିଜନ୍ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ସଲମାନ ଖାନ ଶୋ' ପାଇଁ କେତେ ଟଙ୍କା ନେଉଛନ୍ତି ସେ ବିଷୟରେ ଜୋରସୋର ଆଲୋଚନା ଚାଲିଛି। କୁହାଯାଉଛି ଯେ ସଲମାନ ଏହି ସିଜିନ ପାଇଁ ୧୦୦୦ କୋଟି ଟଙ୍କା ନେଉଛନ୍ତି। ଏହି ଖବର ଉପରେ…

ଆଣ୍ଟିବାୟୋଟିକର ମାତ୍ରାଧିକ ସେବନ ଆପଣଙ୍କୁ କରିପାରେ ବଧିର

ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦଜନକ ହେଉଛି ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର। ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧର ଅବାଧ ବ୍ୟବହାର ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେ। ଆପଣ ଜାଣନ୍ତି କି ଆଣ୍ଟିବାୟୋଟିକର ମାତ୍ରାଧିକ ବ୍ୟବହାର ଆପଣଙ୍କୁ ବଧିର କରିପାରେ ଏବଂ କାନର କୋଷଗୁଡ଼ିକ…

ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ ଜେ.ପି. ନଡ୍ଡା

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି. ନଡ୍ଡା  । ୨୯ ଓ ୩୦ ତାରିଖ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସନ୍ତା ୩୦ ତାରିଖରେ କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଜେ ପି ନଡ୍ଡା  । କଟକ ଜିଲ୍ଲା ଓଲଟପୁରସ୍ଥିତ…

୫୫ କୋଟି ଟଙ୍କା ବ୍ୟୟରେ ଏମକେସିଜିରେ ହେବ କର୍କଟ ଯତ୍ନ କେନ୍ଦ୍ର

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ନିର୍ମାଣ ହେବ ୧୦୦ ଶଯ୍ୟା ନୂତନ କର୍କଟ ଯତ୍ନ କେନ୍ଦ୍ର। ୪ ମହଲା ବିଶିଷ୍ଟ ଏହି କୋଠା ନିର୍ମାଣ ପାଇଁ ୫୫ କୋଟି ଟଙ୍କା ଖର୍ଚ୍ଚ ହେବ। କଲିକତାର ଏକ ଘରୋଇ ସଂସ୍ଥା ଏହି କେନ୍ଦ୍ର ନିର୍ମାଣ କରିବାକୁ ଟେଣ୍ଡର ହାତେଇଛି।…

ହାଡ଼କୁ କିପରି ରଖିବେ ମଜବୁତ ?

ଏକ ସୁସ୍ଥ ଜୀବନ ପାଇଁ ସୁସ୍ଥ ଶରୀର ରହିବା ଅତ୍ୟନ୍ତ ଜରୁରୀ। ରୋଗ ପ୍ରତିରୋଧକ ଶକ୍ତି ଯଦି ଭଲ ଥାଏ ତେବେ ଏକ ସୁସ୍ଥ ଶରୀର ଗଠନ ହୁଏ। ଶରୀରର ବିକାଶ ପାଇଁ ହାଡ଼ର ବିକାଶ ହେବା ଜରୁରୀ। ଆଉ ଏହି ହାଡ଼କୁ ମଜବୁତ ଏବଂ ଶକ୍ତିଶାଳୀ ରଖିବା ଆପଣଙ୍କର ଦାୟିତ୍ୱ। ବିଶେଷଜ୍ଞଙ୍କ ଅନୁଯାୟୀ ହାଡ଼ ସବୁବେଳେ…

ସାବଧାନ: ନକଲି ଡକ୍ୟୁମେଂଟ ଦେଇ ସିମ କାର୍ଡ କିଣିଲେ ଭୋଗିବେ ଜେଲଦଣ୍ଡ

ନୂଆଦିଲ୍ଲୀ: ନକଲି ପ୍ରମାଣପତ୍ର ଦେଇ ଯେଉଁମାନେ ସିମକାର୍ଡ କିଣୁଛନ୍ତି ସେମାନଙ୍କ ଉପରେ ବଜ୍ର ପଡିବାକୁ ଯାଉଛି । ଯେଉଁମାନେ ଏ ଭଳି କରୁଛନ୍ତି ସେମାନଙ୍କୁ ୧ ବର୍ଷ ଜେଲ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉଛି । ଟେଲିକମ…

ପୁରୀ ମେ ଫେୟାର ହୋଟେଲ୍ ରୁମରୁ ଅଣଓଡ଼ିଆ ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ମେ ଫେୟାର ହୋଟେଲର ଏକ ରୁମରୁ ଜଣେ ଅଣଓଡ଼ିଆ ପର୍ଯ୍ଯଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲର ୧୧୧୧ ନମ୍ବର ରୁମରେ ମହିଳା ଜଣଙ୍କ ରହୁଥିବା ବେଳେ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି । ଆଜି ମେଫେୟାର ହୋଟେଲରେ…