Latest Odisha News

BREAKING NEWS

Yearly Archives

2022

୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଖେଳସୂଚୀ, ରାଉରକେଲାରେ ଖେଳାଯିବ ୨୦ଟି ମ୍ୟାଚ୍

ଭୁବନେଶ୍ୱର: ହକିରେ ମତୁଆଲା ହେବ ଓଡ଼ିଶା । ୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଲାଗି ଖେଳସୂଚୀ ପ୍ରକାଶ ପାଇଛି । ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା FIH ପୁରୁଷ ବିଶ୍ୱକପ୍ ହକି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ…

ମଧ୍ୟସ୍ଥତା ଚାହୁଁନାହାନ୍ତି ଅନୁଭବ

କଟକ : ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପାରିବାରିକ ବିବାଦ ମାମଲା । ଫ୍ୟାମିଲ କୋର୍ଟରେ ଶୁଣାଣି ପାଇଁ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି । ଆଜି ପୁଣି ଉଭୟଙ୍କ ମଧ୍ୟରେ ଫ୍ୟାମିଲ କୋର୍ଟରେ କାଉନସେଲିଂ ଶେଷ ହୋଇଛି । ହେଲେ  ଆଜି…

ବ୍ରେକ ପରେ ସ୍ପେନିଶ ଫିଲ୍ମ ଚାମ୍ପିୟନ୍ସର ରିମେକରେ କାମ କରିବେ ଅମୀର

ମୁମ୍ବାଇ: ଲାଲ ସିଂ ଚଢା ଫ୍ଲପ ହେବା ପରେ ବଲିଉଡ ଷ୍ଟାର ଅମୀର ଖାଁ କିଛି ଦିନ ପାଇଁ ବ୍ରେକ ନେବାକୁ ନିଷ୍ପତି ନେଇଛନ୍ତି । ସେ ଛୁଟି କଟାଇବା ପାଇଁ ଆମେରିକା ଯାଇଛନ୍ତି । ୪ ବର୍ଷ ଅକ୍ଳାନ୍ତ ପରିଶ୍ରମ ପରେ ଲାଲ ସିଂ ଚଢ଼ାର ନୈରାଶ୍ୟଜନକ ବ୍ୟବସାୟ ଅମୀରଙ୍କୁ ନିରାଶ କରିଛି । ତେବେ ସେ…

ଉଦ୍ଧବଙ୍କୁ ଝଟକା: ସୁପ୍ରିମକୋର୍ଟ କହିଲେ ଶିବସେନାର ଚିହ୍ନ ଉପରେ ନିଷ୍ପତ୍ତି ନେଇପାରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଶିବସେନା ଦଳର ଚିହ୍ନକୁ ନେଇ ଚାଲିଥିବା ମାମଲାର ଶୁଣାଣି ହୋଇଛି। ଶିବସେନା ଦଳର ଚିହ୍ନ ପ୍ରସଙ୍ଗରେ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ। ଏ ନେଇ ଆଜି ଗ୍ରୀନ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ। ଯାହା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀକୁ ଆଶ୍ବସ୍ତି…

ରାଜସ୍ଥାନ କଂଗ୍ରେସରେ ହାଇଡ୍ରାମା ଭିତରେ ଦିଲ୍ଲୀରେ ପାଇଲଟ

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ବ୍ୟକ୍ତିଗତ କାମରେ ଦିଲ୍ଲୀ ଆସିଥିବା ସୂଚନା ରହିଛି। ଏବଂ ଏବେର ଘଟଣାକ୍ରମ ସହିତ ସେ ଦିଲ୍ଲୀ ଆସିବାର କୌଣସି ଲିଙ୍କ୍ ନାହିଁ ବୋଲି କହିଛନ୍ତି।…

ପ୍ଲଟିଂ କରି ଜାଗା ବିକିଲା ପ୍ରଶାସନ, ଭୁଲିଗଲା ୨୨ ବର୍ଷେ ତଳେ ଦେଇଥିବା ପ୍ରତିଶ୍ରୁତି

ପାରାଦୀପ: ପାରାଦୀପଗଡ଼ ପଞ୍ଚାୟତ ନିମିଢିର ପାରାଦୀପ ଡେଭଲପମେଣ୍ଟ ଅଥରିଟି ଦ୍ଵାରା ଆବଣ୍ଟିତ ପ୍ଲଟିଂ କଲୋନୀ । ଆଜକୁ ୨୨ ବର୍ଷ ତଳେ ୨୦୦୦ ମସିହାରେ ପାରାଦୀପ ଡେଭଲପମେଣ୍ଟ ଅଥରିଟି ନିମିଢିରେ ଏହି ସ୍ଥାନକୁ ପ୍ଲଟିଂ କରି ବିକିଥିଲା । ଆଉ କଲୋନୀରେ ଡ୍ରେନେଜ ବ୍ୟବସ୍ଥା ସହ ପାଣି, ବିଦ୍ୟୁତ୍,…

ସୁସ୍ଥ କେଶ ପାଇଁ ନଡ଼ିଆ କ୍ଷୀର

ନଡ଼ିଆ ତେଲ ସମସ୍ତ ପ୍ରକାର କେଶ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ନଡ଼ିଆ କ୍ଷୀର ମଧ୍ୟ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ। ନଡିଆ କ୍ଷୀର କେଶର ଗଭୀରରୁ ପୋଷଣ ଯୋଗାଇଥାଏ। ଏହା କେଶ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବା ସହ ଶୁଷ୍କ ଏବଂ…

ଏଥର ଟାର୍ଗେଟରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ଧିରେ ଧିରେ ଲୟକୁ ଫେରୁଛନ୍ତି । ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୨-୧ରେ ସିରିଜ ହରାଇବା ପରେ ଏବେ ଭାରତର ନଜର ଦକ୍ଷିଣ ଆଫ୍ରିକା ଉପରେ ରହିଛି । ବିଜୟ ଧାରା ବଜାୟ ରଖି ବିଶ୍ୱକପ ଖେଳିବାକୁ ଯିବା ପାଇଁ ଟିମ ଇଣ୍ଡିଆ ନିଶ୍ଚିତ ଭାବେ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି, ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

କୋରାପୁଟ: ଜମିର କିସମ ବଦଳାଇବାକୁ ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ବରିଷ୍ଠ କିରାଣି । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ତହସିଲ୍ ଅଫିସର ବରିଷ୍ଠ କିରାଣି ତଥା ରେକର୍ଡ ରୁମ୍ ଇନଚାର୍ଜ ସତ୍ୟନାରାୟଣ ଦଳେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆରଓଆର୍ ପଟ୍ଟା ଚାଷଜମିରୁ ଘରବାରିକୁ…

ଇଣ୍ଡିଆନ୍‌ ଆଇଡଲ୍-୧୩: ଟପ୍-୧୫ ଲିଷ୍ଟରେ ତିନି ଓଡ଼ିଆଙ୍କ ସ୍ଥାନ କେଉଁଠି?

ମୁମ୍ବାଇ: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ’ର ୧୩ତମ ସିଜିନରେ ମେକର୍ସ ଟପ୍-୧୫ କଣ୍ଟେଷ୍ଟାଣ୍ଟଙ୍କ ଲିଷ୍ଟ ଜାରି କରିଛନ୍ତି। ଲିଷ୍ଟରେ ନାହିଁ ତିନି ଓଡିଆଙ୍କ ନାମ। ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି, ବର୍ଣ୍ଣାଳି ହୋତା ଏବଂ ଓଲିଉଡର ପ୍ଲେ ବ୍ୟାକ୍…