Latest Odisha News

BREAKING NEWS

Yearly Archives

2022

ବାଉଚର ମୁମ୍ବାଇ ଇଣ୍ଡିଆନ୍ସ , ବେଲିସ ପଞ୍ଜାବ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ

ମୁମ୍ବାଇ: ମାର୍କ ବାଉଚର ଆଗାମୀ ଆଇପିଏଲ୍‌ ରେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ  ନିଯୁକ୍ତ ହୋଇଛନ୍ତି। ବାଉଚର ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ ନୂଆ ନିଯୁକ୍ତି ପାଇଛନ୍ତି। ଏବେ ସେ ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି । …

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ: ମଧ୍ୟପ୍ରଦେଶରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ମିଳୁଛି । ଏହା ସହ ଜନ୍ମଦିନରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଆଜି ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି ।…

ଖେଳଣା ବନ୍ଧୁକ ଧରି ପଶ୍ଚିମବଙ୍ଗ ବିଜେପି କଲା ପ୍ରତିବାଦ

କୋଲାକାତା: ପଶ୍ଚିମବଙ୍ଗ ଶାସକ ଦଳର ସାଂସଦ ତଥା ଟିଏମସିର ଦ୍ୱିତୀୟ ନେତା କୁହାଯାଉଥିବା ଅଭିଷେକ ବାନାର୍ଜୀଙ୍କ ମନ୍ତବ୍ୟକୁ ବିରୋଧ । ରାଜରାସ୍ତାରେ ଖେଳଣା ବନ୍ଧୁକ ଧରି ବିଜେପି କଲା ପ୍ରତିବାଦ। ନବାନ୍ନା ଅଭିଯାନ କାର୍ଯ୍ୟକ୍ରମରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏହାକୁ ନେଇ ଅଭିଷେକ…

ଟିକଟକ ଷ୍ଟାର ସୋନାଲି ଫୋଗଟ ମୃତ୍ୟୁ ମାମଲା, ଗୋଆରେ ସିବିଆଇ ଟିମ୍

ପାଣାଜି: ଟିକଟକ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଗୋଆରେ ପହଞ୍ଚିଛି ସିବିଆଇର ଏକ ଟିମ୍। ଏହି ମାମଲାରେ ଯେଉଁ ଥାନାରେ କେସ୍ ପ୍ରଥମେ ରୁଜୁ ହୋଇଥିଲା ସେହି ଥାନାକୁ ସିବିଆଇ ଟିମ୍ ଯାଇ ସମସ୍ତ ଦସ୍ତାବିଜ ନିଜ ଅଧୀନକୁ ନେଇଛି। ଏବଂ ବିଭିନ୍ନ…

ଦୁର୍ନୀତି ଅଭିଯୋଗରେ ଆପର ଆଉ ଜଣେ ବିଧାୟକ ଗିରଫ, ସକାଳେ ହୋଇଥିଲା ଚଢ଼ାଉ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦୁର୍ନୀତି ନିବାରଣ ଶାଖା (ଏସିବି) ପାଖାପାଖି ଆଠ ଘଣ୍ଟା ପଚରାଉଚରା କରିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି। ଆଜି ଦିଲ୍ଲୀ ୱାକଫ ବୋର୍ଡ ଦୁର୍ନୀତି ମାମଲାରେ ଚଢାଉ ବେଳେ ତାଙ୍କ ବିରୋଧରେ ଅପରାଧ ସାମଗ୍ରୀ ରଖିଥିବାର…

ରବିବାର ଘୁର୍ଣ୍ଣିବଳୟ, ୪୮ ଘଣ୍ଟା ମଧ୍ୟରେ ଲଘୁଚାପ

ଭୁବନେଶ୍ୱର: ୧୮ ସେପ୍ଟେମ୍ବରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ସେପ୍ଟେମ୍ବର ୧୮ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି…

ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେ ର  ସରବାହାଲ ନିକଟରେ ଏକ କୋଇଲା ବୋଝେଇ ହାଇଓ୍ବା ବସ୍ କୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ହାଇଓ୍ବା ଓ ବସ୍ ମଧ୍ୟରେ ଧକ୍କା ହେବା ଫଳରେ ୧୪ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ସନ୍ଧ୍ୟା ସମୟରେ ଭୂଷଣ କାରଖାନାରୁ…

ବିନାଶ କାଳେ ବିପରୀତ ବୁଦ୍ଧି

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ସାମାଜିକ ଗଣମାଧ୍ୟମ ଆଉ ଗଣମାଧ୍ୟମରେ କିଛି କିଛି ଖବର ଯେତେବେଳେ ଆଜିକାଲି ଆଖିରେ ପଡୁଛି ବହୁତ ବ୍ୟସ୍ତ ଆଉ ବିବ୍ରତ ଲାଗୁଛି । ଅନେକଙ୍କର ମନରେ ପ୍ରଶ୍ନ ଉଠୁଛି ଏମିତି କେମିତି ଲୋକଙ୍କର ମାନସିକତା ଏତେ ତଳକୁ ଖସିଯାଉଛି ବୋଲି ? କୋଟି…

ପୁଟିନଙ୍କୁ ମୋଦି କହିଲେ ‘‘ଆଜିର ସମୟ ଯୁଦ୍ଧ ପାଇଁ ନୁହେଁ’’

ସମରକନ୍ଦ: ବିଶ୍ବରେ ଯୁଦ୍ଧ ଜରୁରୀ ନୁହେଁ । ଶାନ୍ତି ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ବେଳେ ଯୁଦ୍ଧ ପାଇଁ ଏବେ ସମୟ ନୁହେଁ ବୋଲି ସିଧା ସିଧା କହିଛନ୍ତି । ପୁଟିନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି…

କମ୍ପାନୀରୁ ଶ୍ରମିକଙ୍କୁ ନେଇ ଫେରିବା ବେଳେ ବସକୁ ପିଟିଲା ହାଇୱା, ୩ ମୃତ

ଝାରସୁଗୁଡ଼ା: ବସକୁ ପିଟିଲା ହାଇୱା । ୩ ଜଣଙ୍କ ମୃତ୍ୟୁ । ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଜେଏସଡବ୍ଲୁର ଶ୍ରମିକଙ୍କୁ ନେଇ ଫେରୁଥିବା ବସକୁ ହାଇୱା ଧକ୍କା ଦେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ରୁ ୨୦ ଜଣ ଆହତ ହୋଇଛନ୍ତି । ତେବେ କିଭଳି ପରିସ୍ଥିତିରେ ଦୁର୍ଘଟଣା…