Latest Odisha News

BREAKING NEWS

Yearly Archives

2022

ଦେବଗଡ଼ରେ ଯୁବକଙ୍କୁ ତୀର ମାରି ହତ୍ୟା ଉଦ୍ୟମ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ବାରକୋଟରେ ଜଣେ ଯୁବକଙ୍କୁ ଧନୁ ତୀରରେ ଆକ୍ରମଣ ହୋଇଛି । ଉପରଖଣ୍ଡମା ଗାଁରେ ତୀର ମାଡ଼ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ହୋଇଥିବା ଯୁବକ ବାବୁ ଧିବର ବୋଲି ଜଣାପଡ଼ିଛି। ତୀର ମାରିବା ପରେ ଆକ୍ରମଣକାରୀ ଖସିଯାଉଥିବା ବେଳେ ଧିବରଙ୍କ ଜଣେ…

ରାସ୍ତା କଡ଼ରେ ମଳ ତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ଗୋଲାପ ଦେଉଛି ଆସ୍କା ଏନଏସି

ବ୍ରହ୍ମପୁର: ନିଜ ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ସରକାରୀ ଅଧିକାରୀମାନେ ଅନେକ ପ୍ରକାରର ପଦକ୍ଷେପ ନେଇଥାନ୍ତି। କିନ୍ତୁ ଗଞ୍ଜାମ ଜିଲା ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ)ଙ୍କ ଉଦ୍ୟମକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ରାସ୍ତା କଡ଼ରେ ମଳ…

ସନେଟ : ଶେଷ ଚିଠି

ରଞ୍ଜିତା ରାଣୀ ହୋତା ଲୁହରେ ବତୁରା ମୋ ଚିଠିକୁ ମାଆ ପଢ଼ିବୁ କି ଥରଟିଏ ପକାଇବୁ ମନେ ଦିନଟିଏ ପାଇଁ ହେଲାଣି ବରଷଟିଏ । ଫେରିବା ପଥକୁ ଚାହିଁଥାଉ ମୋର କେତେ ଆକୁଳତା ନେଇ ମୋ ପାଖରୁ ଆଜି କେତେ ଦୂରେ ତୁହି କେମିତି ପାରିଛୁ ରହି ? କେତେ ଯେ ଅକୁହା କଥା ଅଛି ପୁଣି ବ୍ୟଥାରାଜି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସାକାର ଓ ନିରାକାର, ସଗୁଣ ଓ ନିର୍ଗୁଣ,ସବିଶେଷ ଓ ନିର୍ବିଶେଷ, ବ୍ୟକ୍ତ ଓ ଅବ୍ୟକ୍ତ, ନିତ୍ୟ ଓ ଅନିତ୍ୟ ଏଭଳି ଅନେକ ଭାବରେ ଆମେ ଜାଣିବାକୁ ଚେଷ୍ଟା…

ଭାଷା ଭାଗବତ : ସରଳ ହେବା କଠିନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୁଷ୍ପାଚ୍ୟ ବ୍ୟଂଜନ ଭୋଜନ କରିଲେ ଉଦର କଷଣ ତୀବ୍ର ଅସହ୍ୟ ହୁଏ, ଜଣା ଅଛି, ତେଣୁ କରିବା ମନା ତେଲ, ମସଲା ଦିଆ ଖାଦ୍ୟ ଲାଗିଲେ ପାଟିକୁ ସୁଆଦ ପେଟରେ ହୁଏ ଯେଉଁ କଷ୍ଟ ତାହା ତ ଜଣାପଡ଼େ ସ୍ପଷ୍ଟ ଖାଦ୍ୟ ଦେଖିଲେ…

ଗୁଜରାଟ ପାଇଁ ରାହୁଲ ଗାନ୍ଧୀଙ୍କ ମାଗଣା ଯୋଜନା ଘୋଷଣା : ଋଣ ଛାଡ, ମାଗଣା ବିଜୁଳି

ଅହମଦାବାଦ: ଗୁଜରାଟରେ ଭୋଟ ପାଇଁ ରାହୁଲ ଗାନ୍ଧୀ  ଭୋଟରଙ୍କୁ ମାଗଣା ପ୍ରତିଶ୍ରୁତି ଦେବା ଆରମ୍ଭ କରିଛନ୍ତି ।  ବିଜେପି ସରକାରକୁ ଗାଦିରୁ ହଟାଇବା ପାଇଁ ରାହୁଲ ଗାନ୍ଧୀ ଚାଷୀଙ୍କୁ ଋଣ ଛାଡ, ମାଗଣା ବିଜୁଳି, କମ ଦାମରେ ଗ୍ୟାସ ପ୍ରତିଶ୍ରୁତି ଘୋଷଣା କରିଛନ୍ତି  । ଗୁଜରାଟକୁ ହାତେଇବା ପାଇଁ…

ଶିକ୍ଷକ ଥିବା ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କଠାରୁ ସମ୍ମାନିତ ହେବା ଗୁରୁତ୍ୱପୂର୍ଣ୍ଣ : ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସେ ଶିକ୍ଷକମାନଙ୍କୁ…

ଆପ ନେତାଙ୍କୁ ଆଇନଗତ ନୋଟିସ ପଠାଇଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ବର୍ତମାନର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସୋମବାର ଆପର କେତେକ ନେତାଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି । ୪୮ ଘଂଟା ମଧ୍ୟରେ ଏହାର ଜବାବ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି…

ଧରା ପଡିଲା ଭାରତର ସବୁଠାରୁ ବଡ କାର ଚୋର, ୨୪ ବର୍ଷରେ ଚୋରୀ କରିଥିଲା ୫୦୦୦ କାର

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ କାର ଚୋର ଆଜି ଧରାପଡିଛି । ଅନୀଲ ଚୌହ୍ୱାନ ନାମକ ଏକ ଧୂର୍ତ ଚୋର ୨୪ ବର୍ଷରେ ୫୦୦୦ରୁ ଅଧିକ କାର ଚୋରି କରିଥିଲା । ୫୨ ବର୍ଷୀୟ ଅନୀଲର ନେଟୱର୍କ ସାରା ଦେଶରେ ଥିଲା । ପୋଲିସ ଗିରଫ କରିବା ସମୟରେ ତା ନିକଟରୁ ୬ଟି ଦେଶୀ ବନ୍ଧୁକ ଓ ୭ଟି ଅଫୁଟା ଗୁଳି ଜବତ…

ବିଜେପିର ମିଶନ TWO ସହ ସୁନୀଲଙ୍କ ସମ୍ପର୍କ

ଭୁବନେଶ୍ୱର : ଆଜିଠୁ ଓଡିଶା ଗ୍ରସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ  । ଓଡିଶାର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ  । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୁଇଦିନ  ଓଡ଼ିଶା ଗସ୍ତର ଆସିଥିବା ବେଳେ ଓଡିଶାରେ ବିଜେପି ସରକାର ଗଠନ ହେବାକୁ…