Latest Odisha News

BREAKING NEWS

Yearly Archives

2022

ଡରାଉଛି ଡେଙ୍ଗୁ: ରାଜଧାନୀ ସମେତ ସାରା ରାଜ୍ୟରେ ଚିହ୍ନଟ ହେଲେଣି ୨ ହଜାରରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାର ଚିକ୍କଣ ସହର ରାଜଧାନୀ ଭୁବନେଶ୍ୱର। ଯେଉଁଠି ବଡ଼ ବଡ଼ିଆ ଏବଂ ଅଧିକ ଶିକ୍ଷିତ ରୁହନ୍ତି। ଏବେ କିନ୍ତୁ ଏହି ସହରରେ ବଢ଼ିଛି ଡେଙ୍ଗୁ ମଶା (ଏଡିସ)ର ଆତଙ୍କ। ଯାହାକି ସହର ବାସୀଙ୍କ ଚିନ୍ତାର କାରଣ ପାଲଟିଛି। କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ହାରାହାରି ପାଞ୍ଚରୁ ୧୦ ଜଣ…

ଚଳିତ ମାସ ଓଡ଼ିଶାର ତିନି ଦଳ ୨୦୨୪ ପାଇଁ ପ୍ରସ୍ତୁତ କରିବେ ରଣନୀତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଉ ଦୁଇ ବର୍ଷ । ଏହା ପୂର୍ବରୁ ସବୁ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଉ ଓଡ଼ିଶାରେ ମଧ୍ୟ ବିଜେଡି, ବିଜେପି ଏବଂ କଂଗ୍ରେସ ସକ୍ରିୟ ହେବାକୁ ଯାଉଛନ୍ତି। ରାଜନୈତିକ ଦଳ ଗୁଡିକର ଚଳିତ ମାସରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି।…

ଗଞ୍ଜାମରେ ପୁଣି ଦନ୍ତା ହାତୀର ମୃତ୍ୟୁ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଗତ ଦୁଇ ମାସ ମଧ୍ୟରେ ପ୍ରାଣ ହରାଇଥିବା ଏହା ହେଉଛି ତୃତୀୟ ଦନ୍ତାହାତୀ। ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଘୁମୁସର ବନଖଣ୍ଡର ତାରାସିଂ ବନାଞ୍ଚଳ ଅଧିନ କାମ୍ପ ଗାଁ ନିକଟ ଜଙ୍ଗଲରେ ଗତ କିଛି…

ଜି-୨୦ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଆକଳନ ଅନୁଯାୟୀ, ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି । କେବଳ ସେତିକି ନୁହେଁ ଅନ୍ୟାନ୍ୟ ପ୍ରଗତି ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତିରେ ସୁଧାର ଆସିଛି । ଜି-୨୦ ରାଷ୍ଟ୍ର ସମୂହଙ୍କ…

ଲଢ଼ିବାର ସାହସ ଅଛି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର:ପୁଣି ଚର୍ଚାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗଣେଶ ପୂଜା ବେଳେ ଲୋକଙ୍କ ସହ ସାମିଲ ହୋଇ ଭବ୍ୟ ସ୍ବାଗତ ପରେ ଖୁସି ମନାଇଛନ୍ତି ବିଧାୟକ ।  ଗୋପାଳପୁର ନିର୍ବାଚନ ମଣ୍ଡଳୀର ଆଙ୍କୁଲିରେ ଗଣେଶ ପୂଜା କାର୍ଯ୍ୟକ୍ରମରେ ଶନିବାର ଅପରାହ୍ନରେ ସାମିଲ ହୋଇଥିଲେ ଗୋପାଳପୁର…

ଦ୍ୱିତୀୟ ଥର ପାଇଁ ବାତିଲ ହେଲା ନାସାର ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ଆମେରିକା ସ୍ପେସ ଏଜେନ୍ସି ନାସା ଆର୍ଟେମିସ-୧ ମୁନ ମିଶନ ପୁନର୍ବାର ବାତିଲ କରିଛି । ନାସାର ଏହି ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ଫ୍ୟୁଲ ଲିକ ଯୋଗୁ ପୁଣି ଫେଲ ମାରିଛି । ପୁନର୍ବାର ଏହାକୁ କେବେ ଲଂଚ କରାଯିବ ସେ ନେଇ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି ।…

ଗଞ୍ଜାମରେ ମିଶରୀୟ ଶାଗୁଣାଙ୍କ ସୁରକ୍ଷା ଦାବି

ବ୍ରହ୍ମପୁର: ଗଞ୍ଜାମ ଜିଲାର ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ପାଲୁର୍‌ ହିଲ୍‌ ଅଞ୍ଚଳରେ ବିରଳ ମିଶରୀୟ ଶାଗୁଣା ଦେଖିବାକୁ ମିଳିଛନ୍ତି ।  ପ୍ରାୟ ୨୦ଟି ଶାଗୁଣା ଦେଖାଦେଇଥିବା ବେଳେ ସେଥିରେ ୮ଟି ଛୁଆ ଏବଂ ୧୨ଟି ବୟସ୍କ ଶାଗୁଣା ରହିଛି। ଏହାର ସୁରକ୍ଷା ପାଇଁ ଦାବି କରିଛି ଆଞ୍ଚଳିକ ବିକାଶ…

ଝାରସୁଗୁଡ଼ାରେ ଡ଼ିସେମ୍ବର ଶେଷସୁଦ୍ଧା ୫୦ ପ୍ରତିଶତ ପରିବାରଙ୍କୁ ପାଇପ୍ ଜଳ ଯୋଗାଣ

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।  ଝାରସୁଗୁଡ଼ା ସହରର ବାଲିଯୁରି ସ୍ଥିତ ହାର୍ଟ ହସ୍ପିଟାଲକୁ ପରିଦର୍ଶନ କରିଥିଲେ । ପରେ ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ଜିଲ୍ଲାର ବିଭିନ୍ନ…

ଆଇଆଇଟି ଗୁଡିକ ଦେଶର ଗର୍ବ:ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଦେଶର ଗର୍ବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି । ଆଜି  ନୂଆଦିଲ୍ଲୀଠାରେ ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀ ଉଦ୍‌ଯାପନ ସମାରୋହରେ ସେ ଏହା ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ୱରେ ଆଇଆଇଟିଗୁଡିକ…

ବିମାନ ଚୋରି କରି ୱାଲମାର୍ଟ ଷ୍ଟୋରକୁ ଉଡାଇବାକୁ ଧମକ ଦେଲା ପାଇଲଟ

ଟୁପେଲୋ: ଆମେରିକାର ଟୁପେଲୋରେ ଏବେ ଏକ ପାଇଲଟ ଯୋଗୁ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ରିପୋର୍ଟ ମୁତାବକ ମିିସିସିପି ରାଜ୍ୟରେ ଜଣେ ପାଇଲଟ ବିମାନ ଚୋରି କରିବା ପରେ ଏହାକୁ ଉଡାଇ ଧମକ ଦେବା ଆରମ୍ଭ କରିଛି । ନିକଟରେ ଥିବା ୱାଲମାର୍ଟ ଷ୍ଟୋରକୁ ଖୁବ ଶୀଘ୍ର ବିସ୍ଫୋରଣରେ ଉଡେଇ ଦେବି ବୋଲି…