Latest Odisha News

BREAKING NEWS

Yearly Archives

2022

ବର୍ଷକୁ ଗୋଟିଏ ଦିନ ହିଁ ଖୋଲିଥାଏ ଏହି ଗଣେଶ ମନ୍ଦିର

ଭୁବନେଶ୍ୱର :  ହିନ୍ଦୁ ପରମ୍ପରାରେ ଶ୍ରୀଗଣେଶଙ୍କୁ ସର୍ବପ୍ରଥମେ ପୂଜା କରିବାର ବିଧାନ ରହିଛି  । ଶ୍ରୀଗଣେଶଙ୍କୁ ପ୍ରଥମ ପୂଜ୍ୟ ଦେବତା କୁହାଯାଏ ।ସେଥିପାଇଁ ପ୍ରତ୍ୟକ ଶୁଭ କାର୍ଯ୍ୟ ଆରମ୍ଭରେ ଶ୍ରୀଗଣେଶଙ୍କୁ ଆରାଧନା କରାଯାଏ । ଭାରତରେ ପ୍ରତିଟି କୋଣରେ ଶ୍ରୀଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ…

[ଦେଖନ୍ତୁ ଭିଡିଓ] ପିହୁ ନିଖୋଜର ସିବିଆଇ ତଦନ୍ତ ଦାବି କଲେ ମାଆ

ଯାଜପୁର: ପିହୁକୁ ଖୋଜି ଆଣିଲେ ପୁରସ୍କାର । ପ୍ରଥମେ ୨୦ ହଜାର ଆଉ ଏବେ ୫ ଲକ୍ଷ ଟଙ୍କା । ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଯାଜପୁର ଜିଲ୍ଲା ମଧୁସୂଦନପୁର ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା ୫ ବର୍ଷର ପିହୁ । ଇତି ମଧ୍ୟରେ ପିହୁ ନିଖୋଜକୁ ୨ ବର୍ଷ ବିତିଛି । ପିହୁକୁ ଖୋଜି…

ନୂଆଁଖାଇ ପରଦିନ ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାର ନିଜ କର୍ମଚାରୀଙ୍କ ପାଇଁ  ସେପ୍ଟେମ୍ୱର ୧ ତାରିଖରେ ସରକାରୀ ଛୁଟି ଘୋଷଣା କରିଥିଲେ । ନୂଆଁଖାଇ ପଶ୍ଚିମ ଓଡିଶାର ମୁଖ୍ୟ ଗଣ ପର୍ବ ହୋଇଥିବାରୁ ରାଜ୍ୟ ସରକାର ନୂଆଁଖାଇ ପରଦିନ ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ…

ବିଶେଷତାରେ ବିଘ୍ନରାଜ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଗଣେଶ ପୂଜା । ତୁମେମାନେ ତ ଆଜି ପୂଜା କରିବ। ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ । ଏହାର ଅର୍ଥ ଆମେ କୌଣସି ଦେବାଦେବୀଙ୍କ ପୂଜା କରିବା ଆଗରୁ ପ୍ରଥମେ ଗଣେଶଙ୍କର ପୂଜା କରୁ। କାରଣ ଗଣେଶ ବିଘ୍ନବିନାଶକ ଭାବରେ ସବୁ ଅସୁବିଧାର ସମାଧନ କରିଥାନ୍ତି। ପିଲାମାନେ…

କବିତା : ଆହେ ଗଜାନନ

ନିରୁପମା ପତି ଆହେ ଗଜାନନ ପାର୍ବତୀ ନନ୍ଦନ ବିଘ୍ନ ବିନାଶନ ଗଣପତି , ରକ୍ତବର୍ଣ୍ଣ ତୁମେ ପାଶଙ୍କୁଶ ଧାରୀ ସର୍ବ ସିଦ୍ଧିଦାତା ରମ୍ୟକାନ୍ତି ।(୧) ପ୍ରଭୁ ଏକଦନ୍ତ ପାର୍ବତୀ କୁମର ଗଜେନ୍ଦ୍ର ବଦନ ଲମ୍ବୋଦର, ରିଦ୍ଧି-ସିଦ୍ଧିଦାତା ହେ ବିଶ୍ଵ କରତା ଗିରିଜା ତନୟ ପ୍ରିୟବର।(୨)…

ଭାଷା ଭାଗବତ : ଅଳଂକୃତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧାର୍ଷ୍ଟ୍ୟ ଶବ୍ଦର ବ୍ୟବହାର ଯଦି ଶୁଣିନି କାନ ମୋର ଦେଖିଲେ ହେବି ନିରୁପାୟ ଆଗକୁ ପଢ଼ିବାକୁ ଭୟ ମନରେ ହୋଇପାରେ ଜାତ ମୁଁ ହେବି ପଠନ-ବିରତ ଏହି ସମସ୍ୟା ବ୍ୟକ୍ତିଗତ ତେଣୁ ହେବିନି ବିଚଳିତ ବହିରାଗତ ଶବ୍ଦ ପଶି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ପାଇଁ ଉଦିଷ୍ଟ”ଗଜ ଉଦ୍ଧାରଣ “ଉପାଖ୍ୟାନ “ଖଣ୍ଡିକିଆ ହରିବଂଶ “ଆଧାରରେ ଆମେ ଆଲୋଚନା ଜାରି ରଖିଛେ। ଏଠାରେ ଗଜ ଚଉରlଶି କାଠି ଜଳରେ ବୁଡ଼ି…

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ “ ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।” ଜ୍ଞାନ,…

ଆଜି ଗଣେଶ ପୂଜା: ସଜେଇ ହୋଇଛି ପୂଜା ମଣ୍ଡପ

ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟୀ ସମପ୍ରଭଃ। ନିର୍ଭିଗ୍ନଂ କୁରୁମେ ଦେଵ ସର୍ବକାର୍ଯ୍ୟେସୁ ସର୍ଵଦା। https://twitter.com/ANI/status/1564781445851533312?s=20&t=6CEe1Ui3jgE6utqLmXRlBw  ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।  ଆଜିଠୁ ଆରମ୍ଭ…

ବର୍ଷା ଘଡ଼ଘଡ଼ି ପାଇଁ ଗଣେଶ ପୂଜା ପଡ଼ିପାରେ ଫିକା!

ଭୁବନେଶ୍ବର:  ଗଣେଶ ପୂଜାରେ ହେବ ବର୍ଷା । ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ବିଜୁଳି-ଘଡଘଡି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ…