ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୭ ୱିକେଟରେ ହରାଇଲା ଆଫଗାନିସ୍ତାନ
ଆଜି ପୁଣି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି ସାରଜାରେ । ଆଫଗାନିସ୍ଥାନ ଏବଂ ବାଙ୍ଗଲାଦେଶ ମଧ୍ୟର ଚାଲିଥିବା ଏସିଆ କପ ମ୍ୟାଚରେ ଆଫଗାନିସ୍ତାନ ୭ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଆଫଗାନିସ୍ତାନ ପକ୍ଷରୁ ଇବ୍ରାହିମ ଜରଦାନ ୪୨ରନ କରିଥିବା ବେଳେ ନଜିବୁଲ୍ଲା ଜରଦାନ ୪୩ ରନ୍ କରି…