Latest Odisha News

BREAKING NEWS

Yearly Archives

2022

ଓପିଏସସିର ନୂତନ ସଦସ୍ୟ ଭାବେ ସରିତା ଓ ସନତଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଓଡିଶା ଲୋକ ସେବା ଆୟୋଗ(ଓପିଏସସି)ର ନୂତନ ସଦସ୍ୟ ଭାବେ ଡ.ସରିତା ସୂପକାର ଓ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ଉଭୟ ଡ.ସୂପକାର ଓ ଶ୍ରୀ ମହାନ୍ତିଙ୍କୁ  ନିଯୁକ୍ତି ଦେଇଛନ୍ତି  । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି…

୨୦୦୬ ବ୍ୟାଚର ୫୫ଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରରେ ଯୁଗ୍ମ ସଚିବ ଏବଂ ସେହି ସମକକ୍ଷ ପଦରେ ସାମିଲ କରାଯାଇଛି

ଭୁବନେଶ୍ୱର : ୨୦୦୬ ବ୍ୟାଚର ୫୫ଜଣ ଭାରତୀୟ ପ୍ରଶାସନିକ ସେବା ( ଆଇଏଏସ୍ ) ଅଧିକାରୀଙ୍କୁ କେନ୍ଦ୍ରରେ ଯୁଗ୍ମ ସଚିବ ବା ସେହି ସମକକ୍ଷ ପଦରେ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରୁ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ରୂପା ରୋଶନ ସାହୁଙ୍କ ସମେତ ୫୪  ଜଣଙ୍କୁ ଯୁଗ୍ମ ସଚିବ ପଦରେ ସାମିଲ ହୋଇଛନ୍ତି।…

ବାରହା ଶିକାର ଫାସରେ ପଡ଼ି ଆଖି ବୁଜିଲା ଦନ୍ତା

ଅନୁଗୁଳ: ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଦନ୍ତାହାତୀର ମୃତ୍ୟୁ ହୋଇଛି । ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ଗାଁ ନିକଟ ଏକ ଆମ୍ବତୋଟାରୁ ମିଳିଥି ଦନ୍ତାହାତୀର ମୃତଦେହ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର…

[ଦେଖନ୍ତୁ ଭିଡିଓ] ରୋଗଗ୍ରସ୍ତ ଘରର ମୁଖ୍ୟ, ଚିକିତ୍ସା ପାଇଁ ଦରକାର ସହାୟତା

ଯାଜପୁର: ଦୁଇ ଝିଅ, ପୁଅ ଓ ସ୍ତ୍ରୀକୁ ନେଇ ଦାଶରଥିଙ୍କ ସଂସାର । ହେଲେ ଏ ଖୁସିର ସଂସାରରେ ଏବେ ଲାଗି ଯାଇଛି ରୋଗର ଗ୍ରହଣ । ବିଞ୍ଝାରପୁର ବ୍ଲକ ପ୍ରୀତିପୁର ହରିଜନ ସାହିର ଦାଶରଥି ମଲ୍ଲିକ । ପରିବାରର ମୁଖ୍ୟ ରୋଜଗାରିଆ ଦାଶରଥି ଏବେ କିଡନୀ ରୋଗରେ ଆକ୍ରାନ୍ତ । ଦାଶରଥି କିଡନୀ ରୋଗରେ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ଐତିହାସିକ ବ୍ରୋଞ୍ଜ ପଦକ ଜିତିଲେ ସାଇରାଜ-ଚିରାଗ

ଟୋକିଓ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରେଡ୍ଡୀ ଓ ଚିରାଗ ସେଟ୍ଟୀ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ପୁରୁଷ ଡବଲ୍ସରେ ଭାରତର କୌଣସି ଖେଳାଳି ଏହି ସଫଳତା ହାସଲ କରି ନ ଥିଲେ । ସେମିଫାଇନାଲ ମୁକାବିଲାରେ…

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର:  ରାଜ୍ୟ ସରକାର ଆଇଏଏସ ସ୍ତରରେ  ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି  ଅନୁସାରେ – ୧୯୯୩ ବ୍ୟାଚ୍‌ ଆଇଏଏସ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ…

[ଦେଖନ୍ତୁ ଭିଡିଓ] କାରରେ ଟେକି ନେଇ ଆଶାକର୍ମୀଙ୍କୁ ଦୁଷ୍କର୍ମ ପରେ ଫୋପାଡ଼ି ଦେଲେ

ପାରଦୀପ: ପାରାଦୀପରେ ଚାଞ୍ଚଲ୍ୟ । କାରରେ ଆସିଲେ, ରାସ୍ତାରୁ ଆଶାକର୍ମୀଙ୍କୁ ଅପରହରଣ ପରେ ଦୁଷ୍କର୍ମ କରି ଫିଙ୍ଗି ଦେଲେ । ଏଭଳି ଅଭିଯୋଗ ଆସିଛି ବନ୍ଦର ନଗରୀ ପାରାଦୀପରୁ । ପାରାଦୀପ ବନ୍ଦରାଞ୍ଚଳରେ ଜଣେ ଆଶା କର୍ମୀଙ୍କୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ…

ସଂକଟରେ ସୋରେନ ସରକାର, ବସରେ ଅନ୍ୟତ୍ର ସିଫ୍ଟ ହେଲେ ବିଧାୟକ

ରାଞ୍ଚି: ସଂକଟରେ ସୋରେନ ସରକାର । ଲଗାତାର ଦ୍ୱିତୀୟ ଦିନ ବିଧାୟକଙ୍କ ସହ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ବୈଠକ କରିବା ପରେ ସମସ୍ତ ବିଧାୟକଙ୍କ ଫୋନ ସ୍ୱିଚ୍ ଅଫ୍ କରାଯାଇଛି । ବସରେ ୟୁପିଏ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଜ୍ୟ ବାହାରକୁ ନେଇଛନ୍ତି । ବିଶେଷକରି ଛତିଶଗଡ଼ ସିଫ୍ଟ…

ସୀମାନ୍ତରେ ଲାଲ୍ ହିଂସା, ଘରୁ ଡାକି ନେଇ ଗଳା କାଟି ଦେଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛି ଲାଲ୍ ବାହିନୀ । ମୃତକ ଫରେଷ୍ଟଗାଓ ଥାନା ଖଡ଼କାଗାଓର ରାମଲାଲ ପୋଡାଇ । ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ସଶସ୍ତ୍ର ନକ୍ସଲ ଖଡକାଗାଓ…

କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ସାଂସଦ ଅପରାଜିତା ଷଡଙ୍ଗୀ 

ଭୁବନେଶ୍ୱର : ଭୁବନେଶ୍ୱର NISER ଠାରେ ହେବାକୁ ଥିବା କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ କୁ ସମୀକ୍ଷା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।  ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ଜଟଣୀ ଠାରେ NISER  କ୍ୟାମ୍ପସ ମଧ୍ୟରେ ୬୫୦କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଛି ଟାଟା ମେମୋରିଆଲ…