Latest Odisha News

BREAKING NEWS

Yearly Archives

2022

ମହିଳା ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବାଲିଗୁଡ଼ା: ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା । କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଜଣେ ମହିଳା ପୋଲିସ ଏସ୍ଆଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଘୁ.ଉଦୟଗିରି ଥାନାରେ କାର୍ଯ୍ୟରତ ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ମିଳିଛି । ନିଜ ବେକରେ ଓଢ଼ଣୀ…

ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଏହା ସହିତ ତାଳ ଦେଇ ବଢୁଛି ଅପରାଧିକ ମାମଲା । ପ୍ରତ୍ୟେକ ଦିନ ରାଜ୍ୟର କୋଣ ଅନୁକୋଣରୁ ଆସୁଛି ବିଭିନ୍ନ ଅଭିଯୋଗ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ  । ଅପରାଧକୁ ରୋକିବା ସହ ଏଭଳି ଅପରାଧର ଶିକାର…

ଖୁସି ଖବର : ଭାରତୀୟ ଫୁଟବଲ ସଂଘ ଉପରୁ ବାସନ୍ଦ ଉଠାଇଲା ଫିଫା

ଜ୍ୟୁରିକ: ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ (ଫିଫା) ଆଜି ଭାରତୀୟ ଫୁଟବଲ ଆସୋସିଏଶନ ଉପରୁ ବାସନ୍ଦ ଉଠାଇ ଦେଇଛି । ଅକ୍ଟୋବରରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ନେଇ ସୃଷ୍ଟି ହୋଇଥିବା ଆଶଙ୍କାର ବାଦଲ ମଧ୍ୟ ହଟିଛି । ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ…

କୁଳାଙ୍ଗାର ଉବାଚ : ସବୁଦିନ ଛୁଟି ହେଉ !

ବହୁ ଜିନିଷ ତ ମିଳିଲାଣି ମାଗଣାରେ, କାହିଁକି ପଢିବା ଓ ଖଟିବା ବେକାରରେ! ସୋମବାର ଅଟେ ବଡ ପବିତ୍ର ବାର, ଏହିଦିନ ବ୍ରତ ରଖିଲେ ହର ଦିଅନ୍ତି ବର! ମଙ୍ଗଳବାର ମାଆ ମଙ୍ଗଳାଙ୍କର ଦିନ, ପୂଜିଲେ କୃପା କରି ଦିଅନ୍ତି ଧନ ଜନ! ଲାଭ ମିଳେ ବୁଧବାରେ ବୁଧେଇ ଓଷା କଲେ, ମାଆ ତାହା…

ଲୌସାନେ ଡାଇମଣ୍ଡ ଲିଗରେ ଇତିହାସ ରଚିଲେ ଭାରତର ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଲୌସାନେ ଡାଇମଣ୍ଡ ଲିଗରେ ଭାରତ ପାଇଁ ଇତିହାସ ରଚିଛନ୍ତି । ନୀରଜ ୮୯.୦୮ ମିଟର ଦୂରତାକୁ ଥ୍ରୋ କରି ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଲିଗ ମିଟିଂ ଜିତିଛନ୍ତି । ଏଥିସହ ସେ ଡାଇମଣ୍ଡ ଲିଗ ଫାଇନାଲକୁ କ୍ୱାଲିଫାଇ…

ଜ୍ଞାନୀ ଦେବାଶିଷ ମିଶ୍ର ଏବଂ ସତ୍ୟଜିତ ଦାସ ପାଇବେ ‘ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ’

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଭିତରେ ସର୍ଜନାର ବିକାଶ ପାଇଁ କାର୍ଯ୍ୟ କରୁଥିବା ତାଳପଦେଶ୍ୱରୀ ସାହିତ୍ୟ ଆସରର ରଜତ ଜୟନ୍ତୀର ଉଦଯାପନ ଉତ୍ସବ ସେପ୍ଟେମ୍ବର ମାସ ୧୦ ଓ ୧୧ ରେ ଆୟୋଜିତ ହେବ ବୋଲି ଆସରର ସଦସ୍ୟ ଏବଂ ଅଭ୍ୟର୍ଥନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ରେଭେନ୍ସା…

ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ

ନୂଆଦିଲ୍ଲୀ :  ଆଜି ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର  ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ୟୁ ୟୁ ଲଳିତ ଦିଲ୍ଲୀରେ ଅପରାଧିକ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିବା ପରେ ସେ…

ସାର ଯୋଗାଇବାରେ କେନ୍ଦ୍ର କରୁଛି ଅବହେଳା , କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର:  ରାଜ୍ୟକୁ ଆବଶ୍ୟକତା ଅନୁସାରେ ସାର ଯୋଗାଇବାରେ କେନ୍ଦ୍ର କରୁଛି ଅବହେଳା । ଯାହାଫଳରେ ଖରିଫ ବେଉଷଣ ସମୟରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ଏଥିଯୋଗୁ ଫସଲ ଉତ୍ପାଦନ ପରିମାଣ ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି  । ଏଥର ଭଲ ମୌସୁମୀ ବର୍ଷା ହୋଇଥିବାରୁ…

କବିତା : ବଦଳା ବ୍ୟକ୍ତିତ୍ୱ

ମାନସ ରଞ୍ଜନ ନାୟକ ବ୍ଯକ୍ତ ଅବ୍ଯକ୍ତର ଅସ୍ପଷ୍ଟ ଦିଗନ୍ତେ ଚକଚକ୍ ବ୍ଯକ୍ତିତ୍ବର ଧ୍ରୁବତାରା ସବୁ ଛଳନାର ଆବରଣ ତଳେ ସୁପ୍ତ ଅମାୟିକ ଚେତନାର ଧାରା ବିବର୍ତ୍ତନ ଡିଣ୍ଡିମେ ନୀରବଛିନ୍ନ ବଦଳେ ଭବ୍ୟ ସଭ୍ଯତାର ଅସ୍ତିତ୍ଵ ପାର୍ଥିବ ସଂସାରେ ସ୍ବାର୍ଥ ଶାସନରେ କ୍ଷଣିକେ ବଦଳେ କୃତ୍ରିମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଓଁ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦେବଦୁର୍ଲ୍ଲଭ ଶ୍ରୀକ୍ଷେତ୍ର ତୀର୍ଥରାଜ ମହୋଦଧିର ପୁଣ୍ୟ ସ୍ଥଳି ସ୍ୱର୍ଗଦ୍ୱାର ସମ୍ମୁଖ ତଟରେ ପ୍ରଭୁଙ୍କୁ ସ୍ମରଣ ଓ ମନନ କରି କରି ମହା ଆନନ୍ଦରେ ସ୍ନାନ…