ଗଣେଷ ପୂଜା ଚାନ୍ଦା ମାଗିଲେ ଅପରାଧିକ ମାମଲା:ବ୍ରହ୍ମପୁର ଏସ୍ପି
ବ୍ରହ୍ମପୁର:ଗଣେଷ ପୂଜା ନାଁରେ ବଳପୂର୍ବକ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ଯିଏ ଚାନ୍ଦା ମାଗୁଥିବା ତା’ ନାଁରେ ଅପରାଧୀକ ମାମଲା ରୁଜୁ କରାଯିବା ସହ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍ପି ସର୍ବଣା ବିବେକ ଏମ୍ କହିଛନ୍ତି।
ଆଗକୁ ଗଣେଷ ପୂଜା…