Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ୧୦୦ କୋଟି ହରାଇଲେ ଆମୀର୍ ଖାନ

ମୁମ୍ବାଇ: ବକ୍ସ ଅଫିସରେ ସଂଘର୍ଷ କରୁଛି ଆମୀର ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ଲାଲ୍ ସିଂହ ଚଡ୍ଡା’ । ଦୀର୍ଘ ୪ ବର୍ଷ ପରେ ଆମୀର ବଡ଼ ପରଦାକୁ ଫେରିଥିବା ବେଳେ ବଡ଼ ଧକ୍କା ଲାଗିଛି । ‘ଲାଲ୍ ସିଂହ ଚଡ୍ଡା’ ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଥିବା ବୟକଟ୍ ଟ୍ରେଣ୍ଡ ବକ୍ସ ଅଫିସରେ ପ୍ରଭାବ ପକାଇଛି ।…

ସଂଗ୍ରାମ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ସଂଗ୍ରାମ କେଶରୀ ଜେନା ସ୍ମୃତି ସଂସଦ ପକ୍ଷରୁ ସ୍ମୃତି ସଂସଦର ସଭାପତି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଏହି ଅବସରରେ ଏକ ସର୍ବଦଳୀୟ ସ୍ମୃତିସଭା ଆୟୋଜିତ…

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଗତ ୧୦ ଦିନ ଧରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଥିବା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କର ପ୍ରଶଂସକ ଅପେକ୍ଷା କରିଛନ୍ତି। ଏବେ ତାଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ…

ରାଜସ୍ୱ ବିଭାଗରେ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ରାଜ୍ୟରେ  ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି  । ରାଜ୍ୟରେ ମୁଖ୍ୟ ରାଜସ୍ବ ଆୟ ଖଣି ଓ ଲଘୁ ଖଣି ରୁ ସର୍ବାଧିକ ଆସୁଛି।  ସେଥିପାଇଁ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ…

୧୬ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ପାଣି ନିଷ୍କାସିତ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମୁଛି । ତେଣୁ ପର୍ଯ୍ୟାୟକ୍ରମେ ଗେଟ୍ ଗୁଡିକୁ ବନ୍ଦ କରାଯାଉଛି। ଯଦିଓ ଉତ୍ତର ଓଡିଶାରେ ବର୍ଷା ହେଉଛି ହେଲେ ଏହାର ପ୍ରଭାବ ମହାନଦୀ ସହିତ ନାହିଁ। ଗତକାଲି ଏହି ସୂଚନା ଦେଇଥିଲେ ଏସଆରସି ପ୍ରଦୀପ ଜେନା। ତେଣୁ ଆଜି ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି।…

ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗର ଉପକୂଳ ଓ ତତସଂଲଗ୍ନ ଉତ୍ତର ଓଡ଼ିଶାରେ ଉପରେ ଗଭୀର ଅବପାତ ସକ୍ରିୟ ରହିଛି । ଏହା ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଗଭୀର ଅବପାତ ଦକ୍ଷିଣ ଝାଡ଼ଖଣ୍ଡର ଜାମସେଦପୁର ଠାରୁ ଦକ୍ଷିଣଦକ୍ଷିଣ-ପଶ୍ଚିମରେ…

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟ୍ ଲାଗି ଅନୁମୋଦନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ପାଠପଢ଼ା ଲାଗି ନାସନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ଟି ସିଟ୍ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢ଼ା…

ଲଘୁଚାପ ପ୍ରଭାବରେ 4ଟି ଜିଲ୍ଲାରେ ବର୍ଷା ହେବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ବାଲେଶ୍ବର, ମୟୂରଭଂଜ, ଭଦ୍ରକରେ ବର୍ଷା ପାଇଁ ଆଗୁଆ ସତର୍କ ରହିଛି ପ୍ରଶାସନ । 2ଟି ଏନଡିଆରଏଫ ଟିମକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି । ରାଜ୍ୟର ବନ୍ୟାସ୍ଥିତି…

ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ବିରୋଧରେ ରାଜ୍ୟ ପ୍ରବକ୍ତା: ଲୋକେ ଗ୍ରହଣ କରିବେ କେମିତି?

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଚାଲିଛି କି ଏବେ ଗୋଷ୍ଠୀ କନ୍ଦଳ? ଦଳ 2009ରୁ ଶାସନରେ ନଥିବା ବେଳେ ପୁଣି ସରକାରରେ ଆସିବାକୁ କେନ୍ଦ୍ରୀୟ ନେତାମାନେ ଗୋଡକାଢ଼ି ବସିଛନ୍ତି । ତେବେ ଶାହ ଓଡ଼ିଶାରେ ସରକାର ଆସିବ ବୋଲି କହିଥିଲା ବେଳେ ଏଠି କିନ୍ତୁ ନେତା ଗୋଡଟଣାଟଣିରେ ବ୍ୟସ୍ତ । କେଉଁ ନେତା…

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ମହିଳା ଟିମ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ଶୁକ୍ରବାର ଭାରତୀୟ ମହିଳା କ୍ରିକେଟ ଟିମର ଘୋଷଣା କରାଯାଇଛି । ହରମନପ୍ରୀତ ଉଭୟ ଦିନିକିଆ ଏବଂ ଟି୨୦ରେ ଦଳର ନେତୃତ୍ୱ ନେବେ ଏବଂ ସ୍ମୃତି ମାନ୍ଧନା ତାଙ୍କ ଡେପୁଟି ରହିବେ । ସିନିୟର ପେସ ବୋଲର ଝୁଲଣ ଗୋସ୍ୱାମୀ ଆଘାତ ସମସ୍ୟା…