Latest Odisha News

BREAKING NEWS

Yearly Archives

2022

ବ୍ରହ୍ମପୁରରେ ଖୋଲିଲା ଦୁଇ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର; ଘର ପାଖରେ ମିଳିବ ସ୍ବାସ୍ଥ୍ୟ ସେବା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଶୁକ୍ରବାର ଦୁଇଟି ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟନ ହୋଇଯାଇଛି। ସେଥିରୁ ଗୋଟିଏ ୧୫ ନମ୍ବର ୱାର୍ଡର ତୁଳସୀ ନଗରରେ ଥିବା ବେଳେ ଅନ୍ୟଟି ୧୨ ନମ୍ବର ୱାର୍ଡ ମୀନାକ୍ଷୀ ନଗର ଠାରେ ରହିଛି। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର…

ସୁଭଦ୍ରା ଆର୍ଟ ଗ୍ୟାଲେରୀ ଦ୍ଵାରା ଦିଲ୍ଲୀରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ

ନୂଆଦିଲ୍ଲୀ : ଭାରତର ସ୍ବାଧିନତା ପୁର୍ତ୍ତିର ୭୫ ବର୍ଷ ପାଳନ ଉପଲକ୍ଷେ ପାଳିତ ହେଉଥିବା ''ଆଜାଦୀକା ଅମୃତ ମହୋତ୍ସବ'' ଅବସରରେ ଭୁବନେଶ୍ୱରର ସୁଭଦ୍ରା ଆର୍ଟ ଗ୍ୟାଲେରୀ ଆନୁକୁଲ୍ୟରେ ଦିଲ୍ଲୀଠାରେ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ଚିତ୍ରକଳା ପ୍ରଦର୍ଶନୀରେ…

ଗଞ୍ଜାମରେ ୮.୨୨ ଲକ୍ଷ ଶିଶୁ ଖାଇବେ କୃମି ନାଶକ ଔଷଧ; ଆଜିଠୁ ଆରମ୍ଭ ମିଶନ

ବ୍ରହ୍ମପୁର: ବ୍ରହ୍ମପୁର ସହର ସ୍ଥିତ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବସକୁ ଉଦଘାଟନ କରିବା ସହ…

ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା; ଦୁଇ ପ୍ରଭୁଙ୍କୁ ରାକ୍ଷୀ ବାନ୍ଧିଲେ ଦେବୀ ସୁଭଦ୍ରା

ପୁରୀ: ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା । ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇ ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି । ଭାଇଭଉଣୀ ପବିତ୍ର…

୭୫ରେ ଆମେ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ସ୍ୱାଧୀନତା ଦିବସର ଅମୃତ ମହୋତ୍ସବ ଆମେ ପାଳନ କରୁଛେ । ଆଜାଦୀ କା ଅମୃତ ମହୋତ୍ସବ ଅର୍ଥାତ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷକୁ ଆମେ ୭୫ ସପ୍ତାହ ଧରି ବଡ଼ ଧୁମ ଧାମରେ ପାଳିବୁ ସବୁ ଜାଗାରେ । ସବୁ ଆଡ଼େ ଦେଖିଲେ ସମସ୍ତେ ସେଇ ଆୟୋଜନରେ…

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଭଦ୍ରକର ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି

ଭଦ୍ରକ: ଲଗାଣ ଲଘୁଚାପ ବର୍ଷା ବଢ଼ାଉଛି ସମସ୍ୟା । ତଳିଆ ଅଞ୍ଚଳରେ ପାଣି ଜମୁଥିବା ବେଳେ ଭଦ୍ରକରେ ବୈତରଣୀ ନଦୀ ଏବେ ଧିରେ ଧିରେ ଫୁଲୁଛି । ସାଳନ୍ଦୀ ରିଜର୍ଭୟରରେ ଜଳସ୍ତର ବଢ଼ୁଥିବାରୁ ହଦଗଡ଼ ଡ୍ୟାମରୁ ପାଣି ଛଡ଼ା ଯାଉଛି । ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ମଧ୍ୟ…

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ଦେଓ ଓ ସୁବର୍ଣ୍ଣରେଖା ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏହା ସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ଆଜି ମୟୂରଭଞ୍ଜର…

ଜମ୍ମୁ-କଶ୍ମୀରେ ପୁନର୍ବାର ଟାର୍ଗେଟ କିଲିଂ, ଆତଙ୍କବାଦୀଙ୍କ ଗୁଳିରେ ନିରୀହ ଶ୍ରମିକ ମୃତ

ବାନ୍ଦିପାରା: ଜମ୍ମ-କଶ୍ମୀରରେ କିଛି ଦିନର ନୀରବତା ପରେ ପୁନର୍ବରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ ଆରମ୍ଭ କରିଛନ୍ତି । ଆଜି ବାନ୍ଦିପାରା ଜିଲାର ସଦନପୁର ଗ୍ରାମରେ ଏକ ବିହାରୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ମହମ୍ମଦ ଅମରେଜ ନାମକ ଏହି ୧୬ ବର୍ଷୀୟ ଯୁବକ…

ଆଉ ସପ୍ତାହକ ପରେ ଭଙ୍ଗାଯିବ ସୁପରଟେକ ଟ୍ୱିନ ଟାୱାର

ନୂଆଦିଲ୍ଲୀ: ନୋଏଡାର ୪୦ ମହଲା ବିଶିଷ୍ଟ ସୁପରଟେକ ଟ୍ୱିନ ଟାୱାର ୨୮ ଅଗଷ୍ଟରେ ଭଙ୍ଗାଯିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପାରିପାଶ୍ୱର୍ୀକ ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ସୁପ୍ରିମକୋର୍ଟ ଆଉ ଅଧିକ ୭ ଦିନ ସମୟ ଦେଇଛନ୍ତି । ନୋଏଡାର ସେକ୍ଟର-୯୩ରେ ଏହି ଟ୍ୱିନ ଟାୱାର…

ସ୍ମୃତିର ସ୍ୱାଧୀନତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗୋପବନ୍ଧୁ ବାବୁ ଗାଁର ସବୁଠୁ ବୟୋଜ୍ୟେଷ୍ଠ ଶିକ୍ଷକ। ପୂରା ନାଁ ଗୋପବନ୍ଧୁ ମିଶ୍ର। କିନ୍ତୁ ସମସ୍ତେ ତାଙ୍କୁ ଡାକନ୍ତି ଗୋପ ବାବୁ। ଅବସର ନେବାର ପଚିଶ ବର୍ଷ ହେଲାଣି। ତଥାପି କର୍ମଠ। ଚଳଚଞ୍ଚଳ। ଛୋଟ ଛୋଟ ପିଲାଙ୍କୁ ସବୁଦିନ ସନ୍ଧ୍ୟାରେ…