Latest Odisha News

BREAKING NEWS

Yearly Archives

2022

ଫୁଲୁଛି ଜଳକା ନଦୀ: ବିପଦ ସଙ୍କେତ ଟପିବା ପରେ ବିଭିନ୍ନ ସ୍ଥାନରେ ବନ୍ୟା

ବାଲେଶ୍ୱର: ଫୁଲୁଛି ଜାଲକା ନଦୀ । ଲଗାଣ ବର୍ଷା ପାଇଁ ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳ ସ୍ତର। ମୟୂରଭଞ୍ଜ ଜିଲ୍ଲା ଜଳକା ନଦୀର ଉପର ମୁଣ୍ଡରେ ଥିବା ମୋରଡା, ରାସଗୋବିନ୍ଦପୁର ଏବଂ ସୁଳିଆପଦା ଆଦି ସ୍ଥାନରେ ଗତ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଫଳସ୍ୱରୂପ, ବାଲେଶ୍ୱର…

ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

ଭୁବନେଶ୍ୱର: ଆଜି ମୟୂରଭଞ୍ଜ କରଞ୍ଜିଆ ବ୍ଲକର ହାତୀବାରି ଠାରେ ଦେଓ ଜଳସେଚନ ଓ ରାସଗୋବିନ୍ଦପୁର ବ୍ଲକର ଟିକରପଡା ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଉଦଘାଟନ କରିବେ। ଏଥିପାଇଁ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ନବୀନ…

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଆସନ୍ତାକାଲିଠାରୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଜିଠୁ ବଢିବ ବର୍ଷା। ଆସନ୍ତା କାଲିଠାରୁ ବଢିବ ବର୍ଷାର ପରିମାଣ । ୧୩ ଏବଂ ୧୪ ତାରିଖରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାପୂର୍ବରୁ ଗତକାଲି ପାଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତାକାଲି…

ହୃଦୟ ଜିତିଲା ଶତ୍ରୁ ପକ୍ଷ: ସମୁଦ୍ର ଭିତରେ ଭାରତୀୟଙ୍କୁ ଉଦ୍ଧାର କଲେ ପାକିସ୍ତାନୀ ନୌସେନା ଅଧିକାରୀ

ନୂଆଦିଲ୍ଲୀ: ସମସ୍ତ ବାଦ ବିବାଦ ସତ୍ତ୍ୱେ ହୃଦୟ ଜିତିଛି ଶତ୍ରୁ ପକ୍ଷ ପାକିସ୍ତାନ । ପାକିସ୍ତାନ ନୌସେନା ଗୁରୁବାର ଦିନ କହିଛି ଯେ ଏକ ଜାହାଜ ଆରବ ସାଗରରେ ଓଲଟି ପଡିଥିଲା । ଏହି ସମୟରେ ଜାହାଜର ଚାଳକ ସମେତ ୯ ଜଣ କ୍ରିଉ ସଦସ୍ୟଙ୍କୁ ପାକିସ୍ତାନୀ ନୌସେନା ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା…

‘ମାଗଣା ଯୋଜନା ଉପହାର’ ପ୍ରସଙ୍ଗର ଶୁଣାଣି କରି ନିଜ ଶ୍ୱଶୁର ଘର ଉଦାହରଣ ଦେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଭୋଟ୍ ପାଇଁ ମାଗଣା ଉପହାର ପ୍ରସଙ୍ଗ ବୃଦ୍ଧି ପାଇଛି। ମାଗଣା ବିଦ୍ୟୁତ୍ ଏବଂ ଜଳ ସମେତ ରାଜନୀତିକ ଦଳର ଏଭଳି ପ୍ରତିଶ୍ରୁତି ବିରୋଧରେ ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଜନସ୍ୱାର୍ଥ ମାମଲା ଦାୟରର ଶୁଣାଣି କରିଛନ୍ତି। ଏହି ସମୟରେ ପ୍ରଧାନ ବିଚାରପତି ଏନ.ଭି…

କଂଗ୍ରେସ ବିଧାୟକଙ୍କ ଜ୍ୱାଇଁଙ୍କ କାର ଧକ୍କାରେ ୬ ମୃତ

ଅହମଦାବାଦ: ଗୁରୁବାର ସନ୍ଧ୍ୟାରେ ଅଟୋ ରିକ୍ସା ଏବଂ ମୋଟରସାଇକେଲକୁ ଧକ୍କା ଦେଇଛି ଏକ ଏସୟୁଭି କାର । ଏହି ମୁହାଁମୁହିଁ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆନନ୍ଦ ନଗରୀ ଓ ତାରାପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଅନ୍ତର୍ଗତ ସୋଜିତ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।…

ଅନୁବାଦ କବିତା : ସାମନା ସାମନି

ମୂଳ ରଚନା : ଚେଜଲୋ ମିଲସ  ବଡ଼ି ଭୋରରୁ ଆମେ ଏକ ଗାଡ଼ିରେ ବରଫ ଭରା ପଡ଼ିଆ ଭିତର ଦେଇ ପଳାଇ ଯାଉଥିଲୁ। ଛାଇ ଅନ୍ଧାର ଦେଇ ଏକ ନାଲି ଡେଣା ପ୍ରକଟ ହେଲା। ହଠାତ ଠେକୁଆଟିଏ ରାସ୍ତା ଉପର ଦେଇ ଦୌଡ଼ି ଗଲା ଆମ ଭିତରୁ ଜଣେ ତା' ଆଡ଼କୁ।ଆଙ୍ଗୁଳି ବଢ଼ାଇ ଆମକୁ ଦେଖାଉଥିଲା। କଥାଟି…

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇର ଚିଠି

ଭୁବନେଶ୍ୱର: ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଧୀକ୍ଷକ (ଏସଏସଆଇ) ସୋମବାର ପୁରୀର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ କରିବାକୁ କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇ ଚିଠି ଲେଖି ରତ୍ନ ଭଣ୍ଡାର ଭିତର ଯାଞ୍ଚ କରିବାକୁ କହିଛନ୍ତି ।…

ଭାଷା ଭାଗବତ : ମତାଂଧ ନିର୍ବୋଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୫ ସବୁ ବାଦର ସମନ୍ବୟ ସଂଭବ ହୋଇଲେ ନିଶ୍ଚୟ ବାଦୀଏ ହୋଇ ଭାଗ ଭାଗ କରିବେନାହିଁ ଅଭିଯୋଗ କିଂତୁ ହୋଇଲେ ମତାଧୀନ ବ୍ୟକ୍ତିଟେ ହୁଏନି ସ୍ବାଧୀନ ହୋଇ ମତର ବଶବର୍ତୀ କରିଚାଲେ ବିଶ୍ବର କ୍ଷତି ବିଶ୍ବବାସୀଂକ ମନୋବଳ କ୍ରମଶଃ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରର ପରିଚୟ ଶ୍ରୀମନ୍ଦିର ଓ ମହୋଦଧି । ଆଜି ବି ଏଇ ଦୁଇଟିର ଆକର୍ଷଣ ଟାଣିଆଣେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଭକ୍ତଙ୍କୁ ଏହି…