Latest Odisha News

BREAKING NEWS

Yearly Archives

2022

ମୁମ୍ବାଇରୁ ଅହମ୍ମଦାବାଦ ଉଡ଼ିଲା ଆକାଶା ଏୟାର

ଭୁବନେଶ୍ୱର: ରବିବାର ଦେଶରେ ଆଉ ଏକ ଘରୋଇ ବିମାନ ସେବା 'ଆକାଶା ଏୟାର' ଆରମ୍ଭ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟାେତିରାଦିତ୍ୟ ସିନ୍ଧିଆ ଏବଂ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି. କେ ସିଂ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନୀ ଉଡ଼ାଣରେ ମୁମ୍ବାଇରୁ ଅହମ୍ମଦାବାଦ ପ୍ରଥମ ବିମାନ…

ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ରବିବାର ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସତର୍କତା ଜାରି କରିଛନ୍ତି । ଏ ସକାଶେ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପୁରୀକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା,…

ଭାଷା ଭାଗବତ : ବ୍ୟକ୍ତିମତ ହିଁ ଜନମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୦  ତଥ୍ୟର ମହା ବିସ୍ଫୋଟନ ହେତୁ ଏବେ ଲୋକଂକ ମନ କରୁନି ଏକାଗ୍ର ଚିଂତନ ଘଟୁଛି ଭାବ ସଂକୋଚନ ଗଣ ମାଧ୍ଯମ କରେ ସ୍ଥିର କିପରି ପ୍ରସଂଗ ବିଚାର କରିବେ ଜନସାଧାରଣ ସ୍ବାଧୀନ ଚିଂତା ହେବ କ୍ଷୁଣ୍ଣ ଲୋକଂକ ଗମନାଗମନ ଜ୍ଞାନୀଂକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିକଟରେ ଅବସ୍ଥିତ ତୀର୍ଥ ପତିତପାବନୀ ଶ୍ୱେତଗଙ୍ଗା ଆକାଶରେ ପତିତପାବନ ବାନା, ଗୁମୁଟ ରେ (ମର୍ତ୍ୟରେ )ସ୍ୱୟଂ ପତିତପାବନ ମୂର୍ତ୍ତି ଶେଷରେ…

ଶିଶୁ କବିତା : କୃଷକଟିଏ ମୁଁ

ପ୍ରତିଭା ସାହୁ କୃଷକଟିଏ ମୁଁ କୃଷକଟିଏ କୃଷି ମୋର ସଦା କାମ ଖରା ବରଷାକୁ କରେନି ଖାତିର ମାଟି ପରା ମାଆ ଆମ । ସକାଳ ସୂରୁଯ ଉଇଁ ଆସେ ଯେବେ କ୍ଷେତ ବାଡିକୁ ମୋହର ସ୍ୱାଗତ ଜଣାଇ କାମ ଧନ୍ଦା କରେ ନଥାଏ କାହାକୁ ଡର । ମାଟି ସଙ୍ଗେ ମାଟି କଷଣ ମୁଁ କରି ଉପୁଜାଏ ଖାଦ୍ୟ ଶସ୍ୟ…

କବିତା : ସର୍କାର୍

ଭାରତ ମାଝୀ କିଆରିରେ ବାଇଗଣ ତୋଳୁଥିବା ଦିଅର, କବାଟ କଣରେ କୁଞ୍ଚ ସଜାଡୁଥିବା ଭାଉଜ, ଦାଣ୍ଡରେ ଗୁଡାଖୁ ଘଷୁଥିବା ବଡ଼ମା', ହାଟରୁ ସଉଦା ଧରି ଫେରୁଥିବା ସାନଭାଇ, ଗ୍ରାମ୍ୟବ୍ୟାଙ୍କ ବାରଣ୍ଡାରେ ପର୍ଚି ଲେଖୁଥିବା ବାପା- ଏମାନଙ୍କ ଭିତରୁ କାହାକୁ କିମ୍ବା ଏମାନଙ୍କୁ ସମସ୍ତଙ୍କୁ…

ଅନୁବାଦ ଗଳ୍ପ : ଖାନଦାନୀ ପଲଙ୍କ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୫ ମୂଳ ବଙ୍ଗଳା : ନରେନ୍ଦ୍ରନାଥ ମିତ୍ର ମକବୁଲ ପୋଷ୍ଟ ଅଫିସରୁ ଚିଠିଟି ଆଣି ଆସିଥିଲା । ଚୌଧୁରୀ ଘର ମହଲାରେ କ୍ଷୀର ଦେବାଲାଗି ପ୍ରତିଦିନ ସିଏ କେନାଲରେ ଛୋଟ ଡଙ୍ଗାଟି ଆଣି ଆସିଥାଏ । ସେଇ କୋଠାର ଗୋଟିଏ ପାଖରେ ଗାଁ ଡାକଘର । ମକବୁଲ…

ଇସାରା ଦେଇ ମମତାଙ୍କ ଟିଏମସିକୁ ବାଣ ମାରିଲେ ମାର୍ଗେଟ ଆଲଭା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀଙ୍କ ମିଳିତ ପ୍ରାର୍ଥୀ ମାର୍ଗେଟ୍ ଆଲଭା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ଦ୍ୱାରା ପରାଜିତ ହୋଇଛନ୍ତି। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ତାଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଛନ୍ତି। ଧନଖଡ ୫୨୮ ଭୋଟ୍ ପାଇଥିବାବେଳେ ଆଲଭା ୧୮୨ ଭୋଟ୍…

ନୀତି ଆୟୋଗ ବୈଠକକୁ ଆସିବେନି ନୀତିଶ; ବିଜେପି-ବିହାରୀ ବାବୁ ସମ୍ପର୍କ ଠିକଠାକ ଚାଲିଛି ତ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଦିଲ୍ଲୀରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ବୈଠକରେ ଯୋଗଦେବେ ନାହିଁ। ଏହି ସଭାରେ…

ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତ 59 ରନରେ ବିଜୟୀ

ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚତୁର୍ଥ ଟି-ଟ୍ୱେଣ୍ଟି ରେ ଭାରତ 59 ରନରେ ବିଜୟୀ ହୋଇଛି ।  ଆମେରିକାର ଫ୍ଲୋରିଡା ସହରରେ ଖେଳାଯାଉଥିବା ଏହି ମ୍ୟାଚରେ ବର୍ଷା କିଛି ସମୟ ବାଧକ ସାଜିବାକୁ ମ୍ୟାଚ ଡେରିରେ ଆରମ୍ଭ ହୋଇଥିଲା ।…