Latest Odisha News

BREAKING NEWS

Yearly Archives

2022

୭ ବର୍ଷ ହେଲା ପ୍ରତ୍ୟେକ ଦିନ ଏହି ଘରେ ଜାତୀୟ ପତାକା ଉଡେ

ବୁରହାନପୁର: ଭାରତରେ ଏବେ ଆଜାଦୀର ଅମୃତ ମହୋତ୍ସବ ପାଳନ କରାଯାଉଛି । ୧୧ ଅଗଷ୍ଟରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହେବ । ତେବେ ମଧ୍ୟପ୍ରଦେଶର ବୁରହାନପୁରରେ ଏପରି ଏକ ପରିବାର ଅଛି ଯାହାର ସଦସ୍ୟ ପ୍ରତ୍ୟେକ ଦିନ ସମ୍ମାନର ସହ ଜାତୀୟ ପତାକା ଉତୋଳନ କରିଥାନ୍ତି । ୭ ବର୍ଷ ହେବ ସେମାନେ ଏହି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ଶ୍ରୀମନ୍ଦିର ଗର୍ଭଗୃହରୁ କୌଣସି ପଥର ଖସିନାହିଁ । ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ଵରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସେ ଆହୁରି ମଧ୍ୟ କହିଛନ୍ତି, ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ…

ଓଡ଼ିଶାରେ ଅଛନ୍ତି ୧୭ ଲକ୍ଷରୁ ଅଧିକ ବୁଲା କୁକୁର; ଉତ୍ତରପ୍ରଦେଶରେ ସର୍ବାଧିକ

ଭୁବନେଶ୍ୱର: ଓଡ଼ିଶାରେ ଅଛନ୍ତି ୧୭ ଲକ୍ଷରୁ ଅଧିକ ସଂଖ୍ୟକ ବୁଲା କୁକୁର । ୨୦୧୯ ମସିହା ପ୍ରାଣୀଧନ ଗଣନା ହିସାବରେ ଭାରତରେ ସର୍ବାଧିକ ବୁଲା କୁକୁର ଉତ୍ତରପ୍ରଦେଶରେ ଅଛନ୍ତି । ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଉତ୍ତର ପ୍ରଦେଶରେ ୨୦ ଲକ୍ଷ ୫୯ ହଜାର ୨୬୧ଟି ବୁଲା କୁକୁର ଅଛନ୍ତି…

[ଦେଖନ୍ତୁ ଭିଡିଓ] ତାଇୱାନ ଭୋଗିବ କି ୟୁକ୍ରେନ୍ ଦଶା ? ଆମେରିକାର ଏଭଳି ଅଭ୍ୟାସ ପାଇଁ ହୋଇଥିଲା ଯୁଦ୍ଧ

ନୂଆଦିଲ୍ଲୀ: ୟୁକ୍ରେନ୍-ଋଷ ଯୁଦ୍ଧ ଥମିନି । ଏପଟେ ଆଉ ଗୋଟେ ଯୁଦ୍ଧ ଭଳି ସ୍ଥିତି ଉପୁଜିଲାଣି । ନାଟୋରେ ସାମିଲ୍ ନେଇ ଆମେରିକା କଥାରେ ଡେଇଁବା ୟୁକ୍ରେନକୁ ବେଶ୍ ଭାରି ପଡ଼ିଛି । ଆଉ ଏବେ ତାଇୱାନ ଉପରେ ଚୀନ ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରିଥିବା ବେଳେ ଆଗକୁ ଆସିଛି ଆମେରିକା । ତାଇୱାନ…

ରାଜ୍ୟଗୋଷ୍ଠୀ କ୍ରୀଡା: ୫ମ ଥର ପାଇଁ ମହିଳା ହକି ସେମିରେ ପ୍ରବେଶ କଲା ଭାରତ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୫ମ ଥର ପାଇଁ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି । ବୁଧବାର ଚତୁର୍ଥ ଗ୍ରୁପ ମ୍ୟାଚରେ ଭାରତ ୩-୨ର କାନାଡାକୁ ପରାସ୍ତ କରିଥିଲା । କାନାଡା ସେମି ଦୌଡରୁ ବାଦ ପଡିଛି । ଭାରତ ପାଇଁ ଏହି ମ୍ୟାଚରେ ସଲିମା ଟେଟେ, ନବନୀତ କୌର ଓ…

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ ମଣ୍ଡଳୀ; ତାରା ବାହିନୀପତି ଦେଲେ କୋଟପାଟ ଶାଢ଼ୀ

ଭୁବନେଶ୍ୱର: ଭୋଟ୍ ଦେଇ ଜିତେଇଥିଲେ । ଆଜି ଆତିଥ୍ୟତା ଗ୍ରହଣ କଲେ ଓଡ଼ିଶା ବିଧାନସଭାର ସଭ୍ୟ ଗଣ । ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାର ଏକ ବିଧାୟକ ମଣ୍ଡଳୀ ଭେଟିଛନ୍ତି। ରାଷ୍ଟ୍ରପତି ଭବନରେ ନିଜ ରାଜ୍ୟର ବିଧାୟକଙ୍କୁ ଭେଟି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି ।…

ଏଏସଆଇ ସଂରକ୍ଷିତ ସମସ୍ତ ସ୍ମାରକୀ ଅଗଷ୍ଟ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ମାଗଣା

ଭୁବନେଶ୍ୱର: ଭାରତର ୭୫ ତମ ସ୍ୱାଧୀନତା ଦିବସ ତଥା 'ଆଜାଦୀ କା ଅମୃତ ମହୋତ୍ସବ' ଅବସରରେ ଏଏସଆଇ ପକ୍ଷରୁ ଆସିଛି ବଡ଼ ଉପହାର । ଦେଶରେ ଏଏସଆଇ ଦ୍ୱାରା ସଂରକ୍ଷିତ ସମସ୍ତ ସ୍ମାରକୀ ଏବଂ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ଟିକେଟ୍ ଫ୍ରି ଅର୍ଥାତ୍ ମାଗଣା କରାଯାଇଛି । ଅଗଷ୍ଟ୫ ତାରିଖରୁ ୧୫…

ଲଭପ୍ରତୀଙ୍କୁ ବ୍ରୋଞ୍ଜ, ୱେଟଲିଫ୍ଟିଂରେ ଚମତ୍କାର ପ୍ରଦର୍ଶନ ଜାରୀ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ୱେଟଲିଫ୍ଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ବୁଧବାର ପୁରୁଷ ୧୦୯ କେଜି ବିଭାଗରେ ଲଭପ୍ରୀତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ସ୍ନାଚରେ ୧୬୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୯୨ କେଜି ସହ ଓଭରାଲ ୩୫୫ କେଜି ଭାର ଉଠାଇଥିଲେ ।…

ଭିଜିଲାନ୍ସ ଜାଲରେ ବାଲିପାଟଣା ଏଏସଆଇ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ଏଏସଆଇ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନାର ମହିଳା ଏଏସଆଇ ପୁସ୍ପଲତା ପାଇକରାୟଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ଜଣେ ଏତଲାକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା…

ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିବା ନେଇ ଚର୍ଚ୍ଚା । ଆଦ୍ରତା ପାଇଁ ପଥର ନୁହେଁ ପ୍ଲାଷ୍ଟର ଖସିଛି

ପୁରୀ :  ଶ୍ରୀମନ୍ଦିରରୁ କୌଣସି ପଥର ଖସିନାହିଁ  । ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ଵରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି । ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ ଆଧାରରେ ଗତକାଲି ସକାଳ ଧୂପ ପରେ ଏହି ଘଟଣା ଘଟିଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…