Latest Odisha News

BREAKING NEWS

Yearly Archives

2022

ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା, ନୂଆ ରାଷ୍ଟ୍ରପତି କହିଲେ ଆମକୁ ନୂଆ ଜୀବନ ଦେଇଛନ୍ତି

କଲମ୍ବୋ: ଶ୍ରୀଲଙ୍କାରେ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ମଧ୍ୟରେ ରାନିଲ ବିକ୍ରମାସିଂଘେ ନୂଆ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ବୁଧବାର ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଶ୍ରୀଲଙ୍କା ସଂସଦର ନୂତନ ଅଧିବେଶନକୁ ଉଦଘାଟନ କରିଛନ୍ତି। ଏହାପରେ ସଂସଦର ପ୍ରଥମ ଅଧିବେଶନ ଅନୁଷ୍ଠିତ…

ବେଜିଂର ଚେତାବନୀ ସତ୍ତ୍ୱେ ତାଇଓ୍ୱାନ ରାଷ୍ଟ୍ରପତିଙ୍କୁ ଭେଟିଲେ ଆମେରିକାର ବାଚସ୍ପତି ନାନସୀ ପେଲୋସି

ତାଇପେଇ ସିଟି: ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ବିଶ୍ୱର ଦୁଇ ମହାଶକ୍ତି ଚୀନ୍ ଏବଂ ଆମେରିକାର ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ, ନାନସୀ ପେଲୋସି ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନଙ୍କୁ ଭେଟିଛନ୍ତି। ଏହି ବୈଠକରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନ…

ଯେଉଁ ଅସ୍ତ୍ରରେ ଆମେରିକାର ଶତ୍ରୁ ନିପାତ ହେଲା ତାକୁ କିଣିବେ ମୋଦୀ ସରକାର !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନ କାବୁଲର ହାଇ ସିକ୍ୟୁରିଟି ଜୋନରେ ରହୁଥିବା ଏକ ସାଧାରଣ ଘର ବାଲକୋନାରି ବୁଲୁଥିବା ବେଳେ ଆମେରିକାର ଏକ ମିଶାଇଲ ମାଡରେ ନିପାତ ହୋଇଛି ଅଲ୍ କାଏଦା ଆତଙ୍କବାଦୀ ସଂଗଠନର ମୁଖ୍ୟ ଓସାମା ବିନ ଲାଡେନ ପରେ ଦାୟିତ୍ୱ ସମ୍ବାଳୁଥିବା ଆୟମାନ ଅଲ୍ ଜଓ୍ୱାହିରି…

୫ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା, ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ମୌସୁମୀ ନିମ୍ନ ଚାପ ରେଖା ଦକ୍ଷିଣ ମୁହାଁ ହୋଇଛି । ହିମାଳୟ ପାଦ ଦେଶରୁ ସ୍ୱାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ ନିମ୍ନ ଚାପ ରେଖା । ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୫ ତାରିଖରେ ରାଜ୍ୟର ୧୦ ଗୋଟି ଜିଲ୍ଲାରେ…

ରାଜଧାନୀରେ ଦେହ ବ୍ୟବସାୟର ପସରା: ୨୦୨୨ରେ ପୋଲିସ ଏଯାବତ ଧରିପାରିନି ସେକ୍ସ ରାକେଟ

ଭୁବନେଶ୍ୱର: ରାଜଧାନୀରେ ଦେହଜୀବୀ ଧରାପଡିବା ଏକଦା ନିତିଦିନିଆ ଖବର ପାଲଟିଥିଲା। ଏବେ କିନ୍ତୁ ଏହି ଖବର ଆସୁନି କି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବାର ମଧ୍ୟ କୌଣସି ସୂଚନା ନାହିଁ। କିନ୍ତୁ ବିଭିନ୍ନ ସୂଚନା ପ୍ରଦାନକାରୀଙ୍କ ତଥ୍ୟକୁ ଯଦି ବିଶ୍ୱାସ କରିବା ତାହେଲେ ରାଜଧାନୀରେ ବଢୁଛି ଦେହ…

ଭାଷା ଭାଗବତ : ଅମୂଲ୍ୟ ସଂପତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୬ ତର୍କ ଚଳିଲେ ଦୀର୍ଘକାଳ ସଂପର୍କ ହୋଇଲେ ଦୁର୍ବଳ ଆଘାତ ଆଉ ପ୍ରତ୍ୟାଘାତ କରଂତି ସଭିଂକୁ ଆହତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଯେହେତୁ ନୁହେଁ ଦରକାର ଯିଏ ଯାହା ସଂକଳ୍ପ ଧରି ହୁଅଂତି ଭାଷା ସେବାକାରୀ ତର୍କଣା ଦ୍ବାରା ମତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଉତ୍ପତ୍ତି ସ୍ଥଳ, ବର୍ତ୍ତମାନର ଶ୍ରୀଗୁଣ୍ଡିଚା ମନ୍ଦିର ସନ୍ନିକଟ ତୀର୍ଥ ପୁଷ୍କରିଣୀ ହେଉଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ। ଶ୍ରୀକ୍ଷେତ୍ରରେ ରାଜା…

ପ୍ରଥମ ଥର ପାଇଁ ନାବେଟ୍‍ କ୍ୟୁସିଆଇ ରାଙ୍କିଂ : କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: କ୍ୟୁସିଆଇ ନାବେଟ ର‌୍ୟାଙ୍କିଂରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି। ସଂପ୍ରତି ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ…

ଆପୋଲୋ ହସ୍ପିଟାଲର ଏକ ଭିନ୍ନ ପ୍ରୟାସ; ରକ୍ତ ପରୀକ୍ଷାରୁ ହେବ ସ୍ତନ କର୍କଟ ଚିହ୍ନଟ

ଭୁବନେଶ୍ୱର: ରକ୍ତ ପରୀକ୍ଷାରୁ ହିଁ ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ରକ୍ତ ପରୀକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଲବିକ ପରିବର୍ତ୍ତନ ବୋଲି ଆପୋଲୋ ହସ୍ପିଟାଲ ଦାବି କରିଛି । ଏହି ପରୀକ୍ଷା ଦ୍ୱାରା କର୍କଟ ରୋଗରୁ ମହିଳା ମାନଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିହେବ ବୋଲି ଭୁବନେଶ୍ୱର…

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଛାତ୍ର ଗଣ୍ଡଗୋଳ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ସୋମବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମଙ୍ଗଳବାର ଉଭୟ ଗୋଷ୍ଠୀର ଛାତ୍ରଙ୍କ ଅଭିଭାବକଙ୍କ ସହ କଲେଜ କର୍ତ୍ତୃପକ୍ଷ ଓ ଗୋପାଳପୁର ପୋଲିସ ମଧ୍ୟରେ ବୁଝାମଣା ବୈଠକ…