Latest Odisha News

BREAKING NEWS

Yearly Archives

2022

ବ୍ରହ୍ମପୁରରେ ବେଆଇନ୍‌ ନିର୍ମାଣ ନେଇ ସପିଂ ମଲ୍‌କୁ କାରଣ ଦର୍ଶାଅ ନୋଟିସ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ଜନଗହଳି ପୂର୍ଣ୍ଣ ଏବଂ ପ୍ରମୁଖ ରାସ୍ତା ଗୁଡ଼ିକ କଡ଼ରେ ବେଆଇନ୍‌ ଭାବେ ସପିଂ ମଲ୍ ଏବଂ କୋଠା ନିର୍ମାଣ ବଢ଼ିବାରେ ଲାଗିଛି । ସିଟି ହସ୍ପିଟାଲ କଡ଼ରେ ଗତ ଦୁଇ ଦିନ ପୂର୍ବେ ଉଦ୍‌ଘାଟିତ ହୋଇଥିବା ସପିଂ ମଲ୍‌ ‘ଇଜୀ ବାୟ’କୁ ବେଆଇନ୍‌ ନିର୍ମାଣ ନେଇ ମଙ୍ଗଳବାର ଉଭୟ…

୧୦୦ ମିଟର ସେମି ଫାଇନାଲକୁ ଉନ୍ନୀତ ହେବାରେ ଦୂତୀ ବିଫଳ

ଭୁବନେଶ୍ୱର: ନିରାଶ କଲେ ଭାରତର ଦୌଡ ରାଣୀ ତଥା ଓଡିଶା ଷ୍ଟାର ମହିଳା ଆଥଲେଟ ଦୂତୀ ଚାନ୍ଦ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତି ମହିଳା ୧୦୦ ମିଟର ଦୌଡର ସେମି ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ଓଡିଶାର ଏହି ଆଥଲେଟ ହିଟ ୫ରେ ୧୧.୫୫ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ…

ଚାଇନାକୁ ଶକ୍ତ ଆମେରିକାର ଚାପୁଡ଼ା, ରାଗରେ ନାଲି ଚୀନ

ତାଇୱାନରେ ପହଁଚିଛନ୍ତି ଆମେରିକା ସଂସଦର ବାଚସ୍ପତି ନାନସି ପେଲୋସି । ଚୀନର ଧମକକୁ ଖାତିର ନକରି କଡା ସୁରକ୍ଷା ଭିତରେ ତାଇଓ୍ବାନ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ତାଙ୍କ କାରକୁ କଡା ସୁରକ୍ଷା ଦିଆଯାଇଛି । ପହଁଚିବା ପରେ ଟୁଇଟ କରିଛନ୍ତି ପେଲୋସି ।…

ଟେବୁଲ ଟେନିସରେ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପୁରୁଷ ଟିମ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଟେବୁଲ ଟେନିସରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପୁରୁଷ ବିଭାଗ ଫାଇନାଲରେ ଟିମ ଇଣ୍ଡିଆ ୩-୧ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା । ସାଥିୟାନ ଜ୍ଞାନଶେକରନ ଓ ହରମିତ ଦେଶାଇ ସେମାନଙ୍କ ଡବଲ୍ସ ମ୍ୟାଚ ସହଜରେ ଜିତିଥିଲେ ମଧ୍ୟ ଷ୍ଟାର ଖେଳାଳି ଶରଥ…

ଉପକୂଳ ବାସିନ୍ଦାଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ କଲୋନି

ବ୍ରହ୍ମପୁର:ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ୫ଟି ବ୍ଲକର ବାସିନ୍ଦା ବର୍ତ୍ତମାନ ସମୁଦ୍ରର କରାଳ ରୂପକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି । ବିଶେଷକରି ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଓ ଗଞ୍ଜାମ ବ୍ଲକର ପୋଡମପେଟା ଗ୍ରାମ । ପୂର୍ବରୁ ଗାଁଠାରୁ ସମୁଦ୍ର ୨ କି.ମି ଦୂରରେ ରହିଥିଲା । ଏବେ ଗାଁର ବସତିକୁ…

ରାଜ୍ୟଗୋଷ୍ଠୀ କ୍ରୀଡା: ୯୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଲନ ବଲ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ମହିଳା ଟିମ ୯୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଲନ ବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଫାଇନାଲରେ ଭାରତ ୧୭-୧୦ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି କୀର୍ତିମାନ ସ୍ଥାପନ କରିଛି । ଫାଇନାଲରେ ଲଭଲୀ ଚୌବୀ, ପିଙ୍କି, ନୟନମୋନୀ ସୌକିୟା…

ଏସିଆ କପ୍ ତାରିଖ ଘୋଷଣା, ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ତାରିଖ ଘୋଷଣା ହୋଇଛି । ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ୨୮ ତାରିଖରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଚଳିତଥର ଏସିଆ କପ୍ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ଏହି ମ୍ୟାଚ୍ ଦୁବାଇରେ ହେବ । ଅଗଷ୍ଟ ୨୭ରୁ ୩୧ ତାରିଖ ଯାଏ ଗ୍ରୁପ୍…

ଆର୍ଥିକ ହେରଫେର ଏବଂ ସଞ୍ଜୟ ରାଉତ ଗିରଫ ମାମଲାରେ ଆହୁରି ଅନେକ ତଦନ୍ତ ପରିସର ଭୁକ୍ତ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପତ୍ର ଚଲ ମାମଲା ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଗିରଫ କରିବା ସହ ଆଉ କିଛି ଲୋକଙ୍କୁ ସମନ ଜାରି କରିଛି । ରବିବାର ଠାରୁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଆର୍ଥିକ ହେରଫେର ମାମଲାର ତଦନ୍ତ କରି ସୋମବାର ଗିରଫ କରିଛି । ମଙ୍ଗଳବାର ଏହି…

[ଦେଖନ୍ତୁ ଭିଡିଓ] ପଞ୍ଚାୟତକୁ ନିଶାମୁକ୍ତ କରିବା ପାଇଁ ତାତିଲେ ମହିଳା

ନୂଆପଡ଼ା: ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା । ନୂଆପଡ଼ା ଜିଲ୍ଲାର ସିନାପାଲି, ବୋଡେନ, ଖଡ଼ିଆଳ ଓ କୋମନା ଅଞ୍ଚଳରେ ମଦ କାରବାର ବଢ଼ୁଥିବା ବେଳେ ଗରିବ ଖଟିଖିଆ ପରିବାର ଉଜୁଡ଼ି ଯାଉଛି । ଯାହାର ପ୍ରତିବାଦ କରିଛନ୍ତି ଶହ ଶହ ମହିଳା । ସିନାପାଲି ବ୍ଲକ ଖଇରପଦର ପଞ୍ଚାୟତକୁ ସମ୍ପୂର୍ଣ୍ଣ…

ଆଜି ସଂଧ୍ୟାରେ ରାଜ୍ୟର ୧୯ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୯ ଜିଲ୍ଲାରେ ମଙ୍ଗଳବାର ସଂଧ୍ୟାରେ ଅଳ୍ପ କିମ୍ବା ତା ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜୁଳି ସହ ଘଡ଼ଘଡ଼ି ଓ ବର୍ଷାର ସମ୍ଭାବନା ଅଛି ବୋଲି ସୂଚନା ଦେଇଛି । ଖୋର୍ଦ୍ଦା, କଟକ, ଜଗତସିଂହପୁର, ଅନୁଗୁଳ, ମାଲକାନଗିରି,…