Latest Odisha News

BREAKING NEWS

Yearly Archives

2022

POS ମେସିନ୍ ଲଗାଇବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ, ବନ୍ଧା ହେଲା ଗ୍ୟାଙ୍ଗ

ଯାଜପୁର: ବିଭିନ୍ନ ଦୋକାନରେ (POS) ବା ପଏଣ୍ଟ ଅଫ୍ ସେଲ୍ ମେସିନ୍ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ବନ୍ଧା ହେଲେ ଦମ୍ପତିଙ୍କ ସହ ୫ ଜଣ । ଠକଙ୍କ ଠାରୁ ନଗଦ ୧୦ ଲକ୍ଷ ଟଙ୍କା, ୬୩ଟି ଏଟିଏମ କାର୍ଡ, ଗୋଟିଏ କ୍ରେଡିଟ୍ କାର୍ଡ, ୭ଟି ମୋବାଇଲ ଫୋନ୍, ୪୬ଟି ସିମ୍ କାର୍ଡ, ୨୧ଟି…

ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼, ୨ ଜଣ ଗୁରୁତର

ଜଗତସିଂହପୁର: ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼ । ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ତରଡ଼ାପଡ଼ା ମଜୁରାଇ ଗାଁରେ । ଗୁଳିମାଡ଼ରେ ପୀତବାସ ଦାସ ଏବଂ ଅବିନାଶ ଦାସ ଆହତ ହୋଇଛନ୍ତି । ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ ଅବସ୍ଥା ଗୁରୁତର…

[ଦେଖନ୍ତୁ ଭିଡିଓ] ସାବଧାନ ! ଅସଲି ନାଁରେ ବୁଲୁଛନ୍ତି ନକଲି ଅଧିକାରୀ, ଲୁଟି ନେଉଛନ୍ତି ଟଙ୍କା

ନୂଆପଡ଼ା: ସାବଧାନ ! ନୂଆପଡ଼ାରେ ବୁଲୁଛନ୍ତି ନକଲି ଅଧିକାରୀ । ବାବୁ ଭଳି ବେଶଭୂଷାରେ ଆସୁଛନ୍ତି । ସୁଯୋଗ ପାଇଲେ ହାତ ସଫେଇ ବି କରୁଛନ୍ତି । କିଏ ନିଜକୁ ତହସିଲଦାର ତ ଆଉ କିଏ ବଡ଼ବାବୁ ପରିଚୟ ଦେଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି । କିଛିଦିନ ତଳେ ଖଡ଼ିଆଳ ପୋଲିସ ଏଭଳି…

ଡିକି ଭାଙ୍ଗି ଲୁଟେରା ନେଇଗଲେ ୧ ଲକ୍ଷ ଟଙ୍କା

ଅନୁଗୁଳ: ପୁଣି ମାତିଲେ ଲୁଟେରା । ବାଇକ୍ ଡିକି ଭାଙ୍ଗି ନେଇଗଲେ ୧ ଲକ୍ଷ ଟଙ୍କା । ଜନଗହଳି ପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ତାଳଚେର ହାଟତୋଟା ବଜାରରେ । ତାଳଚେର ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ…

[ଦେଖନ୍ତୁ ଭିଡିଓ] ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମମାଟିରେ ସମ୍ବଲପୁରୀ ଦିନ

ସୋନପୁର: ଅଗଷ୍ଟ ୧ ସମ୍ବଲପୁରୀ ଦିନ୍ । ସମ୍ବଲପୁରୀ ଭାଷା ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ପ୍ରତ୍ୟେକ ବର୍ଷ ପଶ୍ଚିମ ଓଡ଼ିଶା ବାସୀ ସମ୍ବଲପୁରୀ ଦିନ ଭାବେ ପାଳନ କରି ଆସୁଛନ୍ତି । ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମମାଟି ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ…

‘ମୋ ଜୀବନ ପଛେ ନର୍କେ ପଡିଥାଉ’…..

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ଗ୍ରହଣ ଉତ୍ସବରେ ତାଙ୍କ କଣ୍ଠରୁ ଉଚ୍ଚାରିତ ସନ୍ଥକବି ଭୀମ ଭୋଇଙ୍କ ପଦାବଳି ଦେଶବାସୀ ବିଶେଷକରି ଓଡିଶାକୁ ଉତ୍ସାହିତ କରିଛି । “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ,…

ମୁକ୍ତ ଚିନ୍ତନ ମଞ୍ଚ ପକ୍ଷରୁ ୧୮୧ ତମ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟା ଭବନ ଆନୁକୂଲ୍ୟରେ ସମ୍ପ୍ରତି ଓଡ଼ିଆ ସାହିତ୍ୟର ବଡ଼ ସମସ୍ୟା ‘ଲେଖକ ବନ୍ୟା ଓ ପାଠକ ମରୁଡି’ ଶୀର୍ଷକରେ ୧୮୧ତମ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସୋଆ ବିଶ୍ବବିଦ୍ୟାଳୟର କୁଳପତି ଅଶୋକ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି…

ରାତି ଅଧରେ ଆସି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଜଳିଗଲା ୧୦ ବଖରା

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଦେଖୁ ଦେଖୁ ରାତି ଅଧରେ ଆଖି ଆଗରେ ଜଳିଗଲା ୧୦ ବଖରା ଘର । ପୁରୀ ଜିଲ୍ଲା ପିପିଲି ସରସ୍ୱତୀପୁର ଗାଁରେ ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳି ଯାଇଛି । ସୂଚନା ଅନୁସାରେ, ରାତି ପ୍ରାୟ ଗୋଟାଏ ବେଳେ କିଛି ଦୁର୍ବୃତ୍ତ ନକୁଳ…

ପ୍ରକାଶନର ସମସ୍ୟା ଓ ଆମ ସାହିତ୍ୟ

ସୌମେନ୍ଦ୍ର ଜେନା  ସାହିତ୍ୟର ସମୃଦ୍ଧିରେ ସଂସ୍କୃତିର ବିକାଶ ହୋଇଥାଏ। ଯେଉଁ ଭାଷାର ସାହିତ୍ୟ ଯେତେ ଉନ୍ନତ ସେହି ଭାଷାର ସାହିତ୍ୟ ପ୍ରକାଶନ ସେତେ ଅଧିକ ସମୃଦ୍ଧ ହୋଇଥାଏ ବୋଲି ସାଧାରଣରେ ଧାରଣା ରହିଆସିଛି। ଏକଥା ସତ ଯେ ସାହିତ୍ୟର ବିକାଶରେ ଭାଷାର ବିକାଶ ହୋଇଥାଏ। ସାହିତ୍ୟରେ ଯେଉଁ…

ଅଦୃଶ୍ୟ ପଦାର୍ଥର ରହସ୍ୟ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ବୈଜ୍ଞାନିକମାନଙ୍କ ପାଇଁ, ଆଜି ବି, ବ୍ରହ୍ମାଣ୍ଡ ଅପେକ୍ଷା ଅସଂଖ୍ୟ ତାରା ଥିବାର ସେଭଳି ଆଉ କିଛି ରହସ୍ୟମୟ ଥିବାର ନାହିଁ । ଯେପରି, ରାତି କାହିଁକି ଅନ୍ଧକାର, କିମ୍ବା ଏହି ବ୍ରହ୍ମାଣ୍ଡର ସମାପ୍ତି କେଉଁଠି ଅଛି କି ନାହିଁ , ଏଭଳି ଅସଂଖ୍ୟ ପ୍ରଶ୍ନ…