Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରୀ ଅର୍ପିତାଙ୍କ ସଫଳତା ନେଇ ଶୁଭେଚ୍ଛା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ ୨୦୨୨ ପ୍ରକାଶ ପାଇଛି। ଉଭୟ ପରୀକ୍ଷାରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ରାଜ୍ୟରେ ରେକର୍ଡ କରିଛନ୍ତି। ୨୦୨୧ରେ ମହାମାରୀ କରୋନା ପାଇଁ ବିନା ପରୀକ୍ଷାରେ ଫଳାଫଳ ପ୍ରକାଶ ପାଇଥିବା…

ମାଆଙ୍କ ସହ ବାଲକୋନିରେ ବାବୁସାନ୍: କହିଲେ ଠିକ୍ ସମୟରେ ଠିକ୍ କଥା କହିବି

ଭୁବନେଶ୍ୱର :  ମାଆ ଅପରାଜିତାଙ୍କ ସହ ସାମ୍ନାକୁ ଆସିଲେ ବାବୁସାନ୍ । ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ଚେନ୍ନାଇରୁ ଗତକାଲି ଆସିବା ପରେ ଆଜି ବାହାରକୁ ଆସି କହିଲେ ଠିକ୍ ସମୟରେ ଠିକ୍ କଥା କହିବି । ଏବେ ପରିବାର ପାଖରେ ଥିବାରୁ ବହୁତ ଖୁସି ଅଛି । ତେବେ ଗତକାଲି ସକାଳୁ…

ପ୍ରଧାନମନ୍ତ୍ରୀ ଚୟନ ନେଇ ଇରାକରେ ଅଶାନ୍ତି, ସଂସଦ ମଧ୍ୟକୁ ଧସେଇ ପଶିଲେ ବିକ୍ଷୋଭକାରୀ

ବାଗଦାଦ: ଇରାକରେ ପୁନର୍ବାର ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି । ମହମ୍ମଦ ଅଲ ସୁଦାନୀଙ୍କୁ ଗଠବନ୍ଧନ ସରକାର ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ଏହି ଅଶାନ୍ତି ସୃଷ୍ଟି ହୋଇଛି । ସୁଦାନୀ ଇରାନ ସମର୍ଥକ ହୋଇଥିବାରୁ ସ୍ଥାନୀୟ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।…

ରାଜ୍ୟରେ ହଜାରେ ଉପରେ ଦୈନିକ ସଂକ୍ରମଣ: ୨୪ ଘଣ୍ଟା ମଧ୍ୟରେ ୧୦୩୦ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାରେ ଉପକୁ ରହିଛି। ଗତକାଲି ୧୧୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୨୭ ଜଣ…

ବରୁଣ କ୍ୟାରିୟରର ସବୁଠାରୁ ବ୍ୟୟ ବହୂଳ ଫିଲ୍ମ ବବାଲ ଶୁଟିଂରେ ବ୍ୟସ୍ତ, ୭ ଏପ୍ରିଲରେ ହେବ ରିଲିଜ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କ ଆଗାମୀ ଫିଲ୍ମ ବବାଲ ଶୁଟିଂରେ ଏବେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ହୋଇ ପଡିଛନ୍ତି । ଏହା ତାଙ୍କ କ୍ୟାରିୟରର ଏ ପର୍ଯ୍ୟନ୍ତ ସବୁଠାରୁ ବ୍ୟୟ ବହୂଳ ଫିଲ୍ମ । ଏହି ଫିଲ୍ମ ଶୁଟିଂରେ ପ୍ରତିଦିନ ୨.୫ କୋଟି ଟଙ୍କା ବ୍ୟୟ ହେଉଛି । ଏହାର ୧୦ ଦିନର ଶିଡ୍ୟୁଲ…

ଗୃହରେ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ବର: ଗୃହ ଆରମ୍ଭରୁ ହଟ୍ଟଗୋଳ । ପୁଣି ଥରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୂଲତବୀ ହୋଇଛି । କଂଗ୍ରେସ ସାଂସଦଙ୍କ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଆଜି ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ…

ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା। ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟ ତିଥି। ଏହି ଅବସରରେର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା। ଏଥିପାଇଁ ଅପରାହ୍ଣ ଦ୍ୱିପହର ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…

ଅନୁବାଦ କବିତା : ମୁଁ ଏକା ନୁହେଁ

ମୂଳ ରଚନା : ଗ୍ରାବିଏଲା ମିସ୍ତ୍ରାଲ  ଏଇ ରାତି ପରିତ୍ୟକ୍ତ ପାହାଡ଼ଠୁ ସମୁଦ୍ର ପର୍ଯ୍ୟନ୍ତ, କିନ୍ତୁ ମୁଁ ଯେ ତୁମକୁ ଦୋଳି କରି ଝୁଲାଉଛି, ମୁଁ ଏକା ନୁହେଁ! ଆକାଶ,ସେ ବି ପରିତ୍ୟକ୍ତ କାରଣ ଜହ୍ନ ଯାଇ ସମୁଦ୍ରରେ ପଡ଼ିଛି। କିନ୍ତୁ ମୁଁ, ଯେ ତୁମକୁ ଜାବୁଡ଼ି ଧରିଛି, ମୁଁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାମ , ଲକ୍ଷ୍ମଣଙ୍କୁ ମୂର୍ଚ୍ଛିତ ଦେଖି କ୍ରୋଧରେ ଜର୍ଜରିତ ଜାମ୍ବବାନ ମେଘନାଦକୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ। ମେଘନାଦ, ଜାମ୍ବବାନଙ୍କୁ ତ୍ରିଶୂଳରେ ଆଘାତ କରିବାକୁ ଆସିଲା। ବଳବାନ ଜାମ୍ବବାନ ତା' ହାତରୁ ତ୍ରିଶୂଳ ଛଡ଼ାଇ ନେଇ ତା'…

ଭାଷା ଭାଗବତ : ଭାଷାଂତର, ସ୍ତରାଂତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୦  ତତ୍‌ସମ ଶବ୍ଦଭରା ଭାଷା ଉପରେ ନ କଲେ ଭରସା କରିପାରିବା ଭାଷାଂତର ଲାଗିବ ଏକାଂତ ନିଜର ଗୋଟେ ଭାଷାର ଦୁଇ ସ୍ତର ମଧ୍ୟରେ ପାତର ଅଂତର କିପରି ହୁଏ ହାନିକର ପ୍ରସଂଗ କରିବା ବିଚାର * ମସ୍ତକ ମଧ୍ୟସ୍ଥିତ ମନ ସଂଚୟ କରେ…