Latest Odisha News

BREAKING NEWS

Yearly Archives

2022

ତୃତୀୟ ଦିନିକିଆ ଜିତି ଭାରତ ସିରିଜ ବିଜୟୀ

ଓ୍ବେଷ୍ଟଇଣ୍ଡିଜ ମାଟିରେ ଭାରତ ପ୍ରଥମ ଥର ପାଇଁ 3-0ରେ ସିରିଜ ବିଜୟୀ ହୋଇଛି । ତୃତୀୟ ମ୍ୟାଚରେ  ବର୍ଷା ବାରମ୍ବାର ହୋଇଥିବା ବେଳେ  ତୃତୀୟ ତଥା ଶେଷ ଦିନିକିଆକୁ 119 ରନରେ ଓ୍ବେଷ୍ଟଇଣ୍ଡିଜକୁ ଭାରତ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଦୁଇ ଓପନର ଶିଖର ଧାୱନ ଓ ଶୁବମନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ଜଡିତ ପାଞ୍ଚ ମହାଦେବଙ୍କ ମଧ୍ୟରେ ଅନ୍ୟତମ ଅର୍ଜୁନ ଭାବରେ ଅଭିହିତ ଶ୍ରୀ ମାର୍କଣ୍ଡେଶ୍ୱର ମହାଦେବଙ୍କ ବିଜେ ସ୍ଥଳି ନିକଟରେ ସର୍ବ ପୁରାତନ…

ସବୁ ସାରିଦେଲା ଟଙ୍କା ଲୋଭ: ଜୁଲାଇ ୩୦ରେ ଅବସର ନେବା ପୂର୍ବରୁ ଲାଞ୍ଚ ନେଇ ସାର୍ ଗିରଫ

କେନ୍ଦ୍ରପଡା: ଜୁଲାଇ ୩୦ ତାରିଖରେ ସଞ୍ଜୀବ ସିଂହଙ୍କ ଅବସର ନେଇଥାନ୍ତେ । କିନ୍ତୁ ଅବସର ଗ୍ରହଣ କରିବାର ମାତ୍ର ୩ ଦିନ ପୂର୍ବରୁ ଜେଲ୍ ଯାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂହ । ଲାଞ୍ଚ ନେବା ଅଭିଯୋଗରେ ବୁଧବାର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ…

କେଉଁ ମାମଲାରେ ଜାମିନ୍ ଆବେଦନ କରିଛନ୍ତି ବାବୁସାନ ?

କଟକ: ଚେନ୍ନାଇରୁ ଫେରିବା ପରେ ଓଲିଉଡ ହୀରୋ ବାବୁସାନଙ୍କୁ ଘାରିଛି ଗିରଫଦାରୀ ଭୟ। ଖାରବେଳନଗର ଥାନା ପୂର୍ବରୁ ବାବୁସାନଙ୍କୁ ତାଙ୍କ ପତ୍ନୀ ତୃପ୍ତୀ ଶତପଥୀଙ୍କ ଏଫଆଇଆର ଆଧାରରେ ହାଜର ହେବାକୁ କହିସାରିଛି। ଏବେ ସେ ଭୁବନେଶ୍ୱରକୁ ଫେରିଛନ୍ତି। ତେଣୁ ପୋଲିସ ଜେରାର ସେ ଖୁବଶୀଘ୍ର ସାମ୍ନା…

ଏମଡିଏମ ସ୍କିମରେ ଘୋଟାଲା ? ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ଏମଡିଏମ୍ ସ୍କିମ୍ ବା ସ୍କୁଲ ପିଲାଙ୍କ ପାଇଁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଦୁର୍ନୀତି ହୋଇଛି । ଶାସକ ଦଳ ଏବେ ଏହାକୁ ଚପାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛି। ବିଜେଡି ସରକାର ବିରୋଧରେ ଏପରି ଏକ ଅଭିଯୋଗ ଆଣି ବର୍ଷିଛି ବିରୋଧୀ ଭାରତୀୟ ଜନତା ପାର୍ଟି । ବୁଧବାର…

କୋଟି ପରେ କୋଟି ଗଣା ଚାଲିଛି : ଆଉ ୧୫ କୋଟି ଟଙ୍କା ଜବତ କଲା ଇଡି

କୋଲକାତା:  ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଟଙ୍କା ଗଣା ଚାଲିଛି । ପୁଣି ଆହୁରି କେତେ ବାହାରିବ ତାହା ଆସନ୍ତାକାଲି ସୁଦ୍ଧା ଜଣାପଡିବ ।  ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା…

+୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶିତ: କନ୍ଧମାଳ ଝିଅ ମୀନାକ୍ଷୀ କିସ୍ ଟପ୍ପର

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‍ ହାର ବିଜ୍ଞାନରେ ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ…

ପ୍ରେମ ଚୋପ୍ରାଙ୍କ ମୃତ୍ୟୁ ଗୁଜବ, ଅଭିନେତା କହିଲେ ସୁସ୍ଥ ଅଛି

ମୁମ୍ବାଇ: ବରିଷ୍ଠ ଅଭିନେତା ପ୍ରେମ ଚୋପ୍ରାଙ୍କ ମୃତ୍ୟୁ ଗୁଜବ ବଲିଉଡ ଏବଂ ସିନେପ୍ରେମୀଙ୍କୁ ଅସ୍ତ ବ୍ୟସ୍ତ କରି ପକାଇଥିଲା । କିଛି ସମୟ ପରେ ଏହା ଗୁଜବ ବୋଲି ଜଣା ପଡିଥିଲା । ଖବର ପ୍ରସାରିତ ହେବା ପରେ ପ୍ରେମ ଚୋପ୍ରାଙ୍କ ପରିବାର ସଦସ୍ୟଙ୍କ ପାଖକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା କଲ ଏବଂ…

ପାତ୍ରପୁର ବ୍ଲକରେ ଦୋଳାରେ ମେଡ଼ିକାଲ ଗଲେ ଗର୍ଭବତୀ

ବ୍ରହ୍ମପୁର: ଗଞ୍ଜାମ‌ରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଆଉ ଜଣେ ଗର୍ଭବତୀଙ୍କୁ କୋଡ଼ିଏ କିଲୋମିଟରରୁ ଅଧିକ ରାସ୍ତା ଦୋଳାରେ ବୋହି ଜଙ୍ଗଲ ରାସ୍ତାରେ ଦୁଇଟି ନଦୀ ପାର କରି ମୁଖ୍ୟ ରାସ୍ତାକୁ ଆଣିବା ପରେ…

କେନ୍ଦ୍ର କ୍ୟାବିନେଟ ବୈଠକ: ବିଏସଏନଏଲ ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିଜ ଟେଲିକମ ସଂସ୍ଥା ବିଏସଏନଏଲ ବୁଡ଼ିଯିବା ଅବସ୍ଥାରେ । ଏହାକୁ ପୁନରୁଦ୍ଧାର କରିବାକୁ ସରକାର ଦୀର୍ଘ ଚିନ୍ତନ ବିତାଇଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଡ଼ିଯାଉଥିବା ଏହି ନୌକାକୁ ଉଦ୍ଧାର କରିବାକୁ କିଛି ବାଟ ଆପଣାଯାଇଛି । ଟେଲିକମ…