Latest Odisha News

BREAKING NEWS

Yearly Archives

2022

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ; ପରିଚାଳନା ବୈଠକକୁ ଦେଲେ ନିମନ୍ତ୍ରଣ

ଭୁବନେଶ୍ୱର : ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ସପ୍ତମ ପରିଚାଳନା ପରିଷଦ ବୈଠକ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ସୁମନ ବେରୀ ।…

ଚେସ୍ ଅଲିମ୍ପିଆଡ୍‌ର ଶୁଭାରମ୍ଭ

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଚେସ୍ ଅଲିମ୍ପିଆଡ୍‌ର ଶୁଭାରମ୍ଭ ହୋଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଏମ ଷ୍ଟାଲିନଙ୍କ ଉପସ୍ଥିତିରେ  ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   ଚେସ୍ ଅଲିମ୍ପିଆଡ୍‌ର ୪୪ତମ ସଂସ୍କରଣକୁ ଉଦ୍‌ଘାଟନ…

ମାସକ ଭିତରେ ଇପିଏଫ ଓ ପେନସନ ମଞ୍ଜୁରୀ

ଭୁବନେଶ୍ୱର: ପ୍ରଧାନ ମହାଲେଖାକାର ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟ ସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଆଜି ଆୟୋଜିତ ହୋଇଯାଇଛି । ବରିଷ୍ଠ ଉପ -ମହାଲେଖାକାର ରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ…

ପାର୍ଥ ଚାଟାର୍ଜୀଙ୍କ ପାଇଁ ଟିଏମସି କବାଟ ଖୋଲା, ଯଦି ସେ.. : ଅଭିଷେକ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଅନିୟମିତତାରେ ଫସି ଇଡି ଦ୍ୱାରା ଗିରଫ ହେବା ପରେ ଦଳରୁ ବିତାଡ଼ିତ ହୋଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟରୁ ପାର୍ଥ ଚାଟାର୍ଜୀଙ୍କୁ କାଢ଼ି ଦେଇଛନ୍ତି । ପାର୍ଥ ପଶ୍ଚିମବଙ୍ଗ ସରକାରରେ ଉଦ୍ୟୋଗ, ବାଣିଜ୍ୟ ଏବଂ ଆଇଟ…

ଡଙ୍କି ସେଟରୁ ଲିକ ହେଲା ଶାହାରୁଖ-ତାପସୀଙ୍କ ଲୁକ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ଓ ତାପସୀ ପନ୍ନୁଙ୍କ ଡଙ୍କି ଫିଲ୍ମର ଶୁଟିଂ ଜୋରସୋରରେ ଚାଲିଛି । ରାଜକୁମାର ହିରାନୀଙ୍କ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । ଇତି ମଧ୍ୟରେ ଡଙ୍କି ଫିଲ୍ମରେ ଶାହାରୁଖ ଓ ତାପସୀଙ୍କ ଲୁକ ଲିକ ହୋଇଛି । ଏହା ଯେପରି ଲିକ ନ ହେବ ସେଥିପ୍ରତି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଭୁବନେଶ୍ବର ଫେରିବା ପରେ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଅଭିନେତା ବାବୁସାନ୍ । ମାଆ ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସି ନିଜ ଫ୍ୟାନ୍ସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ସାଙ୍ଗରେ ମାଆ ଓ ପରିବାରର କିଛି ସଦସ୍ୟ ଥିବା ଦେଖିବାକୁ ମିଳିଛି । ସେ ପରିବାର…

ଜେମ୍ସ ବଣ୍ଡ ଫିଲ୍ମରେ ଅଭିନୟ କରିବେ ରାମଚରଣ ?

ମାଡ୍ରାସ: ଭାରତର ଚର୍ଚ୍ଚିତ ହୀରୋ ରାମଚରଣଙ୍କ ଉପରେ ଏବେ ହଲିଉଡର ନଜର ପଡିଛି । ମାର୍ଭଲ ସିନେମେଟିକ ୟୁନିଭର୍ସର ଏକ କ୍ରିଟେର ରାମଚରଣଙ୍କ ନାମ ଜେମ୍ସ ବଣ୍ଡ ଫିଲ୍ମ ପାଇଁ ଉଠାଇଛନ୍ତି । ଆରଆରଆରରେ ତାଙ୍କ ପ୍ରଦର୍ଶନ ଦେଖି ଲ୍ୟୁକ କେଜ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛନ୍ତି । ଆଗାମୀ ଜେମ୍ସ…

ସମାରିଟାନରେ ବିଗ୍ ବି ଅମିତାଭ; ଅବିକଳ ସିଲ୍ଭେସ୍ଟର ଷ୍ଟେଲନ

ଭୁବନେଶ୍ୱର: ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଥିବା ୱେବସିରିଜ ସମାରିଟାନରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦେଖିଛନ୍ତି ଫ୍ୟାନ୍ । ବୁଧବାର ସମାରିଟାନର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ରିଲିଜର ପ୍ରଥମ ଦିନରେ ଲକ୍ଷାଧିକ ଫ୍ୟାନ୍ ଏହାକୁ ଦେଖିଛନ୍ତି । ଟ୍ରେଲର ରିଭିୟୁରେ କିଛି…

ବାଇଡେନଙ୍କୁ ଏଲିୟନଙ୍କ ବିଷୟରେ ତଥ୍ୟ ଦେବି କହି ମିଲିଟ୍ରି ବେସରେ ପ୍ରବେଶ ପାଇଁ ଯୁବକଙ୍କ ଉଦ୍ୟମ

ନ୍ୟୁୟର୍କ: ଆମେରିକା ପୋଲିସ ଗୁରୁବାର ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିଜଣଙ୍କ ମିଲିଟ୍ରି ବେସରେ ପଶିବା ପାଇଁ ଉଦ୍ୟମ କରୁଥିବାରୁ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ । ମୁଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏଲିୟନଙ୍କ ବିଷୟରେ ତଥ୍ୟ ଦେବାକୁ ଆସିଛି କହିବା ପରେ…

ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ : ‘ଏ ମାଟିର କନ୍ୟା’ ଶୀର୍ଷକ ନେଇ ଚର୍ଚ୍ଚା

ଭୁବନେଶ୍ୱର :  ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଏ ମାଟିର କନ୍ୟା’ . . .ଶୀର୍ଷକରେ ନବୀନଙ୍କ ଆଲେଖ୍ୟ ନେଇ ଚର୍ଚ୍ଚା । ନବୀନ କହିଛନ୍ତି, ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେବା ସମୟ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗୌରବର ଶ୍ରେଷ୍ଠ ମୁହୂର୍ତ୍ତ ଥିଲା ।…