Latest Odisha News

BREAKING NEWS

Yearly Archives

2022

ମାଳତୀ ଚୌଧୁରୀ

ପ୍ରିୟ କୁନି ପିଲାମାନେ ଆଗରୁ ଆମେ ଅନେକ ମହାପୁରୁଷଙ୍କ ବିଷୟରେ ଜାଣିଛେ । ଆଜି ଜାଣିବା ଆମ ପ୍ରିୟ 'ନୂମା'ଙ୍କ ବିଷୟରେ । ନୂମା ହେଉଛନ୍ତି ମାଳତୀ ଚୌଧୁରୀ । ୧୯୦୪ ମସିହା ଜୁଲାଇ ୨୬ରେ ଅର୍ଥାତ ଠିକ ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ କୁମୁଦ ନାଥ ସେନ ଓ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ନବ ପ୍ରଭାତର ନଵ କିରଣ ରାମସେନାଙ୍କ ମନରେ ନଵ ଉନ୍ମାଦନା ଭରି ଦେଇଥିଲା। ଦ୍ଵିଗୁଣ ଉତ୍ସାହରେ ସେମାନେ ଯୁଦ୍ଧଭୁମିକୁ ଲମ୍ଫ ଦେଲେ। କୁମ୍ଭକର୍ଣ୍ଣଙ୍କୁ ରଣଭୂମିରେ ଦେଖି ବିଭୀଷଣ ତାଙ୍କ ଚରଣ ସ୍ପର୍ଶ କରି କହିଲେ, "ହେ ଜ୍ୟେଷ୍ଠ…

ଭାଷା ଭାଗବତ : ପଦସ୍ଥ କିଂବା ଦିବଂଗତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୮ ପଦସ୍ଥ କିଂବା ଦିବଂଗତ ଲେଖକ ଏଠି ସମାଦୃତ ଜୀବିତ ହୋଇ ସୃଷ୍ଟିରତ ପ୍ରାୟତଃ ହୁଏ ଉପେକ୍ଷିତ ଏହି ପ୍ରଥାର ଅବସାନ ସତେ ଘଟିବ କେଉଁ ଦିନ କରିହୁଏନି ଅନୁମାନ ଶଂକାପୀଡ଼ିତ ସବୁ ମନ ଯାହା ଭୋଗଂତି ନିଜ ଅଂଗେ ରହଂତିନାହିଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ସମୁଦାୟ ୨୨ ଗୋଟି ମଣ୍ଡପ ଅଛି, ତାହାର ଉପଯୋଗ ଅନୁସାରେ ନାମ କରଣ କରାଯାଇଛି.ଯଥା ରତ୍ନମଣ୍ଡପ, ଦେବସଭା ମଣ୍ଡପ, ସ୍ନାନ ମଣ୍ଡପ, ଭେଟ…

ରାଷ୍ଟ୍ରପତି ‘ଦ୍ରୌପଦୀ’ଙ୍କ ନାଁ ଶିକ୍ଷକ ଦେଇଥିଲେ, ମୂଳ ନାଁ କ’ଣ ଥିଲା ?

ଭୁବନେଶ୍ୱର: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି। ମୟୁରଭଞ୍ଜ ଉପରବେଡା ଗାଁରୁ ଯାଇ ଦେଶର ସର୍ବୋଚ୍ଚସ୍ଥାନରେ ବସିଥିବା ଦ୍ରୌପଦୀ ମୁର୍ମୁଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା…

ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ଘଟଣା, ମମତା କହିଲେ ମୁଁ ମର୍ମାହତ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଶିକ୍ଷକ ଚାକିରି ଦୁର୍ନୀତି ଏବଂ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀରୁ ନିଜକୁ ଦୂରେଇ ରଖିବା ପରେ ଶେଷରେ ମୁହଁ ଖୋଲିଛନ୍ତି । ତାଙ୍କ ସହଯୋଗୀ ଏପରି ଏକ କାମ କରିବେ ବୋଲି ଜାଣି ସେ ମର୍ମାହତ ବୋଲି…

ଅଗଷ୍ଟ ୩ ଯାଏ ମମତାଙ୍କ ମନ୍ତ୍ରୀ ଓ ଅର୍ପିତା ଇଡି ହେପାଜତରେ ରହିବେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଉଭୟଙ୍କୁ ଜୁଲାଇ ୨୩ରେ ଇଡି ଗିରଫ କରିଥିଲା। ଶିକ୍ଷକ ଚାକିରି କରାଇଦେବା ନେଇ ଦୁର୍ନୀତି ସହ…

ଝାଡଖଣ୍ଡରେ ୧୬ ବିଜେପି ବିଧାୟକ ଆମ ସହ ରହିଛନ୍ତି: ଜେଏମଏମ୍

ରାଞ୍ଚି: ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀଙ୍କୁ ୟୁପିଏର ଅଂଶୀଦାର ଦଳ ତଥା ଝାଡଖଣ୍ଡର ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସମର୍ଥନ କରିବା ପରେ ଲାଗୁଥିଲା ଦଳ ବିଜେପି ଆଡକୁ ଢଳୁଛି । କିନ୍ତୁ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଖୋଦ୍ ଶାସକ ଦଳ…

ପୋଲାଭରମ ବୁଡି ଅଞ୍ଚଳ ବିବାଦରେ ଓଡିଶା ଜନଶୁଣାଣି କରିବାକୁ ମନା କରିଛି: ଟୁଡୁ

ନୂଆଦିଲ୍ଲୀ:  ମହାନଦୀ ଓ ବଂଶଧାରାର ଜଳକୁ ନେଇ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ସହିତ ଓଡିଶାର ବିବାଦ ରହିଛି । ଏହି ଦୁଇ ନଦୀର ଜଳ ବିବାଦ ନେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ  ବିଶ୍ୱେଶ୍ୱର ଟୁଡୁ ଏକ ପ୍ରଶ୍ନର ଉତ୍ତର କହିଛନ୍ତି ଯେ  ମହାନଦୀ  ଜଳ  ନେଇ ପଡୋଶୀ  ଛତିଶଗଡ଼ ସହିତ ଓଡିଶାର ଯେଉଁ…

ମୁମ୍ବାଇ ମହାନଗର ନିଗମର 61 ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

ଭୁବନେଶ୍ବର: କୋଭିଡରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତର ମାନଙ୍କ ରହଣି ବାବଦ ଦେୟ ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ଛାଡ କରାଯାଇଛି । ପ୍ରଥମ ଲହରିରେ ମଧ୍ୟ 2 କୋଟି ଟଙ୍କା ଛାଡ଼ କରିଥିଲେ ରାଜ୍ୟ ସରକାର । କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ…