ଖୁଣ୍ଟ ପୋତି ବାଲି ଜଗିଲା ପ୍ରଶାସନ
ଯାଜପୁର : ବାଲି ଚୋରା ଚାଲାଣରେ ଅସଫଳ ହେଲେ ବାଲିମାଫିଆ । ବାଲିଘାଟରେ ଖୁଣ୍ଟ ପୋତି ବନ୍ଦ କଲେ ପ୍ରଶାସନ । ବିଂଝାରପୁର ତହସିଲ ପକ୍ଷରୁ ସଏଦପୁର ପଞ୍ଚାୟତର୨ଟି ବାଲିଘାଟରେ ଖୁଣ୍ଟ ପୋତି ବନ୍ଦ କଲା ପ୍ରଶାସନ । ସୟଦପୁର ପଂଚାୟତର ପଠାନ ମୋହଲ୍ଲା ଓ ଭୋଲା ମୋହଲ୍ଲା ଖରସ୍ରୋତା ନଦୀଶଯ୍ୟାରୁ…