Latest Odisha News

BREAKING NEWS

Yearly Archives

2022

ଫିଲ୍ମମେକର ମଣି ରତ୍ନମ ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ମାଡ୍ରାସ: ପ୍ରତିଷ୍ଠିତ ଫିଲ୍ମମେକର ମଣି ରତ୍ନମ ହଠାତ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେଠାରେ ଟେଷ୍ଟ ପରେ ତାଙ୍କୁ କୋଭିଡ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ତାଙ୍କ ପତ୍ନୀ ସୁହାସିନୀ ମଣି ରତ୍ନମ ଏହି ସୂଚନା ଦେଇଛନ୍ତି । ମଣି ରତ୍ନମ ଏବେ…

ସ୍ୱଳ୍ପ ଗଳ୍ପ : କାୱାଗୋଇଙ୍କ ଘଣ୍ଟା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୦ ଘଣ୍ଟାଟି ବନ୍ଦ ହୋଇ ଗଲା। ଚିରଦିନ। ବନ୍ଦ ହେଲା ବେଳକୁ ସମୟ ଯାହା ସବୁଦିନ ପାଇଁ ସ୍ଥିର ହୋଇ ରହିଯାଇଛି ସେଥିରେ,ତାହା ସକାଳ ୮ ଟା ବାଜି ୧୫ ମିନିଟ୍ । ସେଦିନର ତାରିଖ ଅଗଷ୍ଟ ମାସର ୬ , ମସିହା ୧୯୪୫ । ଏହା ସହିତ ସେହି ବନ୍ଦ…

ଜେଲରୁ ଚମ୍ପଟ ମାରିଲେ ଦୁଇ କଏଦୀ, ଜଳକା ସାଜିଲା ପାଲଲହଡା ପୋଲିସ

ଅନୁଗାଳ: ପାଚେରୀ ଡେଇଁ ପାଲଲହଡା ଉପଖଣ୍ଡ କାରାଗାରରୁ ଦୁଇ ବିଚରାଧୀନ କଏଦୀ ଫେରାର। ଗତକାଲି ବିଳମ୍ବିତ ରାତିରେ ଦୁଇ କଏଦୀ ଫେରାର ହୋଇଥିବା ସୂଚନା ରହିଛି । ଜଣେ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଅନ୍ୟ ଜଣେ ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ। କଏଦୀ ମାନେ ରାତ୍ରି ଭୋଜନ କରିବା ପରେ ନିଜ…

ଫାଇଭ୍ ଟି ସଚିବଙ୍କ ବାସଭବନ ନିକଟରେ ବିକ୍ଷୋଭ, ରୁଚିକା ମହାନ୍ତିଙ୍କ ମା’ ଗିରଫ

ଭୁବନେଶ୍ୱର: ରୁଚିକା ମହାନ୍ତିଙ୍କ ମା ଓ ନବ ନିର୍ମାଣ ସଂଗଠନର କର୍ମକର୍ତ୍ତା ଗିରଫ । ରାଜ୍ୟ ସରକାରଙ୍କ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନଙ୍କ ସରକାରୀ ବାସଭବନ ନିକଟରେ ବିକ୍ଷୋଭ କରିବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି । ବିଜେବି କଲେଜର ପ୍ରଥମ ବର୍ଷର ଛାତ୍ରୀ ରୁଚିକା…

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପ୍ରତିବାଦ, ବଢ଼ିଲା ସଚିବାଳୟ ସୁରକ୍ଷା

ଭୁବନେଶ୍ୱର/ଭଦ୍ରକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଇଁ ଡାକରା…

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯାଗ

ବ୍ରହ୍ମପୁର: ବହିଦେବାକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ ଅଭିଯାଗ। ଏଭଳି ଅଭିଯୋଗ ଆସିଛି ଜଣେ ଓଡ଼ିଆ ଅଧ୍ୟାପକଙ୍କ ନାଁରେ। ଅଧ୍ୟାପକ ଜଣଙ୍କ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଏ ନେଇ ଥାନାରେ ମାମଲା ରୁୁଜୁ ହୋଇଛି। ସେପଟେ ଛାତ୍ରୀଙ୍କୁ ସମର୍ଥନ କରୁଥିବା…

ରାଷ୍ଟ୍ରପତି ନିର୍ବାଚନରେ କେଉଁ କେଉଁ ରାଜ୍ୟରେ ହେଲା କ୍ରସ ଭୋଟିଂ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏବେ ଅପେକ୍ଷା ଜୁଲାଇ ୨୧ରେ ହେବାକୁ ଥିବା ସଂସଦ ଓ ବିଧାନସଭାର ଭୋଟ୍ ଗଣତିକୁ । ଭୋଟ୍ ଶେଷ ହେବା ବେଳକୁ ଅନେକ ସ୍ଥାନରେ କ୍ରସ ଭୋଟିଂ ହୋଇଥିବାର ସୂଚନା ମିଳିଛି । ଯାହା ଏନଡିଏ ରାଷ୍ଟ୍ରପତି…

କବିତା : ଅଧା ଅଧା ମୌସୁମୀ

ଲାବଣ୍ୟ ନାୟକ  ଏ ଯେଉଁ ତୁହାକୁତୁହା ବର୍ଷା ଅଧା ଖରା ଅଧା ଛାଇର ଖେଳ ଆକାଶ ଅଧା ନୀଳ ତ ଅଧେ ସଫା ସତେ ଯେମିତି ଏ ବର୍ଷା ରାଧାକୃଷ୍ଣଙ୍କ ରଙ୍ଗରୁ କିଛି ଧୋଇ ଆଣିଛି , ଆଉ ଛିଞ୍ଚି ଦେଇଛି ଆକାଶ ଛାତିରେ। କହିଲ ଦେଖି ଏଇମାନଙ୍କୁ ନେଇ କ'ଣ ବର୍ଷା କବିତାଟେ ଲେଖିହବ !…

କାଶୀପୁରରେ ଚିହ୍ନଟ ହେଲା ଭିବ୍ରିଓ କଲେରା

କାଶୀପୁର: ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କାଶୀପୁରରେ ଚିହ୍ନଟ ହୋଇଛି ଭିବ୍ରିଓ କଲେରା । ୧୦ ଜଣଙ୍କ ଠାରୁ ସଂଗୃହୀତ ମଳ ନମୁନା ମଧ୍ୟରୁ ୩ ଟିରେ ଭିବ୍ରିଓ କଲେରା ଭୂତାଣୁ ଥିବା ଜଣାପଡିଛି । ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ଆଞ୍ଚଳ ଦେଇ ବହି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାବଣର ସଭା। ମହାନ ମହାନ ଯୋଦ୍ଧା ବସିଛନ୍ତି। ସାଧାରଣ ବାନର ଓ ଭଲ୍ଲୁକ , ଅସାଧାରଣ ଶକ୍ତିଶାଳୀ ଅସୁରସେନାଙ୍କର ଏପରି ବିପର୍ଯ୍ୟୟ ଘଟାଇବେ ସେମାନେ କଳ୍ପନା ବି କରି ପାରି ନ ଥିଲେ। ଆଗାମୀ ଦିନର ରଣନୀତି କିପରି ହେବା ଉଚିତ ସେହି…