Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ : ମଣିଷ କଥାକୁହା ଜୀବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୧ ମଣିଷ କଥାକୁହା ଜୀବ ଭାଷାକୁ କେମିତି ଛାଡ଼ିବ ? ଭାଷା ପ୍ରକାଶ କରେ ଭାବ ମଣିଷପଣର ଗୌରବ ଜନମୁ ମରଣ ପର୍ଯଂତ ବହୁ ସ୍ତରରେ ବ୍ୟବହୃତ ହେବାରୁ ଭାଷାର ମହତ୍ତ୍ବ ହୋଇଛି ସାଦର ସ୍ବୀକୃତ ତଥ୍ୟ, ସୂଚନା ଆଉ ଜ୍ଞାନ ଭାଷା ହିଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୮     ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ହୃଦୟରେ ସ୍ଥାନ ଦେବା ପରେ ଆତ୍ମା ଓ ପରମାତ୍ମା ସମ୍ପର୍କର ସ୍ୱରୂପ ଅନୁଭବ କରୁ । ଅନେକ ସିଦ୍ଧ ସାଧକ ନିଜ ନିଶ୍ୱାସ ଓ ପ୍ରଶ୍ୱାସ କ୍ରିୟାରେ…

ବିଧାୟକ ପରେ ସାଂସଦ ଦେବେ ଉଦ୍ଧବଙ୍କୁ ଝଟକା ? ଅନେକ ସିନ୍ଦେଙ୍କ ସାଙ୍ଗରେ ଆସିବେ ସୂଚନା

ମୁମ୍ବାଇ: ଶିବସେନାରେ ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କୁ ଲଗାତାର ଝଟକା ପରେ ଝଟକା ଲାଗିଛି। ବିଧାୟକଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେ କ୍ରମାଗତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଦ୍ଧବଙ୍କ ନିକଟବର୍ତ୍ତୀ ବରିଷ୍ଠ ଶିବସେନା ନେତା ଉଦ୍ଧବ ଶିବିରକୁ ବାଏ ବାଏ କହିଥିବା ସୂଚନା ରହିଛି।…

ରୁଚିକା ମହାନ୍ତି ମୃତ୍ୟୁ ମାମଲା, ଆଜି ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର: ବିଜେବି କଲେଜ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରି ଆଜି ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସାରା ଓଡ଼ିଶାରେ ଏହି ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ନବ ନିର୍ମାଣ କୃଷକ ସଂଗଠନ ଓ ଏହାର ଛାତ୍ର ସଂଗଠନ ନବ…

ମୋଦୀଙ୍କୁ କେଜ୍ରିୱାଲଙ୍କ ଚିଠି: ‘ବିଦେଶ ଗସ୍ତ ପାଇଁ କେନ୍ଦ୍ର ଦେଉନି ଅନୁମତି’

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିଓ୍ୱାଲ ସରକାର ଏବଂ କେନ୍ଦ୍ର ସରକାର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସିଙ୍ଗାପୁର ଯିବାକୁ ଅନୁମତି ନଦେବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି।…

୫ ବର୍ଷ ଜେଲରେ କାଟିଲେ ୧୨୧ ଆଦିବାସୀ, ଏବେ ହେଲେ ଦୋଷମୁକ୍ତ

ରାୟପୁର: ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାର ବୁର୍କାପାଲରେ ୨୫ ଜଣ ସିଆରପିଏଫ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୧୨୧ ସ୍ଥାନୀୟ ଆଦିବାସୀଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ପାଖାପାଖି ୫ ବର୍ଷ ଜେଲରେ ରହିବା ପରେ ଏହି ଆଦିବାସୀମାନେ ମୁକୁଳିଛନ୍ତି । ଏବେ ସେମାନେ…

ପରୀକ୍ଷା ହଲକୁ ପ୍ରବେଶ ପୂର୍ବରୁ ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ

ଥିରୁଅନନ୍ତପୁରମ: ଏନଇଇଟି ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରୀଙ୍କ ସହ ଅଶାଳୀନ ବ୍ୟବହାର ଅଭିଯୋଗ । ପୋଲିସ ରୁଜୁ କଲା ମାମଲା। ପରୀକ୍ଷା ଦେଉଥିବା ଛାତ୍ରୀଙ୍କର ଚେକିଂ ନାଁରେ ତାଙ୍କ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି। କେରଳର କୋଲାମର ମାର୍ଥୋମା…

[ଦେଖନ୍ତୁ ଭିଡିଓ] ଶ୍ରାବଣ ପ୍ରଥମ ସୋମବାର । ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡିଆ

ପୁରୀ :  ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡିଆ ।ଗତକାଲି ରାତିରୁ ହିଁ ଶ୍ରାବଣ ପ୍ରଥମ ସୋମବାର ଜଳଲାଗି ପାଇଁ ଭିଡ ଲାଗିଥିଲା।  ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ରାତ୍ର ଗୋଟାଏରୁ ଜଳଲାଗି ଆରମ୍ଭ ହୋଇଥିଲା । ସମସ୍ତ କାଉଡିଆଙ୍କ…

ମହିଳା ହକି ବିଶ୍ୱକପ: ୯ମ ଥର ପାଇଁ ଟାଇଟଲ ହାସଲ କଲା ନେଦରଲାଣ୍ଡ

ଆମଷ୍ଟେଲଭିନ: ନେଦରଲାଣ୍ଡ ଏଠାରେ ଅନୁଷ୍ଠିତ ମହିଳା ହକି ବିଶ୍ୱକପ ଫାଇନାଲରେ ବାଜି ମାରିଛି । ଫାଇନାଲରେ ନେଦରଲାଣ୍ଡ ୩-୧ରେ ଆର୍ଜେଂଟିନାକୁ ପରାସ୍ତ କରି ସର୍ବାଧିକ ୯ମ ଥର ପାଇଁ ଚାମ୍ପିୟନ ହୋଇଛି । ସ୍ୱର୍ଣ୍ଣ ବିଜୟୀ ଦଳ ପକ୍ଷରୁ ମାରିଆ ଭେର୍ସେଚୁର, ଫେଡରିକ ମାଟଲା ଓ ଫେଲିସ ଆଲବର୍ସ ଗୋଲ…

ନକଭି ହେବେ କି ବେଙ୍ଗଲର ରାଜ୍ୟପାଳ ?

କୋଲକାତା: ମୁଖତାର ଅବାସ ନକଭି ବେଙ୍ଗଲର ନୂତନ ରାଜ୍ୟପାଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ମଧ୍ୟ ବିଜେପି ଏମପି ହଂସରାଜ ହଂସ ବେଙ୍ଗଲର ରାଜ୍ୟପାଳ ହେବା ନେଇ ନକଭିଙ୍କୁ ଟୁଇଟରରେ ଅଭିନନ୍ଦନ ଜଣାଇଥିଲେ । ଅବଶ୍ୟ ଏହାର କିଛି ସମୟ ପରେ ସେ ଏହି…