Latest Odisha News

BREAKING NEWS

Yearly Archives

2022

ପଞ୍ଚମ ଦିନ ପାଇଁ ଇଡି ଅଫିସରେ ହାଜର ହୋଇ ପକ୍ଷ ରଖିବାରୁ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି (ଜୁନ୍ ୨୧) ପୁଣି ଥରେ ହାଜର ହେବାକୁ ଇଡି ସମନ କରିଛି । ଅର୍ଥାତ ପଞ୍ଚମ ଦିନ ପାଇଁ ରାହୁଲ ଗାନ୍ଧୀ ଇଡି ଆଗରେ ହାଜର ହେବେ । ଇତି ମଧ୍ୟରେ ଚାରି ଦିନରେ ୪୦ ଘଣ୍ଟାରୁ ଅଧିକ ସମୟ ହେବ ରାହୁଲ ଗାନ୍ଧୀ ଇଡି ଜେରାକୁ ସାମ୍ନା କରି ସାରିଛନ୍ତି।…

ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ଭିଜିଲାନ୍ସକୁ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରଭୁକ୍ତ କରିବାକୁ ଓଡ଼ିଶା ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଭାଗ ଦ୍ୱାରା କରାଯାଇଥିବା ସମ୍ବେଦନଶୀଳ ଏବଂ ଗୋପନୀୟ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ ସମସ୍ତ ପ୍ରସଙ୍ଗରେ ରାଜ୍ୟ ଭିଜିଲାନ୍ସକୁ ଆରଟିଆଇ ପରିସରଭୁକ୍ତ…

ମହାରାଷ୍ଟ୍ର ଏମଏଲସି ନିର୍ବାଚନରେ ମେଣ୍ଟ ସରକାରକୁ ଝଟକା ଦେଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନ ପରେ ମହା ବିକାଶ ଅଘାଡ଼ି ସରକାରକୁ ପୁଣିଥରେ ଏକ ବଡ଼ ଧରଣର ଝଟକା ଲାଗିଛି । ବିଧାନ ପରିଷଦ ନିର୍ବାଚନରେ ​​ମଧ୍ୟ ବିଜେପି ଉଦ୍ଧବ ସରକାରଙ୍କୁ ଟେନସନ ଦେଇଛି। ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ​​ବିଜେପିର ପାଞ୍ଚ  ଜଣ ପ୍ରାର୍ଥୀ…

ଅଗ୍ନିବୀରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ସୁଯୋଗ ତିଆରି କରାଯାଉଛି -ଧର୍ମେନ୍ଦ୍ର ପ୍ରଧାନ

ହମିରପୁର:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଦ୍ୱାରା ଯୁବବର୍ଗଙ୍କୁ ସର୍ବୋତମ ଅଗ୍ନିବୀର କରିବାର କଳ୍ପନା ରହିଛି । ଅଗ୍ନିପଥ ଯୋଜନା ରାଷ୍ଟ୍ର, ସେନା ଏବଂ ଆମର ଯୁବକମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା…

ସଞ୍ଜୟ ଲୀଲା ଭଁସାଲୀଙ୍କ ଆଗାମୀ ଫିଲ୍ମରେ ରୋମାନ୍ସ କରିବେ କ୍ରିତି-ଆଦିତ୍ୟ

ମୁମ୍ବାଇ: ସଞ୍ଜୟ ଲୀଲା ଭଁସାଲୀ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମରେ କ୍ରିତି ସାନୋନ ଓ ଆଦିତ୍ୟ ରାୟ କାପୁର ରୋମାନ୍ସ କରିବେ । ଉଭୟ କଳାକାର ଏହି ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହୋଇ ସାରିଛନ୍ତି । ଖୁବ ଶୀଘ୍ର ଏ ନେଇ…

ଇଡି କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ

ଭୁବନେଶ୍ୱର : ଭାରତୀୟ ସମ୍ବିଧାନ ଓ ବିଧି ବ୍ୟବସ୍ଥାକୁ ମୋଦି ସରକାର ପାଦରେ ଦଳି ମକଚି ଚାଲିଛନ୍ତି । ଭାରତ ଭଳି ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ୱେଚ୍ଛାଚାରୀ, ପ୍ରତିହିଂସାପରାୟଣ ଓ ଅସହିଷ୍ଣୁ ଶାସନ ଚଳାଇ ଦେଶବାସୀଙ୍କୁ ଏକ ଭୟଙ୍କର ବିପଦ ଆଡକୁ ଟାଣିନେଉଛନ୍ତି । ମୋଦି ସରକାର ହୀନ…

୭୫ଟି ଐତିହାସିକ ସ୍ଥାନରେ ଅନୁଷ୍ଠିତ ‘ଯୋଗ ଦିବସ’ରେ ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ଆଜାଦି ଅମୃତ ମହୋତ୍ସବ ସ୍ୱର୍ଣ୍ଣିମ ଦିବସ ଅବସରରେ ପାଳନ ହେବାକୁ ଯାଉଛି ବିଶ୍ୱ ଯୋଗ ଦିବସ । ବିଶ୍ୱକୁ ଯୋଗ ଉପହାର ଦେବାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ୨୦୧୪ରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ…

ଏୟାରପୋର୍ଟ ଭଳି ଭାରତର ପ୍ରଥମ ଏସି ରେଲଓ୍ବେ ଷ୍ଟେସନ

ବେଙ୍ଗାଲୁର: ଭାରତର ପ୍ରଥମ ଶୀତତାପ ନିୟନ୍ତ୍ରୀତ ରେଲଓ୍ବେ ଷ୍ଟେସନ । ଯେଉଁଠି ରହିଛି ସମସ୍ତ ହାଇଟେକ ବ୍ୟବସ୍ଥା । ଏହି ଷ୍ଟେସନରେ ଆପଣ ପହଁଚିଲେ ବିଶେଷ ଆନନ୍ଦ ଅନୁଭବ କରିବେ । ଏହି ବିଶ୍ବସ୍ତରୀୟ ରେଲଓ୍ବେ ଷ୍ଟେସନକୁ ବେଙ୍ଗାଲୁରରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।…

[ଦେଖନ୍ତୁ ଭିଡିଓ] ଦେବଦୂତ ସାଜିଲେ ଦୁଇ ଓଡ଼ିଆ ଝିଅ : ମୃତ୍ୟୁ ମୁଖରୁ ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ

ରାୟଗଡ଼ା:  ଦୁଇ ଓଡ଼ିଆ ଝିଅଙ୍କ ସାହସିକତା । ପର୍ଯ୍ୟଟକଙ୍କୁ ମୃତ୍ୟୁମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଲେ ୨ଓଡ଼ିଆ ଝିଅ । ଏହି ଦୁଇଜଣ ହେଲେ ଆକାଂକ୍ଷା ଓ ତାଙ୍କ ସମ୍ପର୍କୀୟ ଭଉଣୀ ଆୟୁଷୀ । ହିମାଚଳପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନ ସ୍ଥଳୀର ପର୍ଯ୍ୟଟକଙ୍କୁ ମୃତ୍ୟୁମୁଖରୁ ବଚାଂଇ…

ମାଲେସିଆରେ ରଜ ମହୋତ୍ସବ, ରଙ୍ଗବତୀ ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ବିଦେଶ ମାଟିରେ ମହକିଛି ଓଡ଼ିଆ ପର୍ବ, ମହକିଛନ୍ତି ଓଡ଼ିଆ । ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ ବିଦେଶରେ ପାଳିତ ହୋଇଛି ।  ମାଲେସିଆର କୁଆଲାଲମ୍ପୁରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗତ ଜୁନ୍ ୧୮ ତାରିଖ ଦିନ ଧୁମଧାମରେ ପାଳନ କରିଛନ୍ତି ରଜ । ମାଲେସିଆ ଓଡ଼ିଆ କମ୍ୟୁନିଟି ପକ୍ଷରୁ…